ସିବିଏସଇ ଦଶମ ବୋର୍ଡ ପରୀକ୍ଷାରେ ଏବିପିଏସ୍‌ ଛାତ୍ରଛାତ୍ରୀଙ୍କ କୃତିତ୍ୱ |

ଶୁଭଶ୍ରୀ ଦାସ ୯୯.୪% ଅଙ୍କ ରଖି ଜିଲ୍ଲାରେ ଟପ୍ପର ରାୟଗଡା, ୧୬/୪: ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ଦ୍ୱାରା ପରିଚାଳିତ ଆଦିତ୍ୟ ବିର୍ଲା ପବ୍ଲିକ୍ ସ୍କୁଲ୍ (ଏବିପିଏସ୍‌), ରାୟଗଡା, ସିବିଏସଇ ଦ୍ଵାରା ଅନୁଷ୍ଠିତ ଦଶମ…

ଜବାହାର ନବୋଦୟ ବିଦ୍ଯାଳୟ ନର୍ଲାର ପୁରାତନ ଛାତ୍ରଛାତ୍ରୀଙ୍କ ଦ୍ବାରା ନବୋଦୟ ବିଦ୍ଯାଳୟ ପ୍ରତିଷ୍ଠା ଦିବସ ପାଳନ

ଭବାନୀପାଟଣା :(କିଶନ ଶର୍ମା)-୧୩ ତାରିଖ ଏପ୍ରିଲ ମାସ ୧୯୮୬ ମସିହାରେ ଭାରତର ପୁର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ସରକାର ସମୟରେ ଦେଶର ଗ୍ରାମାଞ୍ଚଳରେ ରହୁଥିବା ଗରିବ ଛାତ୍ରଛାତ୍ରୀମାନଙ୍କୁ ସମାଜର ମୁଖ୍ୟସ୍ରୋତକୁ ଆଣିବା ପାଇଁ ଜବାହାର ନବୋଦୟ ବିଦ୍ଯାଳୟ ସ୍ଥାପନ କରିଥିଲେ।…

ଓଡିଆ ପକ୍ଷପାଳନ ଅବସରରେ ଆମ ରୁଚି ଆମ ଖାଦ୍ୟ କାର୍ଯ୍ୟକ୍ରମ |

ଭବାନୀପାଟଣା :(କିଶନ ଶର୍ମା)- ୧୩.୦୪.୨୦୨୬ ଓଡିଆ ପକ୍ଷ ୨୦୨୬ ପାଳନ ଅବସରରେ ଆଜି କଳାହାଣ୍ଡି ଜିଲ୍ଲା ପ୍ରଶାସନ ତରଫରୁ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଆମ ରୁଚି ଆମ ଖାଦ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମର…

ଭିଜିଲାନ୍ସ ହାତ ରେ ଧରାପୋଡିଲେ ଗୁଡାରି ରେଞ୍ଜର ଙ୍କ ପାଖରେ ୨.୩୩ ଲକ୍ଷ ଟଙ୍କା ନଗଦ ଗାଡି ଜବତ |

ରାୟଗଡା/ଗୁଡାରି/୧୨/୪/ ରାୟଗଡ଼ା ଜିଲ୍ଲା ଗୁଡାରି ରେଞ୍ଜର ବନାଞ୍ଚଳ ଅଧିକାରୀ ଶ୍ରୀ ସୁକୁମାର ଦୁଃଖୁଙ୍କୁ ୨.୩୩ ଲକ୍ଷ ଟଙ୍କା ଜବତ କରିବା ସମୟରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରଖାଯାଇଛି।ଆଜି ଅର୍ଥାତ୍ ୧୨.୦୪.୨୦୨୬ ରେ, ବିଶ୍ୱସ୍ତ ସୂଚନା ