*ଟିଟିଲାଗଡ ଉପଖଣ୍ଡ ଅନ୍ତର୍ଗତ ଧରପଗଡ ରେ ଅଳିଆ ଗଦା ରୁ ନବଜାତ ଶିଶୁ କନ୍ୟା ଉଦ୍ଧାର*

ଟିଟିଲାଗଡ ରୁ ଓଡ଼ିଶା ବ୍ୟୁରୋ ମୁଖ୍ୟ ସନ୍ତୋଷ କୁମାର ପଟ୍ଟନାୟକ ରିପୋର୍ଟ୍ ଶ୍ରୀ କ୍ଷେତ୍ର ଲାଇଭ


ଟିଟିଲାଗଡ ଉପଖଣ୍ଡ ରେ ଥିବା ଧରପଗଡ ରେ ଅଳିଆ ଗଦା ରୁ ଶିଶୁ କନ୍ୟା ଉଦ୍ଧାର, ଏ ପରି ଏକ ଘଟଣା ଘଟିଛି ସଇଁତଳା ଥାନା ଧରପଗଡ ଗାଁ ରୁ ଗାଁ ର ଏକ ଅଳିଆ ଗଦା ରେ ଶିଶୁ କନ୍ୟା ପଡିଥିବା ଦେଖିଥିଲେ କିଛି ସ୍ଥାନୀୟ ଲୋକେ। ତେବେ ଦେଖିବା ପରେ ନବଜାତ ଶିଶୁ କୁ ଉଦ୍ଧାର କରି ସ୍ଥାନୀୟ ଅଙ୍ଗନୱାଡ଼ି ଓ ଆଶା କର୍ମୀ କୁ ଦେଇଥିଲେ।

ତେବେ ଶିଶୁ ର ପରିଚୟ ମିଳି ପାରି ନ ଥିବା ବେଳେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲ କୁ ନେବା ପାଇ ବ୍ୟବସ୍ଥା କରୁଛନ୍ତି ଗାଁ ଲୋକେ। ତେବେ ଶିଶୁକୁ କିଏ ଜନ୍ମ ଦେଇ ଅଳିଆ ଗଦାରେ ଫିଙ୍ଗି ଦେଇି ଅଛି ନା ଗୁପ୍ତ ପ୍ରେମ ର ପରିଣତି ନା ଆଉ କିଛି କାରଣ ରହି ଅଛି ଯାହାକୁ ନେଇ ଜନସାଧାରଣ ରେ ଚର୍ଚ୍ଚା ର ବିଷୟ ପାଲଟିି ଥିବା ବେଳେ ଅନେକ ପ୍ରଶ୍ନ ଉଠିଛି ଅଛି ନବଜାତ ଶିଶୁଟି କୁ ନେଇ

Leave a Reply

Your email address will not be published. Required fields are marked *

error: Content is protected !!