କାହିଁକି ପ୍ରଥମ ବିଶ୍ୱଯୁଦ୍ଧରେ ପ୍ରବେଶ କରିଥିଲା ଆମେରିକା |

ୱାଶିଂଟନ ଡିସି, ୦୮/୦୪: ପ୍ରଥମ ବିଶ୍ୱଯୁଦ୍ଧ ୧୯୧୪ ମସିହାରେ ଆରମ୍ଭ ହୋଇ ୧୯୧୮ ପର୍ଯ୍ୟନ୍ତ ଚାଲିଥିଲା। ପ୍ରାରମ୍ଭରେ, ଯୁକ୍ତରାଷ୍ଟ୍ର ଏହି ଯୁଦ୍ଧରେ ସାମିଲ ହୋଇନଥିଲା, କିନ୍ତୁ ପରେ‌ ତତ୍କାଳୀନ ଆମେରିକା ରାଷ୍ଟ୍ରପତି ଉଡ୍ରୋ ୱିଲସନ ବିଶ୍ୱଯୁଦ୍ଧରେ ସାମିଲ ହେବାକୁ ଘୋଷଣା କରିଥିଲେ,…

ତୁରନ୍ତ ଇରାନ ଛାଡ଼: ଭାରତୀୟଙ୍କ ପାଇଁ ଆଡଭାଇଜରି

ନୂଆଦିଲ୍ଲୀ, ୦୮/୦୪: ତେହେରାନରେ ଥିବା ଭାରତୀୟ ଦୂତାବାସ ବୁଧବାର ଏକ ନୂଆ ପରାମର୍ଶ ଜାରି କରି ଇରାନରେ ରହୁଥିବା ନାଗରିକମାନଙ୍କୁ ଶୀଘ୍ର ଦେଶ ଛାଡିବାକୁ ଅନୁରୋଧ କରିଛି। ଉତ୍ତମ ସମନ୍ୱୟ ଏବଂ ଜରୁରୀକାଳୀନ ପରିସ୍ଥିତି ପାଇଁ କିଛି ହେଲ୍ପଲାଇନ୍ ନମ୍ବର ମଧ୍ୟ…

ପୁଣି ଭିଜିଲାନ୍ସ ଜାଲରେ ଯନ୍ତ୍ରୀ,ଏକକାଳୀନ ୬ଟି ସ୍ଥାନରେ ରେଡ୍

ଭୁବନେଶ୍ୱର, ୦୮/୦୪: ଭିଜିଲାନ୍ସ ଜାଲରେ ପଡ଼ିଲେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ। କେନ୍ଦ୍ରୀୟ ଜଳସେଚନ ସର୍କଲର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତିଙ୍କ ଘରେ ଚାଲିଛି ରେଡ୍। ଯନ୍ତ୍ରୀଙ୍କ ଭୁବନେଶ୍ବର ଜଗନ୍ନାଥ ବିହାର ସ୍ଥିତ ଘର ସମେତ ୬ଟି ସ୍ଥାନରେ ଏକକାଳୀନ…

ଇରାନ-ଆମେରିକା ଯୁଦ୍ଧ ବନ୍ଦ |

ତେହେରାନ, ୦୮/୦୪: ୩୫ ଦିନର ସଂଘର୍ଷ ପରେ ଶେଷରେ ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧ ବିରତି ଘୋଷଣା କରାଯାଇଛି। ଇରାନ ଓ ଆମେରିକା ୧୪ ଦିନିଆ ଯୁଦ୍ଧ ଘୋଷଣା କରିଛନ୍ତି। ସାମୟିକ ଭାବରେ ଏହା ଅସ୍ତ୍ରବିରତି କରିବ। କିନ୍ତୁ ଆଞ୍ଚଳିକ…

ଥୁଆପଦର ଉ.ପ୍ରା. ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ଖଡିଛୁଆଁ ଓ ପ୍ରବେଶ ଉତ୍ସବ ଅନୁଷ୍ଠିତ

ଭବାନୀପାଟଣା, ୫/୪ (କିଶନ ଶର୍ମା)- ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ଥୁଆପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ଖଡିଛୁଆଁ ଓ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ କଳାହାଣ୍ଡି ପାୱାର ସଚିନ ପ୍ରକାଶ, ଜିଲ୍ଲା ଶିକ୍ଷା ଅଧିକାରୀ…

