ଆଶା କର୍ମୀଙ୍କ ଦାବି ନେଇ ଭାରତୀୟ ମଜଦୁର ସଂଘ ରୁ ଜିଲ୍ଲାପାଳ ଙ୍କୁ ଦାବିପତ୍ର |

ରାୟଗଡା: ଦେଶରେ ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟା ଓ ଦୀର୍ଘଦିନର ଦାବି ପୂରଣ ପାଇଁ ଭାରତୀୟ ମଜଦୁର ସଂଘ ପକ୍ଷରୁ ୨୫ ଫେବୃଆରୀକୁ ସାରା ଦେଶରେ “ପ୍ରତିବାଦ ଦିବସ” ଭାବେ ପାଳନ କରାଯାଇଛି। ଏହି ଅବସରରେ ରାୟଗଡା ଜିଲ୍ଲା BMS ପକ୍ଷରୁ ସକାଳ…

ଅଲୋଡ଼ା ଶିଶୁ କନ୍ୟା… ନାଳରେ ଭାସୁଛୁ ମୃତଦେହ |

ବଲାଙ୍ଗୀର-ପୁଡାପାଲି ନିବୃତ୍ତି ଯୋର ବ୍ରିଜ୍ ତଳୁ ଏକ ମୃତ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । ନବଜାତକକୁ କେହି ଏଠାରେ ଫିଙ୍ଗି ଦେଇଥିବା ନେଇ ଅନୁମାନ କରାଯାଉଛି । ତେବେ ଶିଶୁକନ୍ୟାର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ଗାଁ…

ବନଖଣ୍ଡ ସ୍ତରୀୟ ଜଙ୍ଗଲ ନିଆଁ ନିବାରଣ ସମ୍ବନ୍ଧିୟ ବୈଠକ ଅନୁଷ୍ଠିତ |

ରାୟଗଡା : ଆଗାମୀ ଗ୍ରୀଷ୍ମ ଋତୁରେ ବୃଦ୍ଧି ପାଉଥିବା ତାପମାତ୍ରା ଓ ଜଙ୍ଗଲ ନିଆଁର ଭୟାବହତାକୁ ଦୃଷ୍ଟିରେ ରଖୂ ରାୟଗଡା ବନଖଣ୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଆଜି ବନଖଣ୍ଡ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ, ଡି.ଏଫ.ଓ,ସଚିନି ଅlହ୍ନା…

ଟିଟିଲାଗଡରେ ହେବ ରାଜ୍ୟ ସ୍ତରୀୟ ସୂର୍ଯ୍ୟମଣି ପାଢ଼ୀ ମେମୋରିଆଲବଡି ଵିଲ୍ଡିଂ ଚମ୍ପିୟାନସିପ୍ |

ଟିଟିଲାଗଡ :-(ସନ୍ତୋଷ କୁମାର ପଟ୍ଟନାୟକ )ଟିଟିଲାଗଡ ସହୀଦ ଜିମ୍ନେସିୟମ ପକ୍ଷରୁ ସ୍ଥାନୀୟ ବାଳକ ହାଇସ୍କୁଲ ଖେଳ ପଡିଆ ଠାରେ ଆସନ୍ତା ଫେବୃଆରୀ ୨୭ ଓ ୨୮ ତାରିଖ ରେ ରାଜ୍ୟ ସ୍ତରୀୟ ସୂର୍ଯ୍ୟମଣି ପାଢ଼ୀ ମେମୋରିଆଲ ବଡି ବିଲ୍ଡିଂ ଚାମ୍ପିୟନସିପ ଅନୁଷ୍ଠିତ…

ବନଖଣ୍ଡ ସ୍ତରୀୟ ଜଙ୍ଗଲ ନିଆଁ ନିବାରଣ ସମ୍ବନ୍ଧିୟ ବୈଠକ ଅନୁଷ୍ଠିତ |

ରାୟଗଡା 🙁 ଦେବୀପ୍ରସାଦ ମହାନ୍ତି)ଆଗାମୀ ଗ୍ରୀଷ୍ମ ଋତୁରେ ବୃଦ୍ଧି ପାଉଥିବା ତାପମାତ୍ରା ଓ ଜଙ୍ଗଲ ନିଆଁର ଭୟାବହତାକୁ ଦୃଷ୍ଟିରେ ରଖୂ ରାୟଗଡା ବନଖଣ୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଆଜି ବନଖଣ୍ଡ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ, ଡି.ଏଫ.ଓ,ସଚିନି…

