ଟିଟିଲାଗଡ ରେ ମହା ଶିବରାତ୍ରୀ କଂସଦରବାର ମୁଖ୍ୟ ଅତିଥି ଭାବରେ ଯୋଗ ଦେଲେ ବିଧାୟକ ନବୀନ ଜୈନ

ଟିଟିଲାଗଡ କୁମୁଡ଼ା ପାହାଡ଼ ରେ ଅବସ୍ଥିତ ଅଛନ୍ତି ବାବା ଧବଳେଶ୍ଵର ମହାଦେବ, କୁମୁଡ଼ା ପାଦ ଦେଶରେ ଶିବରାତ୍ରୀ ମେଳା ର ପଞ୍ଚମ ଦିନରେ ଲଠୋର ରୁ ଆସି ଥିବା କଂସ ଦରବାର ବେସ ଚିତ୍ତାକର୍ଷକ ଅଭିନୟ ଦେଖିବାକୁ ମିଳି ଥିଲା ମୁଖ୍ୟ ଅତିଥି ଭାବରେ ଟିଟିଲାଗଡ ବିଧାୟକ ଶ୍ରୀ ନବୀନ କୁମାର ଜୈନ ଯୋଗ ଦେଈ ଥିଲେ, ବିଧାୟିକ ଙ୍କ ଏବଂ ଉପ ଜିଲ୍ଲାପାଳ, ପୋଲିସ ପ୍ରଶାସନ ଦଧିବାମନ ଟ୍ରଷ୍ଟ ର ସହାୟତା ରେ ମହା ଶିବରାତ୍ରୀ ମହା ଆଡ଼ମ୍ବରରେ ପାଳିତ ହେଉ ଅଛି, ମହା ରାଜା କଂସ ଙ୍କ ଦରବାର ଚାଲି ଥିବା ବେଳେ ମଞ୍ଚ କୁ ପରୀ ଚାଳନା କରିବା ପାଇଁ ବ୍ୟଙ୍ଗ କବି ଟିକେ ଲାଳ ବେହେରା ଙ୍କୁ ଆଦେଶ ଦେଈ ଥିଲେ କଂସ ମହାରାଜା , କଂସ ଭୂମିକା ରେ ହରିଶଙ୍କର ରୋଡ ର ଆର୍ତ୍ତ ତ୍ରାଣ ସୁନିନି ଏବଂ ସମସ୍ତ କଳାକାର ଅଭିନୟ ଦର୍ଶକ ଙ୍କ ହୃଦୟକୁ ଛୁଇଁ ଥିଲା,

ଶିବରାତ୍ରୀ ମେଳା ମଥୁରା ନଗରୀ ପାଲଟି ଯାଏ ଥିଲା, କଣ୍ଠ ଶିଳ୍ପୀ ଗଗନ ବାଗ, ସିନେ ନିର୍ଦ୍ଦେଶ ଯୁଗଳ କୁମାର୍ ସାହୁ, କଳାକାର ପ୍ରେମ୍ ସିନା, ସୌରଭ ଜୈନ, ସମାଜ ସେବୀ ଗୀତାଞ୍ଜଳୀ ଦାସ ଙ୍କ ସହିତ ଅନେକ ଅଥିତି ବୃନ୍ଦ ଉପସ୍ଥିତି ରହି ଥବା ବେଳେ ମହାରାଜା କଂସ ଙ୍କ ଦରବାର ରେ ନୃତ୍ୟ ପରିବେଷଣ କରି ଥିଲେ ଟିଟିଲାଗଡ ଡାନ୍ସ ଗ୍ରୁପ୍ ସୁନୀଲ କୁମାର ପଟ୍ଟନାୟକ ମହାରାଜ କଂସ କୁ ନୃତ୍ୟ ପରିବେଷଣ କରି ମାନମୋହୁ ଥିଲେ ମହାରାଜା କଂସ ଷ୍ଟେଜ ଲାଇଟ ଆଲୋକ ଶଯ୍ୟା ରେ ରମେଶ କୁମାର ନାଏକ,ଟିଟିଲାଗଡ ରେ ପ୍ରଥମ ଥର ଧନଯାତ୍ରା କଂସ ଦରବାର ଅୟୋଜନ କରି ଥିବାରୁ ସ୍ଥାନୀୟ ବିଧାୟକ ଙ୍କୁ ମେଳା ଦେଖି ଆସୁଥିବା ଦର୍ଷକ ଦର୍ଶିକା ଅନେକ ପ୍ରଶଂସା କରିଥିବାର ଦେଖିବାକୁ ମିଳି ଥିଲା ,

Leave a Reply

Your email address will not be published. Required fields are marked *

error: Content is protected !!