LPGର କୌଣସି ସମସ୍ୟା ନାହିଁ: ଯୋଗାଣ ସଚିବ ସଞ୍ଜୟ ସିଂ

ଭୁବନେଶ୍ୱର, ୦୬/୦୪: LPGର କୌଣସି ସମସ୍ୟା ନାହିଁ ବୋଲି ସୂଚନା ଦେଇଛନ୍ତି ଯୋଗାଣ ସଚିବ ସଞ୍ଜୟ ସିଂ। ମାସକ ଭିତରେ LPGକୁ ନେଇ ଅନେକ ପଦକ୍ଷେପ ନିଆଯାଇଛି। LPG, ପେଟ୍ରୋଲ ଓ ଡିଜେଲର ରାଜ୍ୟରେ କୌଣସି ଅଭାବ ନାହିଁ। ୭୦% କମର୍ସିଆଲ…

ଶପଥ ନେଲେ ଓଡ଼ିଶାର ରାଜ୍ୟସଭା ସାଂସଦ |

ନୂଆଦିଲ୍ଲୀ, ୦୬/୦୪: ପଶ୍ଚିମବଙ୍ଗ, ଓଡ଼ିଶା, ତାମିଲନାଡୁ ଏବଂ ପଶ୍ଚିମବଙ୍ଗରୁ ରାଜ୍ୟସଭାକୁ ନିର୍ବାଚିତ ସାଂସଦମାନେ ରାଜ୍ୟସଭା ସଦସ୍ୟ ଭାବରେ ଶପଥ ଗ୍ରହଣ କରିଛନ୍ତି। ଏନସିପି-ଏସସିପି ମୁଖ୍ୟ ଶରଦ ପାୱାର, କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେ ଏବଂ ଡିଏମକେର ତିରୁଚି ଶିବଙ୍କ ସମେତ ନେତାମାନେ ଶପଥ…

୨୭ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୦୫/୦୪: ପ୍ରବଳ ଖରା ପରେ ବଦଳିଲା ପାଗର ମିଜାଜ୍। ଟ୍ବିନ୍‌ ସିଟି ଆକାଶରେ କଳାହାଣ୍ଡିଆ ମେଘ ସହ କିଛି ସ୍ଥାନରେ ସ୍ବଳ୍ପ ବର୍ଷା ଲାଗି ରହିଛି। ଉଭୟ କଟକ ଓ ଭୁବନେଶ୍ବରରେ କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇଛି।…

ପାକିସ୍ତାନର ଧମକ; କୋଲକାତା ଯାଏଁ ଆକ୍ରମଣ କରିବୁ |

ଇସଲାମାବାଦ, ୦୫/୦୪: ପୁଣି ପାକିସ୍ତାନ ମନ୍ତ୍ରୀଙ୍କ ବାଚାଳାମି। ଗଣମାଧ୍ୟମରେ ଖୁଲମଖୁଲା ଭାରତକୁ ଦେଲେ ଚେତାବନୀ। ସିଆଲକୋଟରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ସମୟରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ୍ ଭାରତକୁ ଧମକ ଦେଇ କହିଛନ୍ତି ଯେ ଯଦି ଭାରତ ଲୁଚିକରି ହମଲା…

ମାନବତାର ଉଦାହରଣ ସାଜିଲେ ବଜରଙ୍ଗ ଦଳ ଓ ସ୍ୱର୍ଗଧାମ ସେବା ସମିତି ।

ରାୟଗଡା,:୩/୪/୨୬/ ଉତ୍ତର ପ୍ରଦେଶର କାନପୁର ଅଞ୍ଚଳର ରାଜୁ ବେହେରା (ବୟସ–୩୮) ରାୟଗଡା ଜଗନ୍ନାଥ ମନ୍ଦିର ସାହିରେ ବସବାସ କରୁଥିଲେ। ସେ ରାୟଗଡା ସହରରେ ଆଇସକ୍ରିମ୍ ବ୍ୟବସାୟ କରି ଜୀବିକା ନିର୍ବାହ କରୁଥିଲେ। ଦୀର୍ଘଦିନ ଧରି ଅସୁସ୍ଥ ଥିବାରୁ ତାଙ୍କର ଦେହାନ୍ତ ଘଟିଥିଲା।ଦେହାନ୍ତ…

error: Content is protected !!