ବଲାଙ୍ଗୀର :-(ସନ୍ତୋଷ ପଟ୍ଟନାୟକ )ଅଭ୍ୟାସଗତ କଫସିରପ ବେପାରୀ କୃପା ସାହୁକୁ ରାଜୀବନଗରରୁ ବଲାଙ୍ଗିର ଟାଉନପୋଲିସ ଗିରଫ କରିଛି। ଅଭିଯୁକ୍ତଠାରୁ ନଗଦ ୩୯ ହଜାର ଟଙ୍କା ସହ ୬ବୋତଲ କଫସିରଫ, ଆଲଡ୍ରାକ୍ସ ଟ୍ୟାବଲେଟ ଜବତ ହୋଇଛି। କଫସିରଫରେ ବଟିକା ମିଶାଇ ବିକୁଥିଲେ। ପୂର୍ବରୁ ମଧ୍ୟ କଫସିରପ ବିକିବା ଅଭିଯୋଗରେ ଜେଲ ଯାଇଥିଲେ। ଜେଲରୁ ଫେରି ପୁଣି ବେପାର କରୁଥିଲେ। ଫଳରେ ପୋଲିସ ପୁଣି ଗିରଫ କରିଛି।
ଭିଡିଓ ଖବର ଦେଖନ୍ତୁ :—-
