ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ପୂର୍ବତନ ବିଧାୟକ ହାଜି ମହମ୍ମଦ ଆୟୁବ ଖାଁନ ଙ୍କ ହୃଦଘାତରେ ମୃତୁବରଣ କରିଛନ୍ତି କଣ୍ଟାବାଞ୍ଜି ବାସି ତାଙ୍କର ଅକାଳ ବିୟୋଗ ରେ ବିଜୁ ଜନତା ଦଳ ଏବଂ ସାମର୍ଥକ ମର୍ମାହତ ହୋଇ ପଡିଛନ୍ତି, ବିଜୁ ଜନତା ଦଳ ର ପୂବର୍ତନ ମନ୍ତୀ ଟୁକୁନି ସାହୁ ପ୍ରଭୁ ଙ୍କ ଠାରେ ପ୍ରାର୍ଥନା କରିଅଛନ୍ତି ତାଙ୍କ ଅମର ଆତ୍ମା କୁ ସଦଗତି ପ୍ରଦାନ ସହିତ ତାଙ୍କ ଶୋକ ସନ୍ତପ ପରିବାର କୁ ଶାନ୍ତି ଓ ଧର୍ଯ୍ୟ ପ୍ରଦାନ କରନ୍ତୁ,ଆୟୁବ ଖାଁନ ଜଣେ ବିଜୁ ଜନତା ଦଳ ଏକ ଟାଣୁଆ ନେତା ଥିଲେ ଏବଂ ଅନେକ ଜନ ମଂଗଳ କାମ କରିବା ସହିତ ଜନତା ଙ୍କ ସୁଖ ଦୁଃଖ ସାଥି ଥିଲେ
ତାଙ୍କର ପରଲୋକ ଖବର ପାଇ ସାରା କଣ୍ଟାବାଞ୍ଜି ଶୋକା କୁଳ ହୋଇ ପଡି ଅଛି
ଟିଟିଲାଗଡ଼ ରୁ ଓଡିଶା ଵିୟୌର ମୁଖ୍ୟ ସନ୍ତୋଷ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଶ୍ରୀ କ୍ଷେତ୍ର ଲାଇଭ
