କେନାଲ ରୁ ବୃଦ୍ଧ ର ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ, ପୋଲିସ ର ତଦନ୍ତ ଜାରି ।

କଳାହାଣ୍ଡି :-(ସନ୍ତୋଷ ପଟ୍ଟନାୟକ )କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମାଝୀଗୁଡା ପଞ୍ଚାୟତ କାଦୋପଡା ନିକଟରେ ଥିବା ଉଠା ଜଳସେଚନ କେନାଲ ରେ ଆଜି ସକାଳେ ଜଣେ ବୃଦ୍ଧ ଙ୍କ ମୃତଦେହ ପାଣି ରେ ଭାସୁଥିବା ଅବସ୍ଥାରେ ଥିବା ଦେଖି ସ୍ଥାନୀୟ ଲୋକମାନେ…

ନାବାଳିକା ଗଣ ଦୁଷ୍କର୍ମ ଘଟଣା, ଅଧିକ ତଦନ୍ତ ପାଇଁ ତୁରେକେଲା ପହଞ୍ଚି ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ , ୬ ଜଣଙ୍କୁ ଗିରଫ କରିଥିବା ସୂଚନା ଦେଲେ ଆଇଜି |

ବଲାଙ୍ଗୀର :-(ସନ୍ତୋଷ ପଟ୍ଟନାୟକ )ତୁରେକେଲା ଥାନା ଅଞ୍ଚଳରେ ଜଣେ ନାବାଳିକା କୁ ଗଣ ଦୁଷ୍କର୍ମ ହୋଇଥିବା ଭିଡ଼ିଓ ଭାଇରାଲ ହୋଇଥିଲା। ଭିଡ଼ିଓ ଆଧାରରେ ତୁରେକେଲା ପୋଲିସ ଗତ କାଲିରୁ ୬ ଜଣ ନାବାଳକକୁ ଅଟକ ରଖି ତଦନ୍ତ କରୁଥିବା ବେଳେ ଆଜି…

ବଲାଙ୍ଗିର ରେ କଫସିରପ ବେପାରୀ ଗିରଫ |

ବଲାଙ୍ଗୀର :-(ସନ୍ତୋଷ ପଟ୍ଟନାୟକ )ଅଭ୍ୟାସଗତ କଫସିରପ ବେପାରୀ କୃପା ସାହୁକୁ ରାଜୀବନଗରରୁ ବଲାଙ୍ଗିର ଟାଉନପୋଲିସ ଗିରଫ କରିଛି। ଅଭିଯୁକ୍ତଠାରୁ ନଗଦ ୩୯ ହଜାର ଟଙ୍କା ସହ ୬ବୋତଲ କଫସିରଫ, ଆଲଡ୍ରାକ୍ସ ଟ୍ୟାବଲେଟ ଜବତ ହୋଇଛି। କଫସିରଫରେ ବଟିକା ମିଶାଇ ବିକୁଥିଲେ। ପୂର୍ବରୁ…

ଡକାୟତି ପୂର୍ବରୁ ମାଡିବସିଲା ବଲାଙ୍ଗିର ପୋଲିସ |

ବଲାଙ୍ଗୀର :-(ସନ୍ତୋଷ ପଟ୍ଟନାୟକ /ମୁନ୍ନା ଗୌଡ଼) ବଡ଼ ଧରଣର ଡ଼କାୟତି କରିବା ଫେଲ ମାରିଲା ଡକାୟତି ଯୋଜନା। ପ୍ଲାନକୁ ଅନଜାମ୍ ଦେବା ପୂର୍ବରୁ ମାଡିବସିଲା ପୋଲିସ,ଅପରାହ୍ନରେ ବଲାଙ୍ଗିର ରାଜୀବନଗରରେ ଡକାୟତି ଯୋଜନା କରୁଥିଲେ ୬ ଜଣ। ଖବରପାଇ ପୋଲିସ ପହଞ୍ଚିବା ପରେ…

*ନାବାଳିକା ଗଣ ଦୁଷ୍କର୍ମ ଘଟଣା, ଅଧିକ ତଦନ୍ତ ପାଇଁ ତୁରେକେଲା ପହଞ୍ଚି ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ , ୬ ଜଣଙ୍କୁ ଗିରଫ କରିଥିବା ସୂଚନା ଦେଲେ ଆଇଜି *

