ଏସ ଏ କିଙ୍ଗ ପ୍ଲାଜା ହୋଟେଲ୍ ଓ ରେଷ୍ଟୁରାଣ୍ଟ ଖୋଲିବା ପାଇଁ ଅନୁମତି ଦେଲା ପୌରପରିଷଦ |

କିଛି ମାସ ପୂର୍ବରୁ ସମସ୍ତ ହୋଟେଲ୍ ଓ ରେଷ୍ଟୁରାଣ୍ଟ ଉପରେ ଏକ୍ସନ ନେଇଥିଲା ପୌରପରିଷଦ
ସିଲ ମଧ୍ୟ କରିଥିଲା ସେ ମଧ୍ୟରୁ ଗୋଟେ
ସୁଦପଡ଼ା ରେ ଥିବା ଏସ ଏ କିଙ୍ଗ ପ୍ଲାଜା ହୋଟେଲ ର ସମସ୍ତ କାଗଜପତ୍ର ଯାଞ୍ଚ କଲାପରେ ହୋଟେଲ ର ରେସିଡେନଶାଲ୍ ଥିବା ବେଳେ ତାକୁ କମର୍ସିଆଲ ନ କରିଥିବାରୁ ସିଲ୍ ହୋଇଥିଲା ଏବେ ଏସ ଏ କିଙ୍ଗ ପ୍ଲାଜା କାଗଜପତ୍ର ଠିକ କରିବା ସହ ପୌର ପରିଷଦ ଯାହା ସବୁ ନିୟମ ରହିଥିଲା , ପାର୍କିଂ , ଟାଉନ ପ୍ଲାନିଂ , ଜମି କାଗଜପତ୍ର ସବୁକୁ ଠିକ୍ କରି ତାହା ଏବେ ଖୋଲି ବା ପାଇଁ ଅନୁମତି ଦେଇଛି ପୌରପରିଷଦ

Leave a Reply

Your email address will not be published. Required fields are marked *

error: Content is protected !!