ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୫ତମ ଜୟନ୍ତୀରେ ମାଲ୍ୟାର୍ପଣ ଓ ପୂଜ୍ୟ ପୂଜା ଅନୁଷ୍ଠିତ

ଜିଲ୍ଲା ପ୍ରଶାସନ ତରଫରୁ ରବିବାର ଦିନ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୫ତମ ଜୟନ୍ତୀ ମାଲ୍ୟାର୍ପଣ ଓ ପୂଜ୍ୟ ପୂଜା ଅନୁଷ୍ଠିତ l ପୂର୍ବାହ୍ନ ସାତ ଘଟିକା ସମୟରେ ରାୟଗଡ଼ବାସୀ ଗଜପତି ଛକସ୍ଥିତ ଗଜପତି ମହାରାଜାଙ୍କ ପ୍ରତିମୂର୍ତ୍ତି ନିକଟରେ ସମାଗମ…

ବାରୋ ପଂଚାୟତ କାର୍ଯ୍ୟାଳୟରୁ ଚୋରି ସାମଗ୍ରୀ ଜବତ : ୪ ଗିରଫ |

ଭଦ୍ରକ ଜିଲ୍ଲା ତିହିଡି଼ ଥାନା ଅଧୀନ ବାରୋ ପଂଚାୟତ କାର୍ଯ୍ୟାଳୟରୁ ବିଭିନ୍ନ ସାମଗ୍ରୀ ଚୋରି ହୋଇଥିଲା । ତିହିଡି଼ ପୋଲିସ ଶନିବାର ଏହି ସାମଗ୍ରୀକୁ ଜବତ କରିବା ସହ ଚୋରିରେ ସମ୍ପୃକ୍ତ ଥିବା ୪ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ହୁତୁ ହୁତୁ ହୋଇ ଜଳିଗଲା ଗୋରୁ ବୋଝେଇ କାର୍ |

ଭଦ୍ରକରେ ଗୋମାଫିଆଙ୍କର ପ୍ରାଦୁର୍ଭାବ ଥମିବା ପରିବର୍ତେ ବଢିବାରେ ଲାଗିଛି। ଏହି ଜିଲାର ବିଭିନ୍ନ ଥାନାରେ ପୂର୍ବରୁ ଦାୟିତ୍ୱରେ ଥିବା ଥାନାଧିକାରୀ ମନୋଜ ରାଉତ ଏବେ ଜିଲା ଆରକ୍ଷୀ ଅଧୀକ୍ଷକ ଭାବେ ଯୋଗଦେବା ପରେ ତାଙ୍କର ପ୍ରଥମ କାର୍ଯ୍ୟାନୁଷ୍ଠାନ ଗୋମାଫିଆଙ୍କ ଉପରେ ଚଡକ…

ଭୁଲ୍ ଇଞ୍ଜେକସନ୍ ନେଇଗଲା ପୁଅର ଜୀବନ,ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭଙ୍ଗାରୁଜା |

ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଘଟିଛି ଏକ ଅଭାବନୀୟ କାଣ୍ଡ। ଡାକ୍ତରଙ୍କ ଭୁଲ ଇଂଜେକସନ ଯୋଗୁଁ ଜଣେ ୧୫ ବର୍ଷ ନାବାଳକର ଜୀବନ ଚାଲିଯାଇଥିବାର ଅଭିଯୋଗ କରିଛନ୍ତି ପରିବାର ଲୋକେ। ଏହି ଘଟଣାକୁ ନେଇ ବାସଦେବପୁର ଡାକ୍ତରଖାନାରେ ଉତେଜନା ଦେଖାଦେଇ ଉତ୍ୟକ୍ତ ଲୋକ…

ସଂପୂର୍ଣ୍ଣ ନିଆରା ଭିନ୍ନ ସ୍ବାଦର ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ ଏବଂ ପରିବେଷଣର ଲୋକପ୍ରିୟ ସଂସ୍ଥା :” ଇନ୍ ଟାଇମ୍ ଆଣ୍ଡ କ୍ୟାଟ୍ରିଙ୍ଗ “

