ପରାଦୀପ ରୁ ପଞ୍ଚାନନ ବେହେରା ଙ୍କ ରିପୋର୍ଟ୍ ଶ୍ରୀ କ୍ଷେତ୍ର ଲାଇଭ ପାରାଦୀପ – ଢ଼ିଙ୍କିଆ ଚାରିଦେଶ ରେ ଜାତୀୟ କଂଗ୍ରେସ ର ରଣହୁଙ୍କାର l ୨0୨୨ ମସିହା ରେ ପୋଲିସ ଓ ଢ଼ିଙ୍କିଆ ଗ୍ରାମବାସୀଙ୍କ ମଧ୍ୟରେ ମୁହାଁମୁହିଁ ଓ ପୋଲିସ…
ବଲାଙ୍ଗୀର ଜିଲ୍ଲା ରୁ ମୁନା ଗୌଡ଼ ଙ୍କ ସହିତ ଟିଟିଲାଗଡ ରୁ ଓଡ଼ିଶା ବ୍ୟୁରୋ ମୁଖ୍ୟ ସନ୍ତୋଷ କୁମାର ପଟ୍ଟନାୟକ ରିପୋର୍ଟ୍ ଶ୍ରୀ କ୍ଷେତ୍ର ଲାଇଭ ବଲାଙ୍ଗୀର ରେ ବାପା ପୁଅ ଡ଼କାୟତ ଗ୍ୟାଙ୍ଗ ର କଳା କାରନାମା । ବର୍ଷବର୍ଷ…
କଳାହାଣ୍ଡିରୁ କିଶନ ଶର୍ମା ଙ୍କ ରିପୋର୍ଟ୍ ଶ୍ରୀ କ୍ଷେତ୍ର ଲାଇଭ ଭବାନୀପାଟଣା ସ୍ଥାନୀୟ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ପରିସର ରେ ମହାତ୍ମା ଗାନ୍ଧୀ ଙ୍କ ବଳିଦାନ ଦିବସ ତଥା ସହୀଦ ଦିବସ ପାଳିତ ହୋଇଯାଇଛି | ଗାନ୍ଧୀଜୀ ଙ୍କ ଅହିଂସା,…
ଟିଟିଲାଗଡ ରୁ ଓଡ଼ିଶା ବ୍ୟୁରୋ ମୁଖ୍ୟ ସନ୍ତୋଷ କୁମାର ପଟ୍ଟନାୟକ ରିପୋର୍ଟ୍ ଶ୍ରୀ କ୍ଷେତ୍ର ଲାଇଭ ଗୋଷ୍ଠି ଶିକ୍ଷା କାର୍ଯ୍ଯାଳୟ, ମୁରିବାହାଲ୍ ଆନୁକୂଲ୍ୟରେ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା (TLM Workshop) କାର୍ଯ୍ୟକ୍ରମରେ ମୁରିବାହାଲ୍ ବ୍ଲକ୍ ଅଧିନସ୍ଥ ସମସ୍ତ ୧୨ ଗୋଟି…
ମାଲକାନଗିରି: ମାଲକାନଗିରି ସହରରେ ଆଜି ଦେଖିବାକୁ ମିଳିଛି ଜିଲ୍ଲା ପ୍ରଶାସନର କଡା ଆଭିମୁଖ୍ୟ। ଖାଦ୍ୟ ନିରାପତ୍ତା ବିଭାଗ, ଅବକାରୀ ଟିମ୍ ଏବଂ ପୌର ପରିଷଦର ମିଳିତ ସହଯୋଗରେ ଆଜି ସହରର ବିଭିନ୍ନ ଦୋକାନ ଓ ଗୋଦାମ ଉପରେ ଚଢାଉ କରାଯାଇଛି। ଖାଦ୍ୟ…
ପିୟୁସିସି ପ୍ରମାଣପତ୍ର ଦେଲେ ଜରିମାନା ଛାଡକଟକ: ଗାଡ଼ି ଚାଳକଙ୍କ ପାଇଁ ବଡ଼ ଖବର। ଆଶ୍ୱସ୍ତି ଦେଲାପରିବହନ ବିଭାଗ। ଗାଡ଼ିର ପ୍ରଦୂଷଣନିୟନ୍ତ୍ରଣ ସାର୍ଟିଫିକେଟ୍ (ପିୟୁସିସି) ପାଇଁଲୋକେ ହନ୍ତସନ୍ତ ହେଉଥିବା ବେଳେ ବଡ଼ଘୋଷଣା କରିଛି ପରିବହନ ବିଭାଗ ।ଲୋକେ ଗାଡ଼ିର ପ୍ରଦୂଷଣ ନିୟନ୍ତ୍ରଣସାର୍ଟିଫିକେଟ୍ ବାହାର…
