ରାୟଗଡା,:୩/୪/୨୬/ ଉତ୍ତର ପ୍ରଦେଶର କାନପୁର ଅଞ୍ଚଳର ରାଜୁ ବେହେରା (ବୟସ–୩୮) ରାୟଗଡା ଜଗନ୍ନାଥ ମନ୍ଦିର ସାହିରେ ବସବାସ କରୁଥିଲେ। ସେ ରାୟଗଡା ସହରରେ ଆଇସକ୍ରିମ୍ ବ୍ୟବସାୟ କରି ଜୀବିକା ନିର୍ବାହ କରୁଥିଲେ। ଦୀର୍ଘଦିନ ଧରି ଅସୁସ୍ଥ ଥିବାରୁ ତାଙ୍କର ଦେହାନ୍ତ ଘଟିଥିଲା।ଦେହାନ୍ତ…
ଟିଟିଲାଗଡ଼ ରୁ ଓଡିଶା ବ୍ୟୟୁରୋ ମୁଖ୍ୟ ସନ୍ତୋଷ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଶ୍ରୀ କ୍ଷେତ୍ର ଲାଇଭ ଟିଟିଲାଗଡ ବ୍ଲକ ଅନ୍ତର୍ଗତ ଶଗଡ଼ ଘାଟ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଆଦର୍ଶ ପ୍ରାଥମିକ କୃଷି ସମବାୟ ସମିତି ପକ୍ଷରୁ ପାଣିଆ ଅଂଶ ସାର…
ଟିଟିଲାଗଡ଼ ସନ୍ତୋଷ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଶ୍ରୀ କ୍ଷେତ୍ର ଲାଇଭ ଟିଟିଲାଗଡ଼, ମହାମନୀଷୀ ଉତ୍କଳମଣି ଗୋପବନ୍ଧୁ ଦାଶ, ଉତ୍କଳ ଗୌରବ ମଧୁସୂଦନ ଦାଶଙ୍କ ଭଳି ଅନେକ ସଂଗ୍ରାମୀଙ୍କ ତ୍ୟାଗ, ଜାତି ପ୍ରତି ସମର୍ପଣ ନେଇ ସ୍ୱାଧୀନତା ପୁର୍ବରୁ ଦେଶରେ ପ୍ରଥମ…
ବଲାଙ୍ଗୀର/ତୁଷୁରା, ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଅଧୀନସ୍ତ ମହିପୁର ଗାଁରେ ଘଟିଥିବା ନବ ବିବାହିତା ଅନୁପମା ମହାନନ୍ଦ ଙ୍କ ହତ୍ୟାକାଣ୍ଡ ଘଟଣାରେ ପୋଲିସ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି।ଏହି ଘଟଣାରେ ମୃତକଙ୍କ ସ୍ୱାମୀ ଦିବ୍ୟାନସୁ ମହାନନ୍ଦ,…
ଝାରସୁଗୁଡ଼ା, ୦୧/୦୪: ଝାରସୁଗୁଡ଼ାରେ ପର୍ଦ୍ଦାଫାସ ହୋଇ ଥିବା ବ୍ୟାପକ ଜମି ଦୁର୍ନୀତି କାଣ୍ଡ ଏବେ ଜିଲ୍ଲାର ମୂଖ୍ୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି । ଏହି ଘଟଣାରେ ନିଲମ୍ବିତ ଜିଲ୍ଲା ସବ୍-ରେଜିଷ୍ଟ୍ରାର (DSR) ବିକାଶ କୁଜୁରଙ୍କ ଭୂମିକାକୁ ନେଇ ଅନେକ ସଂଘାତିକ ତଥ୍ୟ…
ଭୁବନେଶ୍ୱର, ୦୧/୦୪: ଚଳିତ ଏପ୍ରିଲ ୧ ତାରିଖ ବୁଧବାର ଦିନ ଜନଗଣନା -୨୦୨୭ର ସ୍ଵ – ଗଣନା ପ୍ରକ୍ରିୟା ଆରମ୍ଭ ହେବା ଅବସରରେ ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ସ୍ୱ-ଗଣନାରେ ନିଜର ଆବଶ୍ୟକୀୟ ତଥ୍ୟ ପ୍ରଦାନ କରିଛନ୍ତି l…
ଭୁବନେଶ୍ୱର, ୦୧/୦୪: ୧୯୩୬ ମସିହା ଏପ୍ରିଲ ୧ ଓଡ଼ିଶା ଇତିହାସର ଏକ ଅବିସ୍ମରଣୀୟ ଦିନ । ଏହା ସବୁ ଓଡ଼ିଆଙ୍କ ପାଇଁ ପ୍ରେରଣା ଓ ସ୍ୱାଭିମାନର ଦିନ । ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ପାରଳା ମହାରାଜା…
ଭୁବନେଶ୍ୱର, ୦୧/୦୪: ୩୦ ଜିଲ୍ଲା ପାଇଁ ଯୋଜନା କମିଟି ଗଠନ କଲେ ରାଜ୍ୟ ସରକାର। ୪ ଜିଲ୍ଲା ପାଇଁ ୪ ଜଣ ମନ୍ତ୍ରୀଙ୍କୁ ଯୋଜନା କମିଟି ଅଧ୍ୟକ୍ଷ ନିଯୁକ୍ତି କରାଯାଇଥିବା ବେଳେ ବାକି ୨୬ ଜିଲ୍ଲା ଲାଗି ୨୬ ଜଣ ବିଧାୟକଙ୍କୁ…
ଟିଟିଲାଗଡ଼ ରୁ ଓଡିଶା ବ୍ୟୟୁରୋ ମୁଖ୍ୟ ସନ୍ତୋଷ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଶ୍ରୀ କ୍ଷେତ୍ର ଲାଇଭ କଣ୍ଟାମାଳ: ପୁରୀରେ ହେବାକୁ ଥିବା ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଚଳିତ ବର୍ଷ ବୌଦ୍ଧ ଜିଲ୍ଲା ରୁ ୨୦୦ ଖଣ୍ଡ ଅସନ ଧଉରା ଫାସୀ…
କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଖଳିଆପାଲି ଛକ ବୁଲାଣି ଠାରେ ଶନିବାର ସନ୍ଧ୍ୟାରେ ଏକ କେମିକାଲ ବୋଝେଇ ଟ୍ୟାଙ୍କରରୁ ହଟାତ ଗ୍ୟାସ ଲିକେଜ ହୋଇଥିଲା। ଏହା ଜାଣି ପାରି ଚାଳକ ଟ୍ୟାଙ୍କରକୁ ସେଠାରେ ଅଟକାଇଥିଲେ। ତେବେ ଟ୍ୟାଙ୍କରରୁ ବହୁ ପରିମାଣରେ ଗ୍ୟାସ…