ମାଆ ତାରାତାରିଣୀଙ୍କ ଚୈତ୍ର ପର୍ବ: ଦ୍ୱିତୀୟ ମଙ୍ଗଳବାରେ ବାରୁଣୀ ଯାତ୍ରା, ଭକ୍ତଙ୍କ ଭିଡ଼ ପାଇଁ ଜିଲ୍ଲା ପ୍ରଶାସନର ସ୍ୱତନ୍ତ୍ର ପ୍ରସ୍ତୁତି |

ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମାଆ ତାରାତାରିଣୀଙ୍କ ପୀଠରେ ଆସନ୍ତା ମଙ୍ଗଳବାର ପବିତ୍ର ଚୈତ୍ର ପର୍ବର ଦ୍ୱିତୀୟ ମଙ୍ଗଳବାର ଯାତ୍ରାକୁ ନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।ଏହିଥର ଏକେ ଦିନରେ ମାଆ ତାରାତାରିଣୀଙ୍କ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ…

ରୋଟାରି ସଂସ୍ଥାନ ଡିଜି ଅମିତ ଜୟସ୍ୱାଲଙ୍କ ଟିଟିଲାଗଡ଼ ଗସ୍ତ |

ଟିଟିଲାଗଡ଼: ରୋଟାରି ସଂସ୍ଥାନର ଡିଷ୍ଟ୍ରିକ୍ଟ ଗଭର୍ନର ଶ୍ରୀ ଅମିତ ଜୟସ୍ୱାଲ ଦିନିକିଆ ଟିଟିଲାଗଡ଼ ଗସ୍ତରେ ଆସି ସ୍ଥାନୀୟ ରୋଟାରି କ୍ଲବ ସଦସ୍ୟମାନଙ୍କ ସହ ବିଭିନ୍ନ ଜନସେବାମୂଳକ କାର୍ଯ୍ୟକ୍ରମ ନେଇ ଆଲୋଚନା କରିଛନ୍ତି। ଡିଏନ୍ ରିସର୍ଟରେ ଆୟୋଜିତ ବୈଠକରେ ସେ ରୋଟାରି କ୍ଲବ…

କଏଦୀ ଆତ୍ମହତ୍ୟା ଘଟଣା: ତଦନ୍ତ ପାଇଁ ବଲାଙ୍ଗିର ଜେଲରେ ସମ୍ବଲପୁର ଜେଲ ଡିଆଇଜି |

ବଲାଙ୍ଗିର ଜିଲ୍ଲା ଜେଲରେ ଘଟିଥିବା କଏଦୀ ଆତ୍ମହତ୍ୟା ଘଟଣାକୁ ନେଇ ଆରମ୍ଭ ହୋଇଛି ତଦନ୍ତ। ଏହି ଘଟଣାର ସତ୍ୟତା ଖୋଜିବା ପାଇଁ ସମ୍ବଲପୁର ଜେଲ ଡିଆଇଜି ଗରିବ ସାହୁ ଆଜି ବଲାଙ୍ଗିର ଜେଲକୁ ପହଞ୍ଚି ତଦନ୍ତ କରିଛନ୍ତି। ସୂଚନା ଅନୁସାରେ, କୁଶଙ୍ଗ…

ପୋଖରୀରେ ପଡି ଶିଶୁ ମୃତ |

ଭଦ୍ରକ :(ବ୍ୟୁରୋ )ଦାଣ୍ଡରେ ଖେଳୁଥିବା ବେଳେ ଘର ପାଖ ଏକ ପୋଖରୀ ରେ ଅସାବଧାନତା କାରଣରୁ ପିଲାଟି ପଡିଯାଇ ଥିଲା । ଘର ଲୋକ ଖବର ପାଇ ଆସିଲା ବେଳକୁ ପିଲାଟିର ମୃତ୍ୟୁ ହୋଇଯାଇଥିଲା । ବଡ଼ ଭାଇ ଓ ସାନଭାଇ…

ଗାଙ୍ଗଦହଣୀରେ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାର ଛାରଖାର |

ଗଂଜାମ (ବ୍ୟୁରୋ )ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଗାଙ୍ଗଦହଣୀ ଗ୍ରାମ ପଞ୍ଚାୟତ ଧୋବା ସାହିରେ ଅଗ୍ନିକାଣ୍ଡ । ରବିବାର ଅଭି ସେଠୀଙ୍କ ଘରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର‌ ଆସବାବପତ୍ର ପୋଡ଼ି ନଷ୍ଟ ହୋଇଯାଇଛି । ଘରେ କେହି ନଥିବା…

