ଟିଟଲାଗଡ ପୌରପରିଷଦ ର ୧୫ ନମ୍ବରୱାର୍ଡ ହାଟପଦା ର ଅବସ୍ଥାଅତି ଶୋଚନୀୟ ।

ଟିଟଲାଗଡ ପୌରପରିଷଦ ର ୧୫ ନମ୍ବରୱାର୍ଡ ହାଟପଦା ର ଅବସ୍ଥାଅତି ଶୋଚନୀୟ
ସ୍ଥାନ ଟିଟିଲାଗଡ
ଟିଟିଲାଗଡ ରେ ହାଟପଦା ପଡ଼ା ର ୧୫ ନମ୍ବର ୱାର୍ଡ ଏବେ ମୁଖ୍ୟ ରାସ୍ତା ପାଲଟିବା ବେଳ ରାସ୍ତା ରେ ଥିବା ଡ୍ରେନ ରେ ପାଣି ଜମିବା ସହିତ ଅନେକ ଅଳିଆ ଆବର୍ଜନା ପଡି ରହି ଅଛି, ଯାହା ଫଳରେ ପଡ଼ା ରେ ଥିବା ଲୋକ ମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉ ଅଛନ୍ତି ଏପରିକି ପୌରପରିଷଦ ଙ୍କୁ ଅନେକ ଥର ଗୁହାରି କଲା ପରେ ମଧ୍ୟ ପ୍ରାସନ ପକ୍ଷରୁ ନା ଅଳିଆ ଉଠା ଯାଉଅଛି ନା ଡ୍ରେନ ର ସଫା କରା ଯାଉ ଅଛି, ବର୍ଷା ଦିନରେ ନ କହିବା ଭଳ ଅନେକ ଥର ଅଭିଯୋଗ କଲେ ମଧ୍ୟ ପ୍ରଶାସନ ଚୁପ୍, ପଡ଼ା ବାସି ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏପରିକି ସେହି ରାସ୍ତା ଦେଈ ଯାଉ ଥିବା ଲୋକେ ମଧ୍ୟ ନାହି ନ ଥିବାର ଅସୁବିଧା ହେଉ ଥିବାର ଅଭିଯୋଗ ମଧ୍ୟ କରୁ ଅଛନ୍ତି ପୁଣି ଏଲେକ୍ଟ୍ରି ଖୁଣ୍ଟ ରେ ଲାଗି ଥିବା ତାର ଝୁଲି ପଡି ଅଛି ପୁଣି ରାସ୍ତା ମଝିରେ ଆଉ ତ କାହା ଘର କୁ ଲାଗି କି ଅଛି ତେଣୁ ପଡ଼ା ବାସି ପ୍ରସାସନ କୁ ଗୁହାରି କରୁ ଅଛନ୍ତି,
ଦର୍ଶକ ବନ୍ଧୁ ଭଳ ଭାବରେ ଦେଖି ନିଅନ୍ତୁ କିପରି ଭାବରେ ଅଳିଆ ପଡି ରହି ଅଛି ସତେ କେତେ ଦିନରୁ ପୌରପରିଷଦ ପକ୍ଷରୁ ଅଳିଆ ଉଠା ଯାଇ ନାହିଁ ଆମେ କହୁ ନାହୁ ଏ ଦୃଶ୍ୟ କହୁ ଅଛି ଅଳିଆ କେମିତି ପଡ଼ି ରହି ଅଛି, ମାଛି, ମଶା ମାନଙ୍କ କାମୁଡିବା ଦ୍ଵାରା ମେଲେରିଆ, ଡେଙ୍ଗୁ ରୋଗରେ ଆକ୍ରାନ୍ତ ହେବାର କିଛି ବଡ଼ କଥା ନୁହେଁ,ଏହି ଅଳିଆ କୁ ପୌର ପରିଷଦର ତରଫରୁ ଉଠାଇ ଦେଲେ ପଡ଼ା ବସି ଉପକୃତ ହୁଅନ୍ତେ,
ଟିଟିଲାଗଡ ରୁ ଓଡିଶା ବ୍ୟୁରୋ ମୁଖ୍ୟ ସନ୍ତୋଷ କୁମାର ପଟ୍ଟନାୟକ ରିପୋର୍ଟ

Leave a Reply

Your email address will not be published. Required fields are marked *

error: Content is protected !!