
“ଦେଖୁ ଦେଖୁ ବିବାହର ପୂର୍ତ୍ତି ହେଲା ୨୪ ବର୍ଷ”
ସାତ ଫେରାର ସାତଟି ପ୍ରତିଶ୍ରୁତି,
ଆଜି ବି ସେମିତି ଅଟୁଟ ରହୁ ।..
ପ୍ରେମର ସୁଗନ୍ଧେ ଭରି ଉଠୁ ଜୀବନରେ,
ସୁଖର ଫୁଲ ସବୁବେଳେ ଫୁଟୁ।..
ହାତେ ହାତରଖି ସଦା ଚାଲୁଥିବା ,
ବିଶ୍ୱାସରେ ଭରା ହେଉ ସମ୍ପର୍କର ଆମ ।..
ପ୍ରତ୍ୟେକ ଦିନ ହେଉ ନୂଆ ସକାଳ,
ପ୍ରତ୍ୟେକ ମୁହୂର୍ତ୍ତ ହେଉ ଖୁସିର ସଂସାର ।..
ଜୀବନ ପଥରେ ଯେତେ ଝଡ଼ ଆସୁ,
ଦୁହେଁ ସାଙ୍ଗ ହୋଇ ରହିବା ସଦା ସର୍ବଦା ।..
ଜଗନ୍ନାଥଙ୍କ କୃପା ରହୁ ଚିରଦିନ,
ହସରେ ଭରି ରହୁ ଆମ ସଂସାର ।..