ପାରାଦୀପ ବାହାରିଲେ ବିଜେପି ବିଧାୟକ ।

ରାଜ୍ୟସଭା ନିର୍ବାଚନ: ପାରାଦୀପ ବାହାରିଲେ ବିଜେପି ବିଧାୟକ।ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ୨ଟି ବସ୍‌ ଯୋଗେ ପାରାଦୀପ ବାହାରିଲେ। ୩ଟି ଆସନ ଜିତିବୁ କହିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ପାରାଦୀପରେ ରଣନୀତି ପ୍ରସ୍ତୁତ ହେବ କହିଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।ଭୁବନେଶ୍ୱରରୁ ୩…

କୋର୍ଟ ସମ୍ମୁଖରେ ସପରିବାର ଆତ୍ମାହୁତି ଉଦ୍ୟମ ।

ନୂଆପଡ଼ା ଜିଲ୍ଲା କୋର୍ଟ ସମ୍ମୁଖରେ ଶନିବାର ଦିନ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜମିବାଡ଼ି ବିବାଦକୁ କେନ୍ଦ୍ର କରି ପରିବାରକୁ ନ୍ୟାୟ ନମିଳିବାରୁ କୋର୍ଟ ସମ୍ମୁଖରେ ଦମ୍ପତି ନିଜର ଓ ୨ ସନ୍ତାନଙ୍କ ଶରୀରରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ…

ବନ୍ଦ ଦୈନିକ ବଜାର ପାଲଟିଛି ଅସାମାଜିକଙ୍କ ଆଡ୍ଡା ।

ଏଲଆଇସି କାର୍ଯ୍ୟାଳୟ ନିକଟ କୃଷକ ବଜାରକୁ ଗତ ୯ବର୍ଷ ତଳେ ସହର ମଧ୍ୟରେ ଥିବା ସଂଜୟ ଦୈନିକ ବଜାର ସ୍ଥାନାନ୍ତର ହୋଇଥିଲା। ଆମିଷ ବଜାର ସ୍ଥାନାନ୍ତର ନ ହୋଇ ସେଭଳି ସଂଜୟ ଦୈନିକବଜାର ମଧ୍ୟରେ ରହିଥିଲା। ବଜାର ମଧ୍ୟରେ ଥିବା ୩୦ଟି…

ଗ୍ୟାସ, ପେଟ୍ରୋଲ କଳାବଜାର କରୁଥିଲେ ସାବଧାନ: ନିୟମିତ ଯାଞ୍ଚ କରିବ କମିଟି

ନନ୍ଦପୁର, କୋରାପୁଟ ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକ ଅଞ୍ଚଳର ପେଟ୍ରୋଲ ଟାଙ୍କି, ଗ୍ୟାସ ବିତରଣ କେନ୍ଦ୍ରଗୁଡ଼ିକ ନିୟମିତ ଯାଞ୍ଚ କରିବାକୁ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଜିଲାପାଳଙ୍କ କାର୍ଯ୍ୟାଳୟ ଯୋଗାଣ ବିଭାଗ ପତ୍ର ସଂଖ୍ୟା ୨୩୩/ଏକ୍ସଭିଆଇଆଇ/ଏଚଏସଡି ତା.୧୩ା୩ା୨୦୨୬ରେ ବ୍ଲକ ଅଞ୍ଚଳରେ…

ଉପଭୋକ୍ତାମାନଙ୍କ ପାଇଁ ହେଲ୍ପଲାଇନ୍ ନମ୍ୱର ଜାରି କଲେ ଗ୍ୟାସ୍‌ କମ୍ପାନୀ

ଦେଶର ଲକ୍ଷ ଲକ୍ଷ LPG ଗ୍ରାହକଙ୍କ ପାଇଁ, ଗ୍ୟାସ ସିଲିଣ୍ଡର ବୁକିଂ ପୂର୍ବ ଅପେକ୍ଷା ଏବେ ସହଜ ହୋଇଯାଇଛି। ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଗ୍ରାହକମାନଙ୍କ ପାଇଁ ଘରୋଇ LPG ସିଲିଣ୍ଡର ବୁକିଂ ପାଇଁ ଅନେକ ସରଳ ଉପାୟ କରିଛି,…

error: Content is protected !!