ରାଉରକେଲା ଟ୍ରକ ଓ ଟିପର ଓନର୍ସ ଆସୋସିଏସନ୍ ର ବାର୍ଷିକ ବୈଠକ ଅନୁଷ୍ଠିତ।ନୂତନ କମିଟି ଗଠନ ନେଇ ପକ୍ରିୟା ଆରମ୍ଭ।

ରାଉରକେଲା ରୁ ଓଡିଶା ଵିୟୌର ମୁଖ୍ୟ ସନ୍ତୋଷ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଶ୍ରୀ କ୍ଷେତ୍ର ଲାଇଭ ଟ୍ରକ୍ ଓ ଟିପର ଓନର୍ସ ଆସୋସିଏସନ୍ ର ବାର୍ଷିକ ସାଧାରଣ ପରିଷଦ ବୈଠକ ସେକ୍ଟର ୧ କମ୍ଯୁନିଟି ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଅଛି।…

ଶଗଡ଼ ଘାଟ ଆଦର୍ଶ ପ୍ରାଥମିକ କୃଷି ସମବାୟ ସମିତି ପକ୍ଷରୁ ଜାରି ହେଲା ଫସଲ ଅମଳ ପାଇଁ ଲିକୁଟି ସାରା ଏବଂ କୀଟନାଶକ ଔଷଧ ସିଞ୍ଚନ ପାଇଁ ମାରୁତି ଡ୍ରୋନ ର ପରୀକ୍ଷଣ କରା ଯାଇ ଅଛି

ଟିଟିଲାଗଡ଼ ରୁ ଓଡିଶା ବ୍ୟୟୁରୋ ମୁଖ୍ୟ ସନ୍ତୋଷ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଶ୍ରୀ କ୍ଷେତ୍ର ଲାଇଭ ଟିଟିଲାଗଡ ବ୍ଲକ ଅନ୍ତର୍ଗତ ଶଗଡ଼ ଘାଟ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଆଦର୍ଶ ପ୍ରାଥମିକ କୃଷି ସମବାୟ ସମିତି ପକ୍ଷରୁ ପାଣିଆ ଅଂଶ ସାର…

*ରାୟଗଡା ରେ ଇଲେକ୍ଟ୍ରିକ ଶର୍ଟ ସର୍କିଟ ଯୋଗୁଁ ଭୟା ବହ ଅଗ୍ନିକାଣ୍ଡ, ଲକ୍ଷl ଧିକ ଟଙ୍କାର ସମ୍ପତି ପୋଡ଼ି ପାଉଁଶ*

ରାୟଗଡା ରୁ ଦେବିପ୍ରସାଦ ମହାନ୍ତି ଙ୍କ ରିପୋର୍ଟ୍ ଶ୍ରୀ କ୍ଷେତ୍ର ଲାଇଭ ରାୟଗଡା ବ୍ଲକର କୁମୁତାଲପେଟା ପଂଚାୟତ ଗ୍ରାମରେ ଥିବା ପଞ୍ଚାୟତ କମ୍ପ୍ଲେକ୍ସର ଏକ ପ୍ଲମଇଂ ଦୋକାନରେ ଆଜି ଭୋର ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଇଲେକ୍ଟ୍ରିକ ଶର୍ଟସର୍କିଟ ଯୋଗୁଁ ଏହି…

ଓଡ଼ିଶା ହେବ ରାଷ୍ଟ୍ରର ଶିଳ୍ପ ହବ୍‌’ |

ରାଉରକେଲା/ଭୁବନେଶ୍ୱର,ଆମ ସରକାରଙ୍କନୀତି-ଭିତ୍ତିକ ଆଭିମୁଖ୍ୟ ଓଡ଼ିଶାରେପୁଞ୍ଜିନିବେଶକୁ ତ୍ୱରାନ୍ୱିତ କରିବା ସହ ଏକସୁଦୃଢ଼ ଶିଳ୍ପ ପରିବେଶ ସୃଷ୍ଟି କରିବା ପାଇଁସଂକଳ୍ପବଦ୍ଧ। ଆଜି ରାଉରକେଲାଠାରେଆୟୋଜିତ ‘ଏଣ୍ଟରପ୍ରାଇଜ୍ ଓଡ଼ିଶା’କାର୍ଯ୍ୟକ୍ରମରେ ବିଭିନ୍ନ ଶିଳ୍ପଦ୍ୟୋଗୀ ଓଅଂଶୀଦାରମାନଙ୍କ ସହ ସକାରାତ୍ମକଆଲୋଚନା କରିବା ଅବସରରେ ମୁଖ୍ୟମନ୍ତ୍ରୀମୋହନ ଚରଣ ମାଝୀ ଏହା କହିଛନ୍ତି। ଏହିକାର୍ଯ୍ୟକ୍ରମରେ…

बॉयलर की खामी दूर करने को चौबीस घंटे बन्द रहेगी सेमीखेडा मिल

किसानों का आरोप बुधवार को बन्द रही मिल‌। मिल प्रबन्धन ने नकारा कहा चालू‌ है मिल। देवरनियां। किसान सहकारी चीनी मिल को अपग्रेड करने की चल रही कबायद के बीच…

फीनिक्स यूनाइटेड करेगा ग्राहकों पर उपहारों की बरसात

13-14 जनवरी को मध्यरात्रि तक हो सकेगी खरीदारी, बरेली। फीनिक्स यूनाइटेड बरेली नववर्ष के अवसर पर लाया है अपने ग्राहकों के लिए धमाकेदार स्कीम जिसमे ग्राहक खरीदारी करके ढेर सारे…

error: Content is protected !!