*ରାଉରକେଲା ଠାରେ ପୁଲୱାମା ରେ ଆତଙ୍କ ବାଦୀ ଙ୍କ ଆକ୍ରମଣ ରେ ସହିଦ ହୋଇ ଥିବା ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଳେ ନୁଆଖାଇ ଭେଟ ଘାଟ ଗ୍ରୁପ୍ ଏବଂ ହ୍ୟୁମାନିଟି ଫାଉଣ୍ଡେସନ ପକ୍ଷରୁ*

ରାଉରକେଲା ରୁ ଓଡ଼ିଶା ବ୍ୟୁରୋ ମୁଖ୍ୟ ସନ୍ତୋଷ କୁମାର ପଟ୍ଟନାୟକ ରିପୋର୍ଟ୍ ଶ୍ରୀ କ୍ଷେତ୍ର ଲାଇଭ

୧୪ ଫେବୃଆରୀ ୨୦୧୯ ରେ ଫୁଲୱାମା ଠାରେ ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ଆମ ଦେଶର ସାହସୀ କେନ୍ଦ୍ରୀୟ ରଖିତ ବାହିନୀ (CRPF) ଯୋଧ୍ୟାମାନେ ଶହୀଦ ହୋଇଥିଲେ। ଯବାନ ମାନଙ୍କୁ ନୂଆଖାଇ ଭେଟ ଘାଟ ଗ୍ରୁପ ଓ ହୁମାନିଟୀ ଫାଉଣ୍ଡେସନ ତରଫ ରୁ ଗଭୀର ଶ୍ରଦ୍ଧାଞ୍ଜଳି ରାଉରକେଲା ର ଛେଣ୍ଡ BSNL ଛକ ଠାରେ ମହମ୍ ବତି ଜଳାଇ ସେମାନଙ୍କର ତ୍ୟାଗ, ସାହସ ଓ ଦେଶପ୍ରେମ ସଦା ସଦା ପାଇଁ ଆମ ହୃଦୟ ରୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞପାନ କରିଥିଲୁ ।


ଫୁଲୱାମା ସହିଦମାନଙ୍କ ପବିତ୍ର ଆତ୍ମାଙ୍କୁ ଭଗବାନ ଶାନ୍ତି ଦିଅନ୍ତୁ ଏବଂ ପରିବାରବର୍ଗଙ୍କୁ ଏହି ଅପରିମିତ ଦୁଃଖ ସହିବାର ଶକ୍ତି ଦିଅନ୍ତୁ।

Leave a Reply

Your email address will not be published. Required fields are marked *

error: Content is protected !!