ଚାଷୀ ନେତାଙ୍କ ସହ ବରିଷ୍ଠ ରାଜନେତା ମହମ୍ମଦ ମୋକିମ୍‌ଙ୍କ ବୈଠକ |

କୃଷକଙ୍କୁ ନେଇ ବରିଷ୍ଠ ରାଜନେତା ମହମ୍ମଦ ମୋକିମ୍‌ଙ୍କ ବୈଠକ । ପ୍ରଥମେ ଯୁବକ ପରେ ମହିଳା ଏବେ ଚାଷୀଙ୍କୁ ନେଇ ବୈଠକ କରିଛନ୍ତି ମହମ୍ମଦ ମୋକିମ୍ । ଭୁବନେଶ୍ୱର କସ୍ତୁରବା ନାରୀ ମହଲରେ ଚାଷୀଙ୍କୁ ନେଇ ହୋଇଛି ବୈଠକ ।ରାଜ୍ୟରେ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ଏହି ଅବସରରେ ଆଲୋଚନା ହୋଇଛି ।

ନୂଆ ଦଳ ପୂର୍ବରୁ ଦଳକୁ ଅଧିକ ମଜବୁତ କରିବାକୁ ରାଜ୍ୟର ବିଭିନ୍ନ ବର୍ଗ ସହ ଆଲୋଚନ କରୁଛନ୍ତି ମୋକିମ୍ ।

Leave a Reply

Your email address will not be published. Required fields are marked *

error: Content is protected !!