ଏକଲବ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସଫଳତା |

(ରଶ୍ମି ରଞ୍ଜନ ବିଶ୍ୱାଳ )-ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳି ଚଣ୍ଡିଖୋଲ ନିକଟସ୍ଥ ଏକଲବ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର +୨ବିଜ୍ଞାନର ପରିକ୍ଷାର ଆଜି ରେଜଲ୍ଟ ପ୍ରକାଶ ପାଇଥିବା ବେଳେ ବିଦ୍ୟାଳୟ ଟପର ଶୁଶ୍ରୀ ଅଙ୍କିତା ଦାସ ୫୮୬ ରଖିଥିବା ବେଳେ ରୋହିତ ମହାନ୍ତି ୫୮୪ନଂ ଓ ରମଣ ଦଣ୍ଡପାଟ ୫୫୯ନଂ ରଖିଥିଲା ବେଳେ ବିଦ୍ୟାଳୟର ୧୬ରୁ ଉର୍ଦ୍ଧ ଛାତ୍ରଛାତ୍ରୀମାନେ ସଫଳତାରେ ପାଦ ଦେଇଛନ୍ତି।ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀମାନେ ଆଜି ବିଦ୍ୟାଳୟ ପରିସରରେ ଉତ୍ସବ ପାଳନ କରିଥିଲା ବେଳେ ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟର ଅଧକ୍ଷ ଶ୍ରୀଯୁକ୍ତ ଆଦିତ୍ୟ ନାରାୟଣ ଦାସ ସମ୍ବର୍ଦ୍ଧିତ କରିଥିଲେ।ଏହି ଉତ୍ସବରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ।
ଧର୍ମଶାଳା ରୁ ରଶ୍ମି ରଞ୍ଜନ ବିଶ୍ୱାଳ ପ୍ରତୀକ୍ଷା news

Leave a Reply

Your email address will not be published. Required fields are marked *

error: Content is protected !!