ରାମପୁର:-(ସନ୍ତୋଷ ପଟ୍ଟନାୟକ )କଳାହାଣ୍ଡି ଜଲା ଥୁଆମୂଳ ରାମପୁର ବ୍ଲକ ତଳଆମ୍ବ ପଦର ପଞ୍ଚାୟତ ଅଞ୍ଚଳରେ ଏବେ ବାଘ ଆତଙ୍କ ଖେଳିଯାଇଛି। ମୁଖ୍ୟ ରାସ୍ତା ଓ ବଜାର ନିକଟରେ ବାଘ ବୁଲୁଥିବା ଦେଖିବାକୁ ମିଳିବା ପରେ ସ୍ଥାନୀୟ ଲୋକେ ଏବଂ ବ୍ୟବସାୟୀଙ୍କ ମଧ୍ୟରେ…
ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ:ନିଯୁକ୍ତି ଦାବିରେ ଧାରଣାରେ ବସିଲେ ୬ ପରିବାର। ଦୀର୍ଘଦିନ ହେବ ନିଯୁକ୍ତି ପ୍ରତିଶୃତି ପରେ ମଧ୍ୟ ନିଯୁକ୍ତି ନ ମିଲିବାରୁ ଚରମ ନିଷ୍ପତ୍ତି। ଏନଟିପିସି କୁ କୋଇଲା ପରିବହନ ହେଉଥିବା ରେଳ ଧାରଣା ଉପରେ ବସି କଲେ…
ବାରିପଦା:ବନ ବିଭାଗକୁ ବଡ ସଫଳତା। ବାଘଛାଲ କାରବାର ଉପରେ ପୋଲିସର ଚଢ଼ାଉ । ୯ ଶିକାରୀ ଗିରଫ ହେବା ସହ ଫେରାର ଥିବା ମୁଖ୍ୟ ଶିକାରୀକୁ ଧରିବାକୁ ଜାଲ ବିଛାଇଲା ବନ ବିଭାଗ । ବାରିପଦା ବନଖଣ୍ଡ ଅଞ୍ଚଳରେ କଳବାଘ ବା…
ଓଡ଼ିଶା କଂଗ୍ରେସର ବରିଷ୍ଠ ନେତା ଓ ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କୁ ମିଳିଥିବା ହତ୍ୟା ଧମକ ମାମଲାରେ ପୁଲିସ୍ ବଡ଼ ସଫଳତା ପାଇଛି। କେନ୍ଦୁଝର ଜିଲ୍ଲାର ନନ୍ଦିପଦା ପୁଲିସ୍ ଏହି ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ…
ନୂଆଦିଲ୍ଲୀ, ୨୩/୦୩ : ପଶ୍ଚିମ ଏସିଆରେ ଲାଗିରହିଥିବା ଯୁଦ୍ଧ କେବଳ ତେଲ ଏବଂ ଗ୍ୟାସ୍ ସଙ୍କଟ ସୃଷ୍ଟି କରିନାହିଁ ବରଂ ଏହାର ପ୍ରଭାବ ଏବେ ଔଷଧ ଭଳି ଅତି ଜରୁରୀ ସାମଗ୍ରୀ ଉପରେ ମଧ୍ୟ ପଡ଼ିବାକୁ ଲାଗିଛି । ଗ୍ୟାସ୍ ସଙ୍କଟ…
ଭୁବନେଶ୍ୱର, ୨୩/୦୩ : ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର । ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜିର ସୁନା ଦର ।…
ଭୁବନେଶ୍ୱର, ୨୧/୦୩ : ରାଜ୍ୟରେ କାଳବୈଶାଖୀ ପ୍ରଭାବ ରହିବ । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ କମିପାରେ । ୩ ଦିନ ପରେ (ପରବର୍ତ୍ତୀ ୪ଦିନରେ) ପାରଦ ବଢ଼ିବା ସମ୍ଭାବନା ଅଛି ।…
ଭୁବନେଶ୍ବର, ଓଡ଼ିଶା ପଖାଳକୁ ମିଳିଲା ଅନ୍ତର୍ଜାତୀୟ ମାନ୍ୟତା । ଗିନିଜ୍ ରେକର୍ଡରେ ସ୍ଥାନ ପାଇଲା ଓଡ଼ିଶା ପଖାଳ । ଗୋଟିଏ ପାତ୍ରରେ ୧୧ ଶହ ୭୪ କେଜିର ପଖାଳ ତିଆରି କରି ବିଶ୍ବ ରେକର୍ଡ ସୃଷ୍ଟି କରିଛି । ଗିନିଜ ରେକର୍ଡକୁ…
ଭୁବନେଶ୍ୱର, ୨୩/୦୩ : ସୁବର୍ଣ୍ଣରେଖା ନଦୀରୁ ମିଳିଲା ଦ୍ଵିତୀୟ ବିଶ୍ୱଯୁଦ୍ଧ ସମୟର ବୋମା । ୫୦୦ ପାଉଣ୍ଡ ଜୀବନ୍ତ ଆମେରିକୀୟ ବୋମା ଠାବ । ବୋମାକୁ ନିଷ୍କ୍ରିୟ ପାଇଁ ସେନାର ସହାୟତା ଲୋଡ଼ିଛି ପୁଲିସ । ମୟୁରଭଞ୍ଜ ଜିଲ୍ଲା ସୀମାନ୍ତ ଝାଡ଼ଖଣ୍ଡର…
ଆଜି ଆମେ ଏକ ଗଭୀର ସତ୍ୟ ବିଷୟରେ ଚିନ୍ତା କରିବାଆଧ୍ୟାତ୍ମିକତାଆଧ୍ୟାତ୍ମିକତା କେବଳ ଧର୍ମରେ ସୀମିତ ନୁହେଁ ଏହା କୌଣସି ନିୟମ, ପରମ୍ପରା କିମ୍ବା ପୂଜା ପାଠରେ ବନ୍ଧି ରହିନଥାଏଆଧ୍ୟାତ୍ମିକତା ହେଉଛି ଆମ ଆତ୍ମାର ସ୍ୱର।ଏହା ସେଇ ଅନୁଭବ, ଯେତେବେଳେ ଆମେ ନିଜକୁ…