ଟିଟିଲାଗଡ ରେ ମହା ଶିବରାତ୍ରୀ ମେଳା ଚାଲି ଥିବା ବେଳେ ଟିଟଲାଗଡ ବିଧାୟିକ ନବୀନ ଜୈନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଈ ଥିଲେ ଏବଂ ମହାରାଜା କଂସ ଙ୍କୁ ଫୁଲ ତୋଡା ଦେଈ ସ୍ବାଗତ ଜଣାଇ ଥିଲେ ପରେ ମଥୁରା ବିଜୟ ମହାରାଜା କଂସ ବିଧାୟକ ଙ୍କୁ ସମ୍ମାନିତ କରିବା ସହିତ ଫୁଲ ମାଳ ଦେଈ ସ୍ବାଗତ କରି ଥିଲେ ଏବଂ ବିଧାୟକ ଙ୍କ କାର୍ଯ୍ୟ କଳାପ କୁ ପ୍ରସଂସା କରିବା ସହିତ ଆସନ୍ତା ମହା ଶିବରାତ୍ରୀ ପୂର୍ବ ରୁ ଏକ ନାଟମଣ୍ଡପ ତିଆରି କରିବା ପାଇଁ ଆଦେଶ ଦେଈ ଥିଲେ ଟିଟିଲାଗଡ ବିଧାୟକ ମହାରାଜା କଂସ ଙ୍କ ଆଦେଶ କୁ ସିରୋଧାର୍ଯ୍ୟ ର ସହିତ କଥା ଦେଈ ଅଛନ୍ତି ଆସନ୍ତା ବର୍ଷ ସୁଦ୍ଧା କୁମୁଡ଼ା ପାହାଡ ର ପାଦ ଦେଶରେ ନାଟ ମଣ୍ଡପ ତିଆରି କରିବି ବୋଲି ମହାରାଜା କଂସ ଙ୍କୁ ପ୍ରତିଶ୍ରୁତି ଦେଈଛନ୍ତି,
ଟିଟିଲାଗଡ ରୁ ଓଡ଼ିଶା ବ୍ୟୁରୋ ମୁଖ୍ୟ ସନ୍ତୋଷ କୁମାର ପଟ୍ଟନାୟକ ରିପୋର୍ଟ୍ |
