ଟିଟିଲାଗଡ଼ ରୁ ଓଡିଶା ବୁୟୌର ମୁଖ୍ୟ ସନ୍ତୋଷ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଶ୍ରୀ କ୍ଷେତ୍ର ଲାଇଭ

ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ ଅନ୍ତର୍ଗତ ଜଲିଆ ଦହ ଗାଁରେ ଚେକ୍ ଡ୍ୟାମ ନିର୍ମାଣ କାମ ରେ ଜାଲିଆତି କାର୍ଯ୍ୟ ହେଉ ଥିବାର ଅଭିଯୋଗ ହୋଇଛି ଏନେଇ ଜନସାଧାରଣ ରେ ଚର୍ଚ୍ଚା ର ବିଷୟ ପାଲଟି ଏହାର ତଦନ୍ତ କରା ଗଲେ ପ୍ରକୃତ ଅର୍ଥ ଆତ୍ମା ସାତ ହେବାର ଜଣା ପଡିବ


