କଳାହାଣ୍ଡି:(କିଶନ ଶର୍ମା)-18.3.2026 ପୂର୍ବାହ୍ନ ଦଶ ଘଣ୍ଟା ସମୟରେ କଳାହାଣ୍ଡି ଏଜେନସି ଫର ଏନଭାରମେଣ୍ଟ ଏଣ୍ଡ ୟାଇ୍ଲଡ଼ ଲାଇଫ ( କେଫ୍ୟୁ ) ପକ୍ଷ ରୁ କଳାହାଣ୍ଡି ଦକ୍ଷିଣ ବନ ଖଣ୍ଡ ଅନ୍ତର୍ଗତ ଥୁଆମୂଳ ରାମପୁର ସାଇସୁରନି ରେଞ୍ଜ ର ସେମେଲପଦର ବଳସରା…
ରାୟଗଡ଼, ତା. ୧୮/୦୩/(ଦେବୀପ୍ରସାଦ ମହାନ୍ତି )ଓଡ଼ିଶା ସରକାରଙ୍କ ପ୍ରଚଳିତ ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ଅନ୍ତର୍ଗତ ରାୟଗଡ଼ ଜିଲ୍ଲାର କୋଳନାରା ବ୍ଲକରୁ ୧୧୧ ଜଣ ଯାତ୍ରୀ ୯ ଜଣ ଏସକର୍ଟ ଅଧିକାରୀଙ୍କ ସହ ଶ୍ରୀକ୍ଷେତ୍ର ପୁରୀ ଯାତ୍ରା ପାଇଁ ଆଜି ରବାନା ହୋଇଛନ୍ତି…
ରାୟଗଡ଼ା:-୧୮/୩/(ଦେବୀପ୍ରସାଦ ମହାନ୍ତି )ଜନସାଧାରଣଙ୍କ ସୂଚନାର୍ଥେ ଏହିମାଧ୍ୟମରେ ଜଣାଇ ଦିଆଯାଉଛି ଯେ, ଜାତୀୟ ରାଜପଥ–୩୨୬ ଅନ୍ତର୍ଗତ ରାୟଗଡ଼ା ସହରର ଗୁରୁତ୍ୱପୂର୍ଣ୍ଣ ରେଳ ଓଭର ବ୍ରିଜ (ROB) ଉପରେ ଆବଶ୍ୟକୀୟ ପୁନରୁଦ୍ଧାର ଓ ମରାମତି କାର୍ଯ୍ୟ ଚାଲିଥିବାରୁ ତା. ୧୦ ଜାନୁଆରୀ ୨୦୨୬ ଠାରୁ…
ଟିଟିଲାଗଡ଼ :(ସନ୍ତୋଷ ପଟ୍ଟନାୟକ )ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଡାକ୍ଟର ଖାନା ରେ ଥିବା ରକ୍ତ ଭଣ୍ଡାର କର୍ମଚାରି ମାନଙ୍କ ନାମରେ କାର୍ଯ୍ୟ ରେ ଅବହେଳା କରୁ ଥିବାର ଅଭିଯୋଗ ହୋଇ ଅଛି, ଜରୁରୀ କାଳୀନ ସେବା ପ୍ରଦାନ କରିବା ହେଉ ଅଛି…
SCB ଅଗ୍ନିକାଣ୍ଡ ଘଟଣାରେ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ନବୀନ।ଆମ ସରକାରରେ ଏକ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିଲା। ଏହି ଘଟଣାରେ ତତ୍କାଳୀନ ସ୍ବାସ୍ଥ୍ୟ ମନ୍ତ୍ରୀ ଇସ୍ତଫା ଦେଇଥିଲେ।ତେଣୁ ଆଜିର ଏହି ଘଟଣା ପାଇଁ ସ୍ବାସ୍ଥ୍ୟ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ।…
ରାଜ୍ୟରେ ଆସନ୍ତା ୫ଦିନ ଧରି ଘଡ଼ଘଡ଼ି ସହ ବର୍ଷା ଓ ଜୋର ପବନ ବହିବା ସହ କେତେକ ସ୍ଥାନରେ କୁଆପଥର ପଡିବାର ସମ୍ଭାବନା ରହିଛି। ଏହାସହ ଆସନ୍ତା ୭ଦିନ ପର୍ଯ୍ୟନ୍ତ କାଁଭାଁ ଅଞ୍ଚଳରେ ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ…
ଭୁବନେଶ୍ଵର: ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ପାଇଁ କଂଗ୍ରେସରୁ ୩ ବିଧାୟକ ନିଲମ୍ଵିତ। ମଉକା ଦେଖି ଚୌକା ମାରିଲେ ମହମ୍ମଦ ମୋକିମ୍। ନିଲମ୍ବିତ ବିଧାୟକମାନଙ୍କୁ ଗୋଟିଏ ପ୍ଲାଟଫର୍ମରେ ସାମିଲ ହେବାକୁ ଦେଲେ ଆହ୍ଵାନ। ଝିଅ ସୋଫିଆ ଫିର୍ଦ୍ଦୋସ୍ ଙ୍କ କ୍ରସ୍ ଭୋଟିଂ…
ଉଦଳା : ପ୍ରଶ୍ନର ଉତ୍ତର କହିପାରିଲା ନାହିଁ ବୋଲି ଛାତ୍ରଙ୍କୁ ନିର୍ଘାତ ମାଡ଼ ଅଭିଯୋଗ । ମାଡ଼ରେ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହେଲେ ଛାତ୍ର । ମେଡିକାଲରେ ଭର୍ତ୍ତି ହେବା ଫଳରେ ଦେଇପାରିଲେ ନାହିଁ ଆଜିର ପରୀକ୍ଷା । ଏଭଳି ଘଟଣା…
ଦିଗପହଣ୍ଡି,: ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ଟୁନା ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ କରି କୋର୍ଟ ଚାଲାଣ କରିଛି। ଏନେଇ ଦିଗପହଣ୍ଡି ଥାନା ଆଇଆଇସି କିଶୋର କୁମାର ସାମଲ କହିଛନ୍ତି। (ଜି.ଆର.…
ଗୁଡରି/ରାୟଗଡ:- ତା.୧୬-୦୩-୨୦୨୬ରିଖ ଦିନ ଗୁଡରି ବ୍ଲକ ସଭାଗୃହରେ ଜିଲ୍ଲାପାଳ, ରାୟଗଡଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ଶିବିରରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକାରୀ ଗୋଷୁନର ବାର୍ଲା, ମୁଖ୍ୟ…