କବି ଟୁଲୁ ପଟ୍ଟନାୟକ ଙ୍କ ଲେଖା ରୁ ପଦେ

“ଶବ୍ଦର କୋଳାହଳ ଠାରୁ ଦୂରେ,
ମନର ଅନୁଭବକୁ ଭରସା କର
ଲୋକମାନଙ୍କ ଭିଡ଼ରୁ ଅଳ୍ପ ଦୂରେ ରହିବା
ଓ ନିରବତାରେ ଡୁବିଯିବା
କୌଣସି ଅଭାବ ନୁହେଁ
ସେହି ନିରବତାର ଗଭୀରତାରେ
ଜାଗ୍ରତ ହୁଏ ଆତ୍ମାର ପ୍ରଜ୍ଞା
ଯେଉଁଠାରେ ମନ ପାଏ
ସତ୍ୟର ଅମୂଲ୍ୟ ଆଲୋକ
ଲଖୁ ଲଖୁ ଲେଖି ଦେଲି

Leave a Reply

Your email address will not be published. Required fields are marked *

error: Content is protected !!