ଟିଟିଲାଗଡ଼ ରୁ ଓଡିଶା ବ୍ୟୟୁରୋ ମୁଖ୍ୟ ସନ୍ତୋଷ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଶ୍ରୀ କ୍ଷେତ୍ର ଲାଇଭ

ଟିଟିଲାଗଡ ବ୍ଲକ ଅନ୍ତର୍ଗତ ଶଗଡ଼ ଘାଟ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଆଦର୍ଶ ପ୍ରାଥମିକ କୃଷି ସମବାୟ ସମିତି ପକ୍ଷରୁ ପାଣିଆ ଅଂଶ ସାର ଏବଂ କୀଟନାଶକ ଔଷଧ ସିଞ୍ଚନ କରିବା ପାଇଁ ଏକ ମାରୁତି ଡ୍ରୋନ୍ ର ଶୁଭାରମ୍ଭ କରିଥିଲେ ଉପ ନିବନ୍ଧକ ଶ୍ରୀ ପ୍ରମୋଦ କୁମାର ବରିହା, ସହକାରୀ ନିବନ୍ଧକ ଶ୍ରୀ ସୁରେନ୍ଦ୍ର ମୋହନ ସିଂ, ମଞ୍ଜରୀ ରୋବେଟିସ୍ ବରଗଡ଼ ର କୁନା ମେହେର, ଆଦର୍ଶ ପ୍ରାଥମିକ କୃଷି ସମବାୟ ସମିତି ସମ୍ପାଦକ ଶ୍ରୀ ଡମ୍ବରୁ ପଟ୍ଟନାୟକ,ଆଦର୍ଶ ପ୍ରାଥମିକ କୃଷି ସମବାୟ ସମିତି ସଭାପତି ଶ୍ରୀ ରୋମାଞ୍ଚ ସାହୁ,

ବାନ୍ଦୁ ପଳା ପ୍ରାଥମିକ କୃଷି ସମବାୟ ସମିତି ଲିଃ ଶର ସଭାପତି ଶ୍ରୀ ଯୁକ୍ତ ସୋମ୍ୟରଞ୍ଜ ଦୋରା ଙ୍କ ସହିତ ଡିଆରସିଏସ ଓ ଏ ଆର୍ ସିଏସ ର ଶିବପ୍ରସାଦ ମହାରଣା, ବିକ୍ରମ କୁମାର ନାଏକ, ସୁଶୀଲ କୁମାର ସାହୁ ଙ୍କ ସହିତ ଚାଷୀ ମାନେ ହେଲେ ଶତ୍ରୁଘନ ମାଝୀ, ପ୍ରବୀର ମାଝୀ, ପୂର୍ଣ୍ଣଚନ୍ଦ୍ର ବାଗ, ବେଣୁଧର ବିଶି, ଅନନ୍ତ ବିଶି, ଅଭିମନ୍ୟୁ ବିଶି,

ବାଲେଶ୍ୱର ଜାନି, ଚନ୍ଦ୍ର ଶେଖର ସାହୁ, ସୁନାଧର ମାଝୀ, ସାରଦା ଚରଣ ସାହୁ, ଟଙ୍କାର ଧର ସାହୁ, ଆକାଶ ବାଗ ଙ୍କ ସହିତ ଆଖ ପାଖ ଅଞ୍ଚଳର ଅନେକ ଚାଷୀ ମାନେ ଉପସ୍ଥିତ ରହିଥିଲେ ଏବଂ କୀଟନାଶକ ଔଷଧ ଏବଂ ସାରା ପ୍ରୟୋଗ ଡ୍ରୋନ ଦ୍ୱାରା କିପରି ଭାବରେ ସାରା ଏବଂ କୀଟନାଶକ ପ୍ରୟୋଗ କରିବା ସହିତ ସଚେତନା କରୁ ଥିଲେ, ମୂଖ୍ୟ କାରଣ ହେଉ ଅଛି କମ୍ ଟଙ୍କା ରେ ଚାଷୀ ମାନେ ଉପକୃତ ହେବା ସହିତ ଉତ୍ତମ ଫସଲ ଅମଳ କରିବା ସହିତ ଚାଷୀ ମାନେ ଉପକୃତ ହେବା ସହିତ ଚାଷୀ ଲାଭବାନ ହେବେ ଏବଂ କମ୍ ସମୟ ମଧ୍ୟରେ ଏକ ଏକର କୁ ମାତ୍ର ସାତ ମିନିଟ୍ ସମୟ ଲାଗୁ ଥିବା ସହିତ ତିନି କିଲୋମିଟର ଦୂର ପର୍ଯ୍ୟନ୍ତ ଔଷଦ ସାର ଚିଞ୍ଚନ ପାଇଁ ଶଗଡ଼ ଘାଟ ଆଦର୍ଶ ସମବାୟ ସମିତି ପକ୍ଷରୁ କୃଷକ ଚାଷୀ ମାନଙ୍କୁ ସୁଲଭ ମୂଲ୍ୟରେ ଭଡ଼ା ଆକାର ରେ ନେଇ ପାରିବେ ଏବଂ ଚାଷୀ ମାନେ ଉପକୃତ ହେବେ ବୋଲି ମୂଖ୍ୟ ପ୍ରବନ୍ଧକ ସୂଚନା ଦେଇ ଅଛନ୍ତି

