ଢେକାଗୁଡା ଗ୍ରାମବାସୀ ଙ୍କ ମୌଳିକ ସମସ୍ୟା ସମାଧାନ ପାଇଁ ପ୍ରଶlସନ ଙ୍କୁ ଗୁହାରି |

ରାୟଗଡା ବ୍ଲକ ଗାଜିଗାଁ ଗ୍ରାମପଞ୍ଚାୟତ ଢେକାଗୁଡା ଗ୍ରାମ ଅବସ୍ଥିତ କିନ୍ତୁ ଗାଁ ରେ ଫଳକ ଟିଏ ମଧ୍ୟ୍ୟ ନାହିଁ ଵହୁ ପୁରାତନ କାଳରୁ ଗ୍ରାମ ରେ ଲୋକେ ବସବାସ କରନ୍ତି 50ରୁ 60ଘର ରୁହନ୍ତୁ ମୁଖ୍ୟ ରାସ୍ତା କୁ ସଂଯୋଗ କରୁଥିବା ଢେପାଗୁଡା ଗ୍ରାମରୁ 2 କିଲମିଟର ରାସ୍ତା ଅତି ସୋଚନିୟ କହିଲେ ନ ଶୋରେ ରାସ୍ତା ରେ ପଥର, ବଡ଼ବଡ଼ ଗାତ ବର୍ଷା ଦିନେ ଅଟୋ, ଆମ୍ବୁଲାନ୍ସ, କି ଦୁଇ ଚକିଆ ଜାନ ମଧ୍ୟ୍ୟ ଯିବାଆସିବା କଷ୍ଟସାଧ୍ୟ୍ୟ,ହୋଇପଡୁଛି ବୁଢା ବୁଢ଼ୀ ମାନେ ଭତା ଟଙ୍କା ଆଣିବା ପାଇଁ 8 କିଲୋମିଟର ଯିବାକୁ ପଡୁଛି ,ପାନୀୟ ଜଳ କହିଲେ ଗୋଟିଏ ସୋଲାର ପାଣି ଟାଙ୍କି ହିଁ ଶାହା ଭରସା ଏପଟେ ଗ୍ରାମବାସୀ ସ୍ଥାନୀୟ ସରପଞ୍ଚ, ବ୍ଲକ ପ୍ରଶାସନ, ଜିଲ୍ଲାପ୍ରଶାସନ କୁ କହିବା ସର୍ତେ ମଧ୍ୟ୍ୟ କୌଣସି ମୌଳିକ ସମସ୍ୟା ର ସମାଧାନ ହୋଇପାରୁନାହିଁ ବୋଲି ଗ୍ରାମବାସୀ ମୋତ ପ୍ରକାଶ କରିଛନ୍ତି l ରାୟଗଡା ଭିଡ଼ିଓ ଙ୍କୁ ରାସ୍ତା ବିଷୟରେ ପଚାରି ବାରୁ ଏ ରାସ୍ତା (RD)ବୁଝିଛି ବୋଲି କହିଥିଲେ,ଗ୍ରାମବାସୀ ଙ୍କ ସମସ୍ୟା ଜିଲ୍ଲା ପ୍ରଶାସନ କେତେ ତୋପ୍ତରତା ଅଛନ୍ତି ତାହା ଦେଖିବାକୁ ବାକି ରହିଲା

Leave a Reply

Your email address will not be published. Required fields are marked *

error: Content is protected !!