ଟିଟିଲାଗଡ ମହାବୀର ପଞ୍ଚାୟତ ଧର୍ମ ଶାଲା ରେ କୁଶଲେଶ୍ୱରି ମାଳି ସମାଜ ର ନୂତନ କାର୍ଯ୍ୟକର୍ତ୍ତା ଚୟନ

ଟିଟିଲାଗଡ ରୁ ଓଡିଶା ଵିୟୌର ମୁଖ୍ୟ ସନ୍ତୋଷ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଶ୍ରୀ କ୍ଷେତ୍ର ଲାଇଭ


ଟିଟଲାଗଡ ମହାବୀର ପଞ୍ଚାୟତ ଧର୍ମ ଶାଲା ରେ କୁଶଲେଶ୍ୱରି ମାଳି ସମାଜ ପକ୍ଷରୁ ନୂତନ କାର୍ଯ୍ୟକର୍ତ୍ତା ଚୟନ କରାଯାଇ ଅଛି ସମାଜ ର ନୂତନ ସଭାପତି ଭାବେ ନାରେନ୍ ଗ୍ରାମ ର ଶ୍ରୀ ତାପସ ପୁଟେଲ୍, ଉପ ସଭାପତି ଖୋଲାନ ଗ୍ରାମ ର ଶ୍ରୀମତି ଯାଜ୍ଞ ସିନି ପୁଟେଲ୍, ସମ୍ପାଦକ ସର୍ଗିଗୁଡ଼ା ର ଓଁକାର ପୁଟେଲ୍, ସହ ସମ୍ପାଦକ ବାନ୍ଦୂପଲା ର ଶ୍ରୀ କାଶୀ ନାଥ ପୁଟେଲ୍ ଏବଂ କୋଷାଧ୍ୟକ୍ଷ ଭାବେ ଶ୍ରୀ ଅଜିତ ପୁଟେଲ୍ ମନୋନୀତ ହୋଇ ଥିବା ଵେଳେ ମୂଖ୍ୟ ଅତିଥି ଭାବରେ ବଲାଙ୍ଗୀର ଜିଲ୍ଲା ଉପ ସଭାପତି ଶ୍ରଯୁକ୍ତ ଶଶାଙ୍କ ପୁଟେଲ ଯୋଗ ଦେଇ ଥିଲେ ଅନ୍ୟ ଅତିଥି ମାନେ ହେଲେ ସଇଁତଳା ରୁ ଜିଲ୍ଲା କୋଷାଧକ୍ଷ ପର୍ଶୁରାମ ପୁଟେଲ, ପଞ୍ଚମ ପୁଟେଲ୍, ଟିଟିଲାଗଡ଼ ବସନ୍ତ ପୁଟେଲ୍,

ତୁରେକେଲା ରୁ ଶ୍ରୀ ଚୂଡ଼ାମଣି ପୁଟେଲ୍ ଯୋଗ ଦାନ କରିଥିଲେ, ପରିଚାଳନା କମିଟି ସଭାପତି ହେମନ୍ତ ପୁଟେଲ୍ ଙ୍କ ସହିତ ମଞ୍ଚ କୁ ପରିଚାଲନା କରି ଥିଲି ଇନ୍ଦ୍ରମଣି ପୁଟେଲ୍ ଏବଂ କୃପାସିନ୍ଧୁ ପୁଟେଲ୍, ସମାଜ କୁ ସୁଦୃଢ କରିବା ସହିତ ଶିକ୍ଷା, ସ୍ୱାସ୍ଥ୍ୟ କୁ ଗୁରୁତ୍ୱ ଦେବା ସହିତ ସମାଜକୁ ଉନ୍ନତ ମାନର ଗଠନ କରିବା ପାଇଁ ସମାଜର ମୂଲ ଲକ୍ଷ୍ୟ ଅଟେ ବୋଲି ମତପୋଷଣ କରି ଥିଲେ ଟିଟିଲାଗଡ଼ ଉପଖଣ୍ଡ ରେ ଥିବା ପ୍ରାୟ ପନ୍ଦର ଟି ଗ୍ରାମ ରୁ ଅନେକ ମାଳି ସମାଜ ର ନାରୀ ପୂରୁଷ ଯୋଗଦାନ କରିଥିଲେ

Leave a Reply

Your email address will not be published. Required fields are marked *

error: Content is protected !!