ୱାରେଣ୍ଟିଙ୍କୁ ଗିରଫ ପରେ କୋର୍ଟ ଚାଲାଣ |

ଦିଗପହଣ୍ଡି,: ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ଟୁନା ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ କରି କୋର୍ଟ ଚାଲାଣ କରିଛି। ଏନେଇ ଦିଗପହଣ୍ଡି ଥାନା ଆଇଆଇସି କିଶୋର କୁମାର ସାମଲ କହିଛନ୍ତି। (ଜି.ଆର. କେସ ନଂ.୧୯୨/୧୩) ଅନୁଯାୟୀ କୋର୍ଟ ପକ୍ଷରୁ ବାରମ୍ୱାର ସମନ କରାଯିବା ସତ୍ତ୍ୱେ ସେ କୋର୍ଟ ରେ ହାଜର ହେଉନଥିବାରୁ ମାଜିଷ୍ଟ୍ରେଟ ତାଙ୍କ ବିରୋଧରେ ଜାମିନ ବିହିନ ୱାରେଣ୍ଟ ଜାରି କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!