ଟିଟିଲାଗଡ ରୁ ଓଡ଼ିଶା ବ୍ୟୁରୋ ମୁଖ୍ୟ ସନ୍ତୋଷ କୁମାର ପଟ୍ଟନାୟକ ରିପୋର୍ଟ୍ ଶ୍ରୀ କ୍ଷେତ୍ର ଲାଇଭ
ନବମ ଶ୍ରେଣୀ ଛାତ୍ରୀ ଙ୍କୁ ଗଣ ଦୁଷ୍କର୍ମ ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅଂଚଳ ର ଏକ ସ୍କୁଲ୍ ରେ ଗଣଦୁଷ୍କର୍ମ, ଗଣ ଦୁଷ୍କର୍ମ ଭିଡିଓ ଭାଇରାଳ ହେବା ପରେ ୫ ନାବାଳକ ସହପାଠୀ କୁ ଅଟକ, ସ୍କୁଲ ରେ ଟ୍ୟୁସନ ସରିବା ପରେ ସହପାଠୀ ମାନେ ଏପରି ଲଜ୍ୟା ଜନକ କାଣ୍ଡ କରିଥିବାର ଅଭିଯୋଗ, ପୀଡ଼ିତା ଙ୍କ ସମ୍ପର୍କୀୟ ବଲାଙ୍ଗିର ଏସପି ଙ୍କୁ ଘଟଣା ଜଣାଇବା ପରେ ୫ ଜଣ ନାବାଳକ ଙ୍କୁ ଅଟକ ରଖି ଅଛନ୍ତି
