*ପୌରାଧ୍ୟକ୍ଷା ହେବତ ଲିକା ସାହୁ ପରି ବଲାଙ୍ଗିର ରାଜନୀତିରେ ହଲଚଲ: ପ୍ରବଳ ବର୍ଷା ଭିତରେ ମୈଦାନକୁ ଓହ୍ଲାଇଲେ ଉଚ୍ଚ ଶିକ୍ଷିତା ପୌରାଧ୍ୟକ୍ଷା ଲିକା ସାହୁ*

ବଲାଙ୍ଗୀର ରୁ ସନ୍ତୋଷ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଶ୍ରୀ କ୍ଷେତ୍ର ଲାଇଭ ବଲାଙ୍ଗୀର ଜିଲ୍ଲା ସହିତ ସାରା ଦେଶ ଓ ରାଜ୍ୟରେ ଏବେ ଲଗାଣ ବର୍ଷାର ପ୍ରକୋପ ଜାରି ରହିଥିବା ବେଳେ ବଲାଙ୍ଗିର ଜିଲ୍ଲା ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ।…

*ରାଉରକେଲା ଟିଟିଓଏଆର (TTOAR) ନିର୍ବାଚନ: ବିରାଜ ସଭାପତି ଓ ବିକାଶ ସାଧାରଣ ସମ୍ପାଦକ ଭାବେ ନିର୍ବିରୋଧ ନିର୍ବାଚିତ*

ରାଉରକେଲା ରୁ (ଓଡିଶା ବିୟୌରୋ ମୁଖ୍ୟ ସନ୍ତୋଷ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଶ୍ରୀ କ୍ଷେତ୍ର ଲାଇଭ) ରାଉରକେଲା: ଟ୍ରକ୍ ଆଣ୍ଡ ଟ୍ରିପର ଓନର୍ସ ଆସୋସିଏସନ୍ ରାଉରକେଲା (TTOAR) ର ନୂତନ କର୍ମକର୍ତ୍ତା ଚୟନ ପ୍ରକ୍ରିୟା ଶେଷ ହୋଇଛି। ଏହି ନିର୍ବାଚନରେ…

୩ ଘଣ୍ଟା ଯାଏଁ ପ୍ରବଳ ବର୍ଷିବ |

ଆଗାମୀ ୩ ଘଣ୍ଟା ଯାଏଁ ରାଜ୍ୟର କିଛି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ରାଜ୍ୟର ୩ ଜିଲ୍ଲାକୁ ପାଣିପାଗ ବିଭାଗର ଘଡ଼ଘଡ଼ି ସହ ବର୍ଷା ସତର୍କତା ଜାରି କରାଯାଇଛି। କୋରାପୁଟ, ସୁନ୍ଦରଗଡ଼, ମୟୂରଭଞ୍ଜ ଜିଲ୍ଲାରେ ୩ ଘଣ୍ଟା…

୧୧,୨୦୦ କୋଟି ଟଙ୍କା ନିବେଶରେ ନିର୍ମିତ ନୋଇଡା ଅନ୍ତର୍ଜାତୀୟ ବିମାନବନ୍ଦର ପର୍ଯ୍ୟାୟ-୧ର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ଜିଓ୍ବାରଠାରେ ନୋଇଡା ଅନ୍ତର୍ଜାତୀୟ ବିମାନବନ୍ଦରର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଗର୍ବ ଓ ଆନନ୍ଦ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ବିକଶିତ ଉତ୍ତରପ୍ରଦେଶ ଓ ବିକଶିତ ଭାରତ ଅଭିଯାନ କ୍ଷେତ୍ରରେ…

ହୋଟେଲ, ରେଷ୍ଟୁରାଣ୍ଟରେ ବଡ଼ ଧରଣର ଚଢ଼ାଉ

ନୂଆପଡ଼ା ଜିଲାରେ ଘରୋଇ ଏଲ୍‌ପିଜି ସିଲିଣ୍ଡରର କୃତ୍ରିମ ଅଭାବ ଦେଖାଦେଇଥିବା ବେଳେ ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟରେ ଅବୈଧ ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭତ୍ତି କରି ଜିଲା ଯୋଗାଣ ବିଭାଗର ଏନ୍‌ଫୋର୍ସମେଣ୍ଟ ସ୍କ୍ୱାଡ୍‌ ନୂଆପଡ଼ା ସହରର ବିଭିନ୍ନ ହୋଟେଲ…

ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍‌ରେ ଯାତ୍ରୀଙ୍କୁ ଯୋଗାଇ ଦିଆଯାଉଥିବା ଖାଦ୍ୟର ଦହିରେ ପୋକ |

ବନ୍ଦେ ଭାରତ ଏକ୍ସପ୍ରେସରେ ଖରାପ ଖାଦ୍ୟ ପରଷିବା ପଡ଼ିଲା ମହଙ୍ଗା । IRCTC ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ । ମନ୍ତ୍ରଣାଳୟ ଆଇଆର୍‌ସିଟିସି ଉପରେ ୧୦ ଲକ୍ଷ ଏବଂ କ୍ୟାଟରିଂ କମ୍ପାନି ଉପରେ ୫୦ ଲକ୍ଷ ଜରିମାନା ଲଗାଇଛି। ପାଟନାରୁ ଟାଟାନଗର ଯାଉଥିବା…

ଗ୍ୟାସ, ପେଟ୍ରୋଲ କଳାବଜାର କରୁଥିଲେ ସାବଧାନ: ନିୟମିତ ଯାଞ୍ଚ କରିବ କମିଟି

ନନ୍ଦପୁର, କୋରାପୁଟ ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକ ଅଞ୍ଚଳର ପେଟ୍ରୋଲ ଟାଙ୍କି, ଗ୍ୟାସ ବିତରଣ କେନ୍ଦ୍ରଗୁଡ଼ିକ ନିୟମିତ ଯାଞ୍ଚ କରିବାକୁ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଜିଲାପାଳଙ୍କ କାର୍ଯ୍ୟାଳୟ ଯୋଗାଣ ବିଭାଗ ପତ୍ର ସଂଖ୍ୟା ୨୩୩/ଏକ୍ସଭିଆଇଆଇ/ଏଚଏସଡି ତା.୧୩ା୩ା୨୦୨୬ରେ ବ୍ଲକ ଅଞ୍ଚଳରେ…

ଉପଭୋକ୍ତାମାନଙ୍କ ପାଇଁ ହେଲ୍ପଲାଇନ୍ ନମ୍ୱର ଜାରି କଲେ ଗ୍ୟାସ୍‌ କମ୍ପାନୀ

ଦେଶର ଲକ୍ଷ ଲକ୍ଷ LPG ଗ୍ରାହକଙ୍କ ପାଇଁ, ଗ୍ୟାସ ସିଲିଣ୍ଡର ବୁକିଂ ପୂର୍ବ ଅପେକ୍ଷା ଏବେ ସହଜ ହୋଇଯାଇଛି। ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଗ୍ରାହକମାନଙ୍କ ପାଇଁ ଘରୋଇ LPG ସିଲିଣ୍ଡର ବୁକିଂ ପାଇଁ ଅନେକ ସରଳ ଉପାୟ କରିଛି,…

ପାରାଦୀପ ଇଫକୋ ପରିସରରେ ସଲ୍ ଫୁରିକ ଏସିଡି ପ୍ଲାଣ୍ଟ ଉଦଘାଟିତ |

ପାରାଦ୍ଵୀପ ଇଫକୋ ପରିସରରେ ସଲ ଫୁରିକ ଏସିଡି ପ୍ଲାଣ୍ଟ ଉଦଘାଟନ କରାଯାଇ ଥିବା ବେଳେ ଉଦଘାଟନୀ ଉତ୍ସବରେ ଭାରତ ସରକାରଙ୍କ ଗୃହ ମନ୍ତ୍ରୀ ଅମିତି ଶାହା ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ମାସିକ ୨୦୦୦ ଟନ କ୍ଷେମତା ବିଶିଷ୍ଟ ସଲ…

ଓଡ଼ିଶାରେ ମହିଳା ନେତୃତ୍ୱର ନୂଆ ଅଧ୍ୟାୟ |

ମିଶନ ଶକ୍ତି ବିଭାଗ ପକ୍ଷରୁ ପ୍ରଥମ ଥର ପାଇଁ ଆୟୋଜିତ କୋଣାର୍କ ଠାରେ ଛ ଦିନିଆ ‘ସୁଭଦ୍ରା ଶକ୍ତି ନେତୃତ୍ୱ ସମ୍ମିଳନୀ’ ସଫଳତାର ସହିତ ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ…

error: Content is protected !!