ଏକ ବିଂଶ ଶତାବ୍ଦୀରେ ମଣିଷ ଯେଉଁଠି ମଙ୍ଗଳ ଅଭିଯାନ କରିଛି । ଏଇ ମଣିଷ ଯେଉଁଠି ଜହ୍ନ ରାଇଜରେ ଜାଗା କିଣି ଘର ତିଆରି କରିବାବାର ପରିକଳ୍ପନା କରିଛି ।। ଯେଉଁଠି ସହରି ସଭ୍ୟତାରେ ବିଭିନ୍ନ ଧାତୁ ପାତ୍ର ଯଥା ତମ୍ବା,…

ଗଣିଆରେ ପ୍ରଧାନ ମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ |

ଦଶପଲା ନିର୍ବାଚନ ମଣ୍ଡଳୀର ଗଣିଆ ମଣ୍ଡଳର ୨୨ ନମ୍ବର ବୁଥରେ ପ୍ରଧାନ ମନ୍ତ୍ରୀଙ୍କ ମନ୍‌କୀ ବାତ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗଣିଆ ବିଜେପି ମଣ୍ଡଳର ଉପସଭାପତି ଭାଗିରଥି ଗଡ଼ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଗଣିଆ ସମିତିସଭ୍ୟ ଫକୀର ମୋହନ…

ନାବାଳିକାକୁ ଅପହରଣ ମାମଲାରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି |

ଲାଞ୍ଜିଗଡ,୨୬/୪ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅଞ୍ଚଳର ଜଣେ ନାବାଳିକାକୁ ଅପହରଣ ମାମଲାରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ବିଜେପୁର ପୋଲିସ I ଅଭିଯୁକ୍ତ ଜଣକ ବିଜେପୁର ଥାନା ଅନ୍ତର୍ଗତ ଗୋପିଗୁଡା ଗ୍ରାମର କୁମର…

୧୫ ମାସ ପରେ ଅଭିଯୁକ୍ତ ଧରାପଡିଲା ନାବାଳିକାକୁ ଅପହରଣ ମାମଲାରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକରୁ ସ୍ୱତନ୍ତ୍ର ପ୍ରତିନିଧି ରମେଶ ଚନ୍ଦ୍ର ନାୟକଙ୍କ ରିପୋର୍ଟ ଶ୍ରୀକ୍ଷେତ୍ର ଲାଇଭ ଲାଞ୍ଜିଗଡ, କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅଞ୍ଚଳର ଜଣେ ନାବାଳିକାକୁ ଅପହରଣ ମାମଲାରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି…

ଜିଲ୍ଲାସ୍ତରୀୟ ଶ୍ରୀ ଜୟଦେବ ଜୟନ୍ତୀ ପାଳିତ |

କଳାହାଣ୍ଡି ଜିଲ୍ଲା ସଂସ୍କୃତି ପରିଷଦ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଶ୍ରୀ ଜୟଦେବ ଜୟନ୍ତୀ ପାଳିତ ହୋଇଯାଇଛି । ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ ଙ୍କ ପରିଚାଳନାରେ…

ଗୁଣପୁର ଠାରେ ଛପନ ତମ ବିଶ୍ୱ ଧରିତ୍ରୀ ଦିବସ 2026 ପାଳନ |

କଲାହାଣ୍ଡି:(କିଶନ ଶର୍ମା) -କଳାହାଣ୍ଡି ଏଜେନସି ଫର ଏନଭାରମେଣ୍ଟ ଏଣ୍ଡ ୱାଇଲଡ (କେଫ୍ୟୁ) ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି l ଧରିତ୍ରୀ ଦିବସ ଏହି ଅବସରରେ ଅନୁଷ୍ଠିତ ଜନ ସଚେତନତା ସଭାରେ ଗୁଣପୁର ଆଞ୍ଚଳିକ ବିକାଶ ପରିଷଦ ର ସଭାପତି ଶ୍ରୀ ରଥ ଦୁରିଆ,…

error: Content is protected !!