ମୋଦିଙ୍କୁ ଫୋନ କଲେ ଟ୍ରମ୍ପ, ଯୁଦ୍ଧ ନେବ ଭୟଙ୍କର ମୋଡ!

ଯୁଦ୍ଧ ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମ୍ପର୍କରେ ଫୋନରେ କଥା ହୋଇଛନ୍ତି। ଉଭୟ ନେତା ଆଞ୍ଚଳିକ ସ୍ଥିରତା ବଜାୟ ରଖିବା ଏବଂ ବିଶ୍ୱ ଶକ୍ତି ଯୋଗାଣର ସୁରକ୍ଷା ସୁନିଶ୍ଚିତ କରିବା…

ବାଲେଶ୍ବରରୁ ଅରିନ୍ଦମଙ୍କ ଏଣ୍ଟ୍ରି, ଅନୁଭବଙ୍କୁ ଷ୍ଟାର ଲିଷ୍ଟ ରୁ ହଟାଇଲେ ବବି।

କଥାରେ ଅଛି ଦୁଇ ଜଣଙ୍କ କଳିରେ ତୃତୀୟ ଜଣକର ଲାଭ । ଏବେ ଏହା ପ୍ରମାଣିତ ହୋଇଛି ଅନୁଭବ ଓ ବର୍ଷା ଙ୍କ ବିବାଦରେ । ଏବେ ଅନୁଭବ ଓ ବର୍ଷାଙ୍କ ବିବାଦ କାରଣରୁ ଅଲିଉଡ ଷ୍ଟାର ଅରିନ୍ଦମ ଙ୍କୁ ସୁବର୍ଣ୍ଣ…

ଧରାପଡିଲା ବାଇକ୍ ଲୁଟେରା ଗ୍ୟାଙ୍ଗ, ୧୫ ବାଇକ୍ ଜବତ, ୫ ଗିରଫ।

ଭଦ୍ରକ :-(ବ୍ୟୁରୋ )ଭଦ୍ରକ ସହର ଓ ତାର ଆଖପାଖ ଅଂଚଳରେ ଚୋରି କରୁଥିବା ଏକ ମୋଟର ସାଇକେଲ୍ ରାକେଟକୁ ଆଜି ସହରାଂଚଳ ଥାନା ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଥିବାର ଜଣାପଡିଛି। ଏ ସଂପର୍କରେ ସହରାଂଚଳ ଥାନାରେ ସିଟି ଡିଏସ୍‌ପି…

ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଅସୁସ୍ଥ।

ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଅସୁସ୍ଥ। ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ନୂଆଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏକ ସ୍ଵତନ୍ତ୍ର ଡାକ୍ତରୀ ଦଳ ତାଙ୍କର ସ୍ଵାସ୍ଥ୍ୟ ଉପରେ ତଦାରଖ ରଖୁଛନ୍ତି। ଡାକ୍ତରମାନେ କହିଛନ୍ତି ଯେ ତାଙ୍କ ଅବସ୍ଥା…

ଥୁଆମୂଳ ରାମପୁରରେ ବାଘ ଆତଙ୍।

ରାମପୁର:-(ସନ୍ତୋଷ ପଟ୍ଟନାୟକ )କଳାହାଣ୍ଡି ଜଲା ଥୁଆମୂଳ ରାମପୁର ବ୍ଲକ ତଳଆମ୍ବ ପଦର ପଞ୍ଚାୟତ ଅଞ୍ଚଳରେ ଏବେ ବାଘ ଆତଙ୍କ ଖେଳିଯାଇଛି। ମୁଖ୍ୟ ରାସ୍ତା ଓ ବଜାର ନିକଟରେ ବାଘ ବୁଲୁଥିବା ଦେଖିବାକୁ ମିଳିବା ପରେ ସ୍ଥାନୀୟ ଲୋକେ ଏବଂ ବ୍ୟବସାୟୀଙ୍କ ମଧ୍ୟରେ…

