ପାରାଦୀପ ଇଫକୋ ପରିସରରେ ସଲ୍ ଫୁରିକ ଏସିଡି ପ୍ଲାଣ୍ଟ ଉଦଘାଟିତ |

ପାରାଦ୍ଵୀପ ଇଫକୋ ପରିସରରେ ସଲ ଫୁରିକ ଏସିଡି ପ୍ଲାଣ୍ଟ ଉଦଘାଟନ କରାଯାଇ ଥିବା ବେଳେ ଉଦଘାଟନୀ ଉତ୍ସବରେ ଭାରତ ସରକାରଙ୍କ ଗୃହ ମନ୍ତ୍ରୀ ଅମିତି ଶାହା ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ମାସିକ ୨୦୦୦ ଟନ କ୍ଷେମତା ବିଶିଷ୍ଟ ସଲ ଫୁରିକ ଏସିଡି ପ୍ଲାଣ୍ଟ 3 ର ଶୁଭ ଉଦଘାଟନ କରିଥିବା ଦେଖାବାକୁ ମିଳିଥିଲା l ଏହି ଉତ୍ସବ ରେ ଭାରତ ସରକାରଙ୍କ ଶିକ୍ଷ୍ୟା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିବା ବେଳେ, ଓଡ଼ିଶାରେ ମାନ୍ୟବର ମୁଖ୍ୟ ମନ୍ତ୍ରୀ ମୋହନ୍ ଚରଣ ମାଝି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା l ଏଥି ସହ ଓଡ଼ିଶା ସରକାର୍ ଙ୍କ ମାନ୍ୟବର ଶିଳ୍ପ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ, ମାନ୍ୟବର ଜଗତ ସିଂହପୁର ଲୋକସଭା ସାଂସଦ ବିଭୂପ୍ରସାଦ ତରାଇ, ମାନ୍ୟବର ବିଧାୟଙ୍କ ଜଗତସିଂହପୁର ଶ୍ରୀ ଅମରେନ୍ଦ୍ର ଦାସ ଯୋଗ ଦେଇ ଥିବା ବେଳେ ଏଥିରେ ବହୁ ମାନ୍ୟ ଗନ୍ୟ ବ୍ୟକ୍ତି ଯୋଗ ଦେଇ ଥିବା ଦେଖିବାକୁ ମିଳିଥିଲା l ଏଥିରେ ଇଫକୋ ଅଧକ୍ଷ ପି କେ ମହାପାତ୍ର, ଉପାଧ୍ୟକ୍ଷ ବଲବିର ସିଂହ, ପାରାଦୀପ ଇଫ୍କକୋ ୟୁନିଟ୍ ହେଡ କେଜେ ପଟେଲ୍ ଯୋଗ ଦେଇ ଏହି କାର୍ଯ୍ୟ କ୍ରମ କୁ ସୂଚାରୁ ରୁପେ ପରିଚାଳନା କରିଥିବା ଦେଖିବାକୁ ମିଳିଥିଲା l

Leave a Reply

Your email address will not be published. Required fields are marked *

error: Content is protected !!