କୋରାପୁଟ ଜିଲ୍ଲାରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ପ୍ରେମିକର ନିର୍ଯ୍ୟାତନା ଓ ମାଡ଼ ଭୟରେ ଜଣେ ଯୁକ୍ତ ୩ ଦ୍ୱିତୀୟ ବର୍ଷର ଛାତ୍ରୀ ନିଜ ଜୀବନ ହାରିଛନ୍ତି। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ…
କଲାହାଣ୍ଡି:(କିଶନ ଶର୍ମା)-କଳାହାଣ୍ଡି ଲେଖକ କଳା ପରିଷଦ ତରଫରୁ ଆୟୋଜିତ ଦ୍ବିଦିବସୀୟ ବିଷୁବ ମିଳନ -୨୬ ଭବାନୀପାଟଣାସ୍ଥ ଟାଉନ ହଲଠାରେ ଉଦଯାପିତ ହୋଇଯାଇଛି। ପରିଷଦ ସଭାପତି ଉମେଶ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର,…
ପ୍ରିୟାଂଶୁ ମହାରଣା ୯୮ % ବିଦ୍ୟାଳୟର ପ୍ରଥମନଳିନୀ ଜୋରା ୯୭.୪ % ବିଦ୍ୟାଳୟର ଦ୍ୱିତୀୟରାଜେନ୍ଦ୍ର ଜେନା ୯୬. ୮ % ବିଦ୍ୟାଳୟର ତୃତୀୟଲାଞ୍ଜିଗଡ,୧୬/୪ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଡିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟର ଛାତ୍ର ଛାତ୍ରୀ ସିବିଏସଇ ଦଶମ ପରୀକ୍ଷାରେ…
ଶୁଭଶ୍ରୀ ଦାସ ୯୯.୪% ଅଙ୍କ ରଖି ଜିଲ୍ଲାରେ ଟପ୍ପର ରାୟଗଡା, ୧୬/୪: ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ଦ୍ୱାରା ପରିଚାଳିତ ଆଦିତ୍ୟ ବିର୍ଲା ପବ୍ଲିକ୍ ସ୍କୁଲ୍ (ଏବିପିଏସ୍), ରାୟଗଡା, ସିବିଏସଇ ଦ୍ଵାରା ଅନୁଷ୍ଠିତ ଦଶମ…
ଭବାନୀପାଟଣା :(କିଶନ ଶର୍ମା)-୧୩ ତାରିଖ ଏପ୍ରିଲ ମାସ ୧୯୮୬ ମସିହାରେ ଭାରତର ପୁର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ସରକାର ସମୟରେ ଦେଶର ଗ୍ରାମାଞ୍ଚଳରେ ରହୁଥିବା ଗରିବ ଛାତ୍ରଛାତ୍ରୀମାନଙ୍କୁ ସମାଜର ମୁଖ୍ୟସ୍ରୋତକୁ ଆଣିବା ପାଇଁ ଜବାହାର ନବୋଦୟ ବିଦ୍ଯାଳୟ ସ୍ଥାପନ କରିଥିଲେ।…
ଭବାନୀପାଟଣା :(କିଶନ ଶର୍ମା)- ୧୩.୦୪.୨୦୨୬ ଓଡିଆ ପକ୍ଷ ୨୦୨୬ ପାଳନ ଅବସରରେ ଆଜି କଳାହାଣ୍ଡି ଜିଲ୍ଲା ପ୍ରଶାସନ ତରଫରୁ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଆମ ରୁଚି ଆମ ଖାଦ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମର…
ରାୟଗଡା/ଗୁଡାରି/୧୨/୪/ ରାୟଗଡ଼ା ଜିଲ୍ଲା ଗୁଡାରି ରେଞ୍ଜର ବନାଞ୍ଚଳ ଅଧିକାରୀ ଶ୍ରୀ ସୁକୁମାର ଦୁଃଖୁଙ୍କୁ ୨.୩୩ ଲକ୍ଷ ଟଙ୍କା ଜବତ କରିବା ସମୟରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରଖାଯାଇଛି।ଆଜି ଅର୍ଥାତ୍ ୧୨.୦୪.୨୦୨୬ ରେ, ବିଶ୍ୱସ୍ତ ସୂଚନା ଆଧାରରେ, ରାୟଗଡ଼ା ଜିଲ୍ଲା ଗୁଡାରି…
ରାୟଗଡ଼ା:-୧୨/୪ ଆଦିତ୍ୟ ବିର୍ଲା ଗ୍ରୁପ୍ର ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ୍ର ସହଯୋଗୀ ଆଲୁମି ନା କମ୍ପାନୀ ଉଚ୍ଚ ଉକ୍ ଳ ଇଣ୍ଟରନ୍ୟାସ୍ଟାଲ ଲି ମି ଟେଡ (ୟୁ ଏଆଇଏଲ୍) ପକ୍ଷରୁ ରାୟଗଡା ଜିଲ୍ଲାର ଟିକିରି (ଓଷାପଡା) ଠାରେ ପରି ଚାଳିତ ଉତ୍କଳ ହସପିଟାଲ ଗ୍ରାମାଞ୍ଚଳରେ…
ରାୟଗଡା/ଗୁଣୁପୁର/୧୨/୪/ ଆନ୍ଧ୍ର ର କାଟ୍ରାଗାଡା ଫେଜ 2 ପ୍ରକଳ୍ପ କୁ ସୁପ୍ରିମକୋର୍ଟ କୋର୍ଟ ଟ୍ରିବୁନାଲ ଟିମ୍ ସବୁଜ ସଂକେତ ଦେବା ପରେ ରାୟଗଡା ଜିଲ୍ଲା ଗୁଡାରୀ ପାଣି ଡଙ୍ଗର ପ୍ରକଳ୍ପ ନିର୍ମାଣ ପାଇଁ ଦାବି ଜୋର୍ ଧରିଛି | ଆଜି ସିପିଆଇ…
ଭୁବନେଶ୍ୱର, ୧୧/୦୪: ସପ୍ତାହେ ଭିତରେ ସବୁ କଲେଜରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି- ICC ଗଠନ ପାଇଁ ନିର୍ଦ୍ଦେଶ। ଏନେଇ ସବୁ ସରକାରୀ, ବେସରକାରୀ, ଅନୁଦାନପ୍ରାପ୍ତ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ଆଞ୍ଚଳିକ ନିର୍ଦ୍ଦେଶାଳୟ ଶିକ୍ଷା ନିର୍ଦ୍ଦେଶକ। କମିଟି ଗଠନ ନ କଲେ…