ନିଯୁକ୍ତି ଦାବିରେ ଧାରଣାରେ ଜମିହରା ପରିବାର |

ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ:ନିଯୁକ୍ତି ଦାବିରେ ଧାରଣାରେ ବସିଲେ ୬ ପରିବାର। ଦୀର୍ଘଦିନ ହେବ ନିଯୁକ୍ତି ପ୍ରତିଶୃତି ପରେ ମଧ୍ୟ ନିଯୁକ୍ତି ନ ମିଲିବାରୁ ଚରମ ନିଷ୍ପତ୍ତି। ଏନଟିପିସି କୁ କୋଇଲା ପରିବହନ ହେଉଥିବା ରେଳ ଧାରଣା ଉପରେ ବସି କଲେ…

ଜୟଦେବ ଜେନାଙ୍କୁ ହତ୍ୟା ଧମକ: ୨ ଗିରଫ

ଓଡ଼ିଶା କଂଗ୍ରେସର ବରିଷ୍ଠ ନେତା ଓ ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କୁ ମିଳିଥିବା ହତ୍ୟା ଧମକ ମାମଲାରେ ପୁଲିସ୍‌ ବଡ଼ ସଫଳତା ପାଇଛି। କେନ୍ଦୁଝର ଜିଲ୍ଲାର ନନ୍ଦିପଦା ପୁଲିସ୍‌ ଏହି ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ…

କମିନି ଗ୍ୟାସ୍ ସଙ୍କଟ, ଟେନସନ୍ ଦେଲାଣି ଔଷଧ

ନୂଆଦିଲ୍ଲୀ, ୨୩/୦୩ : ପଶ୍ଚିମ ଏସିଆରେ ଲାଗିରହିଥିବା ଯୁଦ୍ଧ କେବଳ ତେଲ ଏବଂ ଗ୍ୟାସ୍ ସଙ୍କଟ ସୃଷ୍ଟି କରିନାହିଁ ବରଂ ଏହାର ପ୍ରଭାବ ଏବେ ଔଷଧ ଭଳି ଅତି ଜରୁରୀ ସାମଗ୍ରୀ ଉପରେ ମଧ୍ୟ ପଡ଼ିବାକୁ ଲାଗିଛି । ଗ୍ୟାସ୍ ସଙ୍କଟ…

ଇନ୍ଷ୍ଟlଗ୍ରାମ ରେ ବନ୍ଧୁତା ସାଜି ଯୁବତୀ କୁ ଅପହରଣ ଅଭିଯୋଗ

ବ୍ୟାଙ୍କ କୁ ଯିବା କହି ଘରୁ ବାହାରିଥିଲେ ଯୁବତୀ, ହେଲେ ଆଉ ଫେରିନାହିଁ, ରାୟପୁର ରେ ରିକ୍ସା ଚାଳକ ଭାବରେ କାମ କରୁଥିବା ଚତୁର୍ଭୁଜ ମହାନନ୍ଦ ଙ୍କ ଝିଅ ରିତୁ ମହାନନ୍ଦ ଙ୍କୁ ଅପହରଣ କରାଯାଇଥିବା ନେଇ ଏବେ ଅଭିଯୋଗ ହୋଇଛି,…

ଧୈର୍ଯ୍ୟ ଦେଖାଇଲେ ଓଡ଼ିଆ କ୍ୟାପଟେନ୍ ଧୀରଜ ଅଗ୍ରୱାଲ |

ମଧ୍ୟପ୍ରାଚ୍ୟରେ ଚାଲିଥିବା ଇରାନ-ଆମେରିକା ଯୁଦ୍ଧ ବନ୍ଦ ହେବାର ନାଁ ଧରୁନାହିଁ । ଇରାନ୍‌ ଉପରେ ଘନଘନ ମିଶାଇଲ ମାଡ଼ ଓ ଡ୍ରୋନ୍‌ ଆକ୍ରମଣରେ ଅଶୋଧିତ ତୈଳ ଓ ଗ୍ୟାସ୍‌ ରପ୍ତାନୀ ପ୍ରଭାବିତ ହୋଇଛି । ଗ୍ୟାସ ଆମଦାନୀ ବନ୍ଦ ହୋଇଯିବାରୁ ଭାରତରେ…

error: Content is protected !!