ତୁରେକେଲା ରୁ ଓଡ଼ିଶା ବ୍ୟୁରୋ ମୁଖ୍ୟ ସନ୍ତୋଷ କୁମାର ପଟ୍ଟନାୟକ ଙ୍କ ସହିତ ବଲାଙ୍ଗୀର ରୁ ମୁନା ଗୌଡ଼ ଙ୍କ ରିପୋର୍ଟ୍ ଶ୍ରୀ କ୍ଷେତ୍ର ଲାଇଭ* ତୁରେକେଲା ଥାନା ଅଞ୍ଚଳରେ ଜଣେ ନାବାଳିକା କୁ ଗଣ ଦୁଷ୍କର୍ମ ହୋଇଥିବା ଭିଡ଼ିଓ ଭାଇରାଲ…

*ବଲାଙ୍ଗୀର ଜିଲ୍ଲା ତୁରେକେଲା ରେ ନାବାଳିକା ନବମ ଶ୍ରେଣୀ ଛାତ୍ରୀ ଙ୍କୁ ଗଣ ଦୁଷ୍କର୍ମ କଲେ ସ୍କୁଲ ର ନାବାଳକ ଛାତ୍ର*

ଟିଟିଲାଗଡ ରୁ ଓଡ଼ିଶା ବ୍ୟୁରୋ ମୁଖ୍ୟ ସନ୍ତୋଷ କୁମାର ପଟ୍ଟନାୟକ ରିପୋର୍ଟ୍ ଶ୍ରୀ କ୍ଷେତ୍ର ଲାଇଭ ନବମ ଶ୍ରେଣୀ ଛାତ୍ରୀ ଙ୍କୁ ଗଣ ଦୁଷ୍କର୍ମ ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅଂଚଳ ର ଏକ ସ୍କୁଲ୍ ରେ ଗଣଦୁଷ୍କର୍ମ, ଗଣ ଦୁଷ୍କର୍ମ…

*ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଯାଜପୁର ଗସ୍ତ ସମାପନ ମା ବିରଜାଙ୍କ ଦର୍ଶନ ଓ ନାଭିଗୟାରେ ପିଣ୍ଡଦାନ ଉତ୍ସାହ ଓ ଭକ୍ତିରେ ଜିଲ୍ଲାବାସୀଙ୍କ ଭବ୍ୟ ସ୍ୱାଗତ, କଡା ସୁରକ୍ଷା ବ୍ୟବସ୍ଥା*

ଯାଜପୁର ରୁ ଓଡ଼ିଶା ବ୍ୟୁରୋ ମୁଖ୍ୟ ସନ୍ତୋଷ କୁମାର ପଟ୍ଟନାୟକ ରିପୋର୍ଟ୍ ଶ୍ରୀ କ୍ଷେତ୍ର ଲାଇଭ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ଯାଜପୁର ବିରଜା ମନ୍ଦିର ଗସ୍ତରେ ଆସିଛନ୍ତି। ସମଗ୍ର ଜିଲ୍ଲାବାସୀ ମହାମହିମ ରାଷ୍ଟ୍ରପତିଙ୍କୁ ଗସ୍ତକୁ ନେଇ…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ।

ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ ଏକ ତାର ଖସିଯାଇ ବିଲ ମଝିରେ ପଡି ରହିଥିଲା। ଉଦୟ ଚରଣ ଜାନୀଙ୍କ ୩ ଏବଂ ଅଙ୍ଗଦ ଜାନୀଙ୍କ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ।

କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା ପଞ୍ଚାୟତର ତୀର୍ଥକ୍ଷେତ୍ର ଋଷିମାଳରେ ପହଞ୍ଚି ସେଠାରେ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟକୁ ବୁଲି ଦେଖିଥିଲେ। ପରେ…

ଭୟଙ୍କର ଦୁର୍ଘଟଣା: ହଳଦିଆପଦର ଓଭରବ୍ରିଜରେ ଟ୍ରକ ଧକ୍କାରେ ୫ମୃତ, ଜଣେ ଗୁରୁତର

ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ଅନେକ ଯୋଜନା କରାଯାଉଛି। ତାହାସତ୍ତ୍ବେ ଦୁର୍ଘଟଣା ଜନିତ ମୃତ୍ୟୁ ଘଟିବାରେ ଲାଗିଛି। ଶନିବାର ମଧ୍ୟାହ୍ନରେ ହଳଦିଆପଦର ଓଭରବ୍ରିଜରେ ଏକ ହୃଦୟ ବିଦାରକ ସଡକ ଦୁର୍ଘଟଣା ଘଟିଛି। ଏଥିରେ ୫ଜଣ ଯୁବକଙ୍କ ଶୋଚନୀୟ ମତ୍ୟୁ ଘଟିଛି।ସେହିପରି ଜଣେ…

error: Content is protected !!