ପ୍ରତିରକ୍ଷାରେ ପାକିସ୍ତାନ ଅତି ପଛୁଆଇସଲାମାବାଦ,: ଅପରେସନ୍ସିନ୍ଦୂରରେ ଭାରତ ସହ ମୁକାବିଲା କରିଅଣ୍ଟା ଭାଙ୍ଗି ତଳେ ପଡ଼ିଛି ପାକିସ୍ତାନ।ଯେତେ ଚାହିଁଲେ ବି ଆଉ ଅଣ୍ଟାସଳଖିପାରୁନି। ଅପରେସନ୍ ସିନ୍ଦୂରରେପାକିସ୍ତାନର ସୈନ୍ୟ ଶକ୍ତି ଉପରେ ବଡ଼ପ୍ରଭାବ ପଡ଼ିଛି। ବିଶ୍ୱ ସାମରିକ ରାଙ୍କିଂତାଲିକାରେ ପାକିସ୍ତାନ ସୈନ୍ୟ ଶକ୍ତିରସ୍ଥାନ…
ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିହତବିଜାପୁର: ମାଲକାନଗିରି ଜିଲା ସୀମାନ୍ତଛତିଶଗଡର ବିଜାପୁର ଜିଲ୍ଲାରେ ମାଓବାଦୀ ଏବଂସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି। ସୁରକ୍ଷାକର୍ମୀଙ୍କ ଗୁଳିରେ୨ ଜଣ ମାଓବାଦୀ ନିହତ ହୋଇଥିବା ନେଇ ସୂଚନା ମିଳିଛି।ସେମାନଙ୍କ ପାଖରୁ ଏକେ-୪୭ ବନ୍ଧୁକ ସହ ମାଓ ସାମଗ୍ରୀଜବତ କରାଯାଇଛି।…
ନୂଆଦିଲ୍ଲୀ,: ଭାରତୀୟ ସେନାପାଇଁ ଏକ ଚମତ୍କାରୀ ଚିପ୍ ବିକଶିତ କରିଛିଡିଆରଡିଓ। ଦିଲ୍ଲୀର ମିରାଣ୍ଡା ହାଉସ କଲେଜଏବଂ ପ୍ରତିରକ୍ଷା ଗବେଷଣା ଓ ବିକାଶସଂଗଠନ (ଡିଆରଡିଓ)ର ମିଳିତସହଯୋଗରେ ଏକ ସ୍ୱଦେଶୀବାୟୋଲୋଜିକାଲ ଚିପ୍ ବିକଶିତକରାଯାଇଛି। ‘ବାୟୋଫିଟ୍’ ନାମକ ଏହିପୋର୍ଟେବଲ୍ ସେନ୍ସରଟି ଯୁଦ୍ଧକ୍ଷେତ୍ରରେମୁତୟନ ଥିବା ସୈନିକମାନଙ୍କୁ ହୃଦଘାତହେବା…
ଭିଜିଲାନ୍ସ ଜାଲରେ ଏସ୍ସିବିର ଲାଞ୍ଚୁଆ ଡାକ୍ତରକଟକ,: ଏସ୍ସିବିମେଡିକାଲ୍ କଲେଜରହେପାଟୋଲୋଜି ବିଭାଗଆସୋସିଏଟ୍ ପ୍ରଫେସରସନାତନ ବେହେରାଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ନିଜେ ସ୍କୁଟିରେ୨ ଲକ୍ଷ ୬୩ ହଜାର ଟଙ୍କା ନେଇ ଯିବାବେଳେସନାତନଙ୍କୁ କଟକ ଭିଜିଲାନ୍ସ ଧରିବାରେ ସଫଳହୋଇଛି। ସୂଚନା ଅନୁସାରେ, ଏସ୍ସିବିହେପାଟୋଲଜି ବିଭାଗର ଆସୋସିଏଟ ପ୍ରଫେସରଡାକ୍ତର…