Indira Gandhi National Open University ର ପ୍ରଚାରମୂଳକ ସଭା ଭବାନୀପାଟଣାରେ ଦୂରଦରାଜ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ସ୍ୱପ୍ନ ପୂରଣରେ ସହାୟକ |

ଭବାନୀପାଟଣା,:-Maa Manikeshwari University କ୍ୟାମ୍ପସରେ ଆଜି ଦ୍ୱିତୀୟ ଡିଗ୍ରୀ ସୁଯୋଗ ଓ ଦୂରଶିକ୍ଷା କାର୍ୟକ୍ରମ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଏକ ପ୍ରଚାରମୂଳକ ସଭା ସଫଳତାର ସହ ଆୟୋଜିତ ହୋଇଥିଲା। ଏହି କାର୍ୟକ୍ରମକୁ ଏମ୍‌ଏମ୍‌ୟୁ ଅଧ୍ୟୟନ କେନ୍ଦ୍ରର ସମନ୍ୱୟକ ଡ଼ଃ ସୁବ୍ରତ…

କଂସ ଦରବାର ଚାଲି ଥିବା ବେଳେ କଂସ ମହାରାଜା ଟିଟଲାଗଡ ବିଧାୟକ ଶ୍ରୀ ନବୀନ ଜୈନ ଙ୍କୁ ଦେଳେ ଆଦେଶ |

ଟିଟିଲାଗଡ ରେ ମହା ଶିବରାତ୍ରୀ ମେଳା ଚାଲି ଥିବା ବେଳେ ଟିଟଲାଗଡ ବିଧାୟିକ ନବୀନ ଜୈନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଈ ଥିଲେ ଏବଂ ମହାରାଜା କଂସ ଙ୍କୁ ଫୁଲ ତୋଡା ଦେଈ ସ୍ବାଗତ ଜଣାଇ ଥିଲେ ପରେ ମଥୁରା…

ଟିଟିଲାଗଡ ରେ ମହା ଶିବରାତ୍ରୀ କଂସଦରବାର ମୁଖ୍ୟ ଅତିଥି ଭାବରେ ଯୋଗ ଦେଲେ ବିଧାୟକ ନବୀନ ଜୈନ

ଟିଟିଲାଗଡ କୁମୁଡ଼ା ପାହାଡ଼ ରେ ଅବସ୍ଥିତ ଅଛନ୍ତି ବାବା ଧବଳେଶ୍ଵର ମହାଦେବ, କୁମୁଡ଼ା ପାଦ ଦେଶରେ ଶିବରାତ୍ରୀ ମେଳା ର ପଞ୍ଚମ ଦିନରେ ଲଠୋର ରୁ ଆସି ଥିବା କଂସ ଦରବାର ବେସ ଚିତ୍ତାକର୍ଷକ ଅଭିନୟ ଦେଖିବାକୁ ମିଳି ଥିଲା ମୁଖ୍ୟ…

ବରକୁ ବନ୍ଧୁକ ଦେଖାଇ ନଵବଧୁ କୁ କେମିତି ନେଲେ କହିଲେ ବର |

ବାଜା ଡିଜେ କମ୍ପିଥିଲା ପରିବର୍ ସମସ୍ତେ ବେଶ ଖୁସି ରେ ଯାଇଥିଲେ ବରଯାତ୍ରୀ। ବିବାହ ମଧ୍ୟ ବେଶ ଭଲରେ ହେଲା। ଭୋର ରେ ବର କନ୍ୟା କୁ ବିଦାୟ କରିଥିଲେ କନ୍ୟା ଘର ଲୋକ। ହେଲେ ବାଟରୁ ହିଁ ହେଲା ଅଘଟଣ।…

ଟିଟିଲାଗଡ ମୁଖ୍ୟ ଡାକ୍ତର ଖାନା ରକ୍ତ ଭଣ୍ଡାର ରେ ରକ୍ତ ର ଅଭାବ |

ଟିଟିଲାଗଡ ମୁଖ୍ୟ ଡାକ୍ତର ଖାନା ରେ ଥିବା ରକ୍ତ ଭଣ୍ଡାର ରେ ରକ୍ତ ର ଅଭାବ ଦିନକୁ ଦିନ ବଢିବା ରେ ଲାଗି ଅଛି, ରୋଗୀ ମାନଙ୍କ ପାଇଁ ରକ୍ତ ମିଳୁ ନ ଥିବାରୁ କଂଗ୍ରେସ ବିଧାୟକ ପ୍ରାଥି ଦୁଃଖ ପ୍ରକାଶ…

error: Content is protected !!