*ଟିଟିଲାଗଡ ହାଇସ୍କୁଲ୍ ଖେଳ ପଡିଆ ରେ ୮ ନମ୍ବର ୱାର୍ଡ ଠିକାଦାର ପଡ଼ା ଏବଂ ୯ ନମ୍ବର ୱାର୍ଡ ହାଇସ୍କୁଲ୍ ପଡ଼ା ପାଇଁ ପୌରପରିସଦ ପୌରାଧକ୍ଷା ଶ୍ରୀ ମତି ମମତା ଦେବୀ ଜୈନ ଙ୍କ ଦ୍ଵାରା ପୌରପରିଷଦ ପକ୍ଷରୁ ଜଣ ଶୁଣାଣି କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଥିଲା*

ଟିଟିଲାଗଡ ରୁ ଓଡ଼ିଶା ବ୍ୟୁରୋ ମୁଖ୍ୟ ସନ୍ତୋଷ କୁମାର ପଟ୍ଟନାୟକ ରିପୋର୍ଟ୍ ଶ୍ରୀ କ୍ଷେତ୍ର ଲାଇଭ

ଟିଟିଲାଗଡ ପୌରପରିଷଦ ପ୍ରଶାସନ ପକ୍ଷରୁ ଜନ ଶୁଣାଣି କାର୍ଯ କ୍ରମ ଅନୁଷ୍ଠିତ ହୋଇ ଯାଇ ଅଛି ପ୍ରତି ମଙ୍ଗଳ ବାର ଦିନ ପ୍ରତିଟି ୱାର୍ଡ ରେ ଜନ ଶୁଣାଣି ପାଇଁ ଏକ ନୂତନ ପଦକ୍ଷେପ ନେଇ ଅଛନ୍ତି ପୌର ପରିଷଦ ର ପୌରଧକ୍ଷା ଶ୍ରୀ ମତି ମମତା ଦେବୀ ଜୈନ,


ଟିଟିଲାଗଡ ରେ ଥିବା ୱାର୍ଡ ନମ୍ବର ୮ ଠିକାଦାର ପଡ଼ା ଏବଂ ୯ ୱାର୍ଡ ନମ୍ୱର ହାଇସ୍କୁଲ ପଡ଼ା ରେ ଜନ ଶୁଣାଣି କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଥିଲା ପୌର ପରିଷଦ ତରଫରୁ ହାଇସ୍କୁଲ ଖେଳ ପଡିଆ ଠାରେ, ଆବାସ ଘର, ହରିଶ୍ଚନ୍ଦ୍ର ଯୋଜନା, ସୁଭଦ୍ରା ଯୋଜନା, ଏଲେକ୍ଟ୍ରୀ ସମସ୍ୟା, ପାନିଆ ଜଳ ର ସମସ୍ୟା, ଡ୍ରେନ ସମସ୍ୟା, ଏସଏସଜୀ ଶୟଂ ସହାୟକ ଗୋଷ୍ଠୀ ସମସ୍ୟା, ପିଏମ୍ ସ୍ଵାଧୀନତା, ସହଯୋଗ, ସାନିଟେ ଏସନ, ଟ୍ରେଡ୍ ଲାଇସେସନ୍, ମେରଜ୍ ସାଟିଫିକେଟ, ହୋଲ୍ଡିଂଗ ଟ୍ୟାକ୍ସ ର ଅଭିଯୋଗ ଶୁଣାଣି ହୋଇ ଥିଲା ପୌରପରିଷଦର ପୌରଦକ୍ଷା ଶ୍ରୀମତୀ ମମତା ଦେବି ଜୈନ, ସପ୍ଲାଏସେକ୍ସନ ,

ସ୍ୱଚ୍ଛ ସୁପର ଭାଇଜର ସଂଗୀତ ଷଡଙ୍ଗୀ, ନନ୍ଦିନୀ ହୋତା, ପରିମଳ ଅଧିକାରୀ ସୂର୍ଯ୍ୟ ନାରାୟଣ ହୋତା, ଡି ଟି ଏମ ବିକାଶ ବେହେରା, ସିଓ ଶୁଭଶ୍ରୀ ସାହୁ,ଶତପଥୀ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଚନ୍ଦନ ଶତପଥୀ ଙ୍କ ସହିତ ପୌରପରିଷଦ ଜୟନ୍ତି ଜାଲ ଏବଂ ସମସ୍ତ ଅଧିକାରୀ ମାନେ ଉପସ୍ଥିତ ଥିଲେ, ଜନ ଶୁଣାଣି ରେ ୮ ନମ୍ୱର ଠିକାଦାର ପଡ଼ା

ଏବଂ ୯ନମ୍ବର ହାଇସ୍କୁଲ ପଡ଼ା ରୁ ଅନେକ ପୁରୁଷ ମହିଳା ମାନେ ନିଜ ନିଜ ପଡ଼ା ଏବଂ ନିଜର ଅସୁବିଧା ଅଭିଯୋଗ ଲିଖିତ ଆକାର ରେ ପ୍ରଦାନ କରିବା ସହିତ ପୌରଦକ୍ଷା ଶ୍ରୀ ମତି ମମତା ଦେବି ଜୈନ ଙ୍କୁ ନିଜର ଅସୁ ସୁବିଧା ର ଅଭିଯୋଗ କରି ଥିଲେ, ବହୁତ ଭିଡ଼ ଦେଖିବା କୁ ମିଳିଥିଲା, ଏହି ଜନ ଶୁଣାଣି କାର୍ଯ୍ୟ କ୍ରମ କୁ ନେଇ ସମସ୍ତ ଟିଟିଲାଗଡ ବାସି ଭଳ ପଦକ୍ଷେପ ନେଇ ଥିବାରୁ ପୌରଧ କ୍ଷା ଶ୍ରୀ ମମତା ଦେବି ଜୈନ ପ୍ରସଂଶା ର ପାତ୍ର ପାଲଟି ଅଛନ୍ତି ଦେଖିବାକୁ ମିଳିଥିଲା

Leave a Reply

Your email address will not be published. Required fields are marked *

error: Content is protected !!