କୁମାରୀ ଦେଉଳି ରାସ୍ତାର ଶୁଭ ଉଦଘାଟନ କଲେ ବିଧାୟକ ହିମାଂଶୁ ଶେଖର ସାହୁ!

ଧର୍ମଶାଳା ନିର୍ବାଚନ ମଣ୍ଡଳୀ କୁମାରୀ ପଂଚାୟତର ୧୬ନମ୍ବର ଜାତୀୟ ରାଜପଥ ଠାରୁ କୁମାରୀ ପ୍ରଯ୍ୟନ୍ତ ରାସ୍ତାର ପ୍ରଶଷ୍ଟୀକରଣ ଓ ନବୀକରଣ,ର ଶୁଭ ଉଦଘାଟନ କଲେ ଧର୍ମଶାଳା ବିଧାୟକ ହିମାଂଶୁ l ଗ୍ରାମ୍ୟ ଉନୟନ ବିଭାଗ ରୁ ୪କୋଟି ୮୯ଲକ୍ଷ ଟଙ୍କା ଅଟଳ ବେୟରେ ଏହି ରାସ୍ତା ଦ୍ୱାରା ଏ ଅଞ୍ଚଳ ର ଲୋକମାନଙ୍କୁ ଗମନା ଗମନ ରବହୁତ ସୁବିଧା ହେବ l ବିଶେଷ କରି ଜାରକା ବଜାର ଭିତର ଦେଇ ଯାଉଥିବା ବଡ ବଡ ଲୋଡ଼ ଗାଡି ଦ୍ୱାରା ହେଉଥିବା ଛୋଟ ବଡ ଦୁର୍ଘଟଣା ଘଟିବ ନାହିଁ ବୋଲି ବିଧାୟକ ପ୍ରକାଶ କରିଛନ୍ତି l
ଧର୍ମଶାଳା ରୁ ରଶ୍ମି ରଞ୍ଜନ ବିଶ୍ୱାଳ ପ୍ରତୀକ୍ଷା news

Leave a Reply

Your email address will not be published. Required fields are marked *

error: Content is protected !!