*ବଲାଙ୍ଗିରଜିଲ୍ଲା ରେ ଶୁଭଉଦ୍ଘାଟନ କଲେ ଶ୍ରୀଯୁକ୍ତ କଳିକେଶ ନାରାୟଣ ସିଂଦେଓ ଆୟୁର୍ବେଦ କଲେଜ୍ ର ଗୋଲ୍ଡେନ୍ ଜୁବ୍ଲି ଗେଟ*

ଟିଟିଲାଗଡ ଓଡ଼ିଶା ବ୍ୟୁରୋ ମୁଖ୍ୟ ସନ୍ତୋଷ କୁମାର ପଟ୍ଟନାୟକ ଙ୍କ ସହିତ ବଲାଙ୍ଗିର ରୁ ମୁନା ଗୌଡ଼ ଙ୍କ ରିପୋର୍ଟ୍ ଶ୍ରୀ କ୍ଷେତ୍ର ଲାଇଭ

ବଲାଙ୍ଗିର ସରକାରୀ ଆୟୁର୍ବେଦିକ କଲେଜ, ସରକାରୀ ପଶ୍ଚିମ ଓଡ଼ିଶାର ସର୍ବପୁରାତନ ଆୟୁର୍ବେଦିକ ପ୍ରତିଷ୍ଠାନ ଅଟେ | ଆଜି ଆୟୁର୍ବେଦ କଲେଜ ଆଲୁମିନି କମିଟି ରସଭାପତି ଡ଼ ବାସୁଦେବ ପତି ଅଧକ୍ଷତା ରେ ଓ ଆୟୁର୍ବେଦ କଲେଜ ର ଅଧକ୍ଷ ମୋନୋଜ କୁମାର ସାହୁ ଙ୍କ ତତ୍ୱାଅବଧାନ ରେ ୪ଦିନ ଧରି ସୁବର୍ଣ୍ଣ ଜୟନ୍ତୀ ପାଳନ

କରାଯିବ ଆଜି ସକାଳୁ ମୁଖ୍ୟ ଅତିଥି ଭାବେ କଳିକେଶ ନାରାୟଣ ସିଂଦେଓ ଯୋଗ ଦେଇ ନିଜ ବିଧାୟକ ପାଣ୍ଠି ରୁ ଅନୁଦାନ ଦେଇଥିବା ଜୀମ ଓ ଭାଗିରଥି ଛକ ଠାରେ ଏକ ଗେଟ୍ ସହିତ କଲେଜ ପରିସରରୁ ଏକ ବିରାଟ ରେଲି ର ଶୁଭ ଉଦ୍ଘାଟନ କରିଥିଲେ। ଏହି କାର୍ଯ୍ୟ କ୍ରମ ରେ ଜିଲ୍ଲା ପରିଷଦ ଅଧକ୍ଷl ଦେବକୀ ସାହୁ ପୌର ପରିଷଦ ଅଧ୍ୟକ୍ଷl ଲିକା ସାହୁ ଯୋଗ ଦେଇଥିବା ବେଳେ ଏହିରାଲି ରେ କଲେଜ୍ ର ଅନେକ ଛାତ୍ର ଛାତ୍ରୀ ପୁରୁଣା ଛାତ୍ର ଛାତ୍ରୀ,ଅଧ୍ୟାପକ ଅଧ୍ୟାପିକା ଯୋଗ ଦେଇ ସହର ପରିକ୍ରମା କରିଥିବା ଦେଖିବାକୁ ମିଳିଛି

Leave a Reply

Your email address will not be published. Required fields are marked *

error: Content is protected !!