ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଚାରିଜଣ ଆହତ |

ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ଅଧିନସ୍ଥ ତୋଟାଗୁଡା ବୁଲାଣି ନିକଟରେ ଆଜି ଦିନରେ ଦ୍ରୁତଗତି ରେ ଆସି ବୁଲାଣି ରେ କାଟି ନ ପାରି ଭରସାମ୍ୟ ହରାଇ ଅଲଟିପୋଡ଼ିଲା l ସୂଚନା ଅନୁଯାଇ ଜେକେପୁର ଅଞ୍ଚଳ ର ପାଞ୍ଚଜଣଙ୍ ଶ୍ରମିକ ଏକ ଟ୍ରାକ୍ଟର ରେ ସିମେଣ୍ଟ ଖୁଣ୍ଟ ନେଇ ଟିକିରି ଅଭିମୁଖ୍ୟ ଆସୁଥିବା ବେଳେ ସମୟରେ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା ଯାହା ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସମିର ମେଲେକା ଅନ୍ୟ ଚାରିଜଣ ଆହତ ହୋଇଥିବା ଜଣାପଡିଛି ଖବର ପାଇ ଘଟଣାସ୍ଥଳରେ କୁ ଟିକିରି ପୋଲିସ ଓ ଦମକଳବାହିନୀ ପହଞ୍ଚି ଚାରି ଜଣ ବ୍ୟକ୍ତି ଟିକିରି ସ୍ଥିତ ଉଷାପଡା ଉତ୍କଳ ଆଲୁମିନା ହସ୍ପିଟାଲ ନେଇ ଚିକିତ୍ସା ଚାଲିଥିବା ଜଣାପଡିଛି l ରାୟଗଡା ରୁ ଦେବୀପ୍ରସାଦ ମହାନ୍ତି ଙ୍କ ରିପୋର୍ଟ ଶ୍ରୀକ୍ଷେତ୍ର ଲାଇଭ l

Leave a Reply

Your email address will not be published. Required fields are marked *

error: Content is protected !!