ମୁମ୍ବାଇ: ୪୭ ବର୍ଷ ପରେ ରଜନୀକାନ୍ତ ଏବଂ କମଲ ହାସନ ଏକାଠି ନଜର ଆସିବାକୁ ଯାଉଛନ୍ତି। ପୂର୍ବରୁ ସେମାନେ ୧୯୭୯ରେ ‘ଆଲ୍ଲାଉଦ୍ଦିନମ୍ ଆଲଭୁଥା ଭିଲାକୁମ୍’ ଫିଲ୍ମ ରେ ଏକାଠି କାମ କରିଥିଲେ। ନିର୍ମାତାମାନେ ଶୁକ୍ରବାର ଦିନ ଏନେଇ ଆନୁଷ୍ଠାନିକ ଘୋଷଣା କରିଛନ୍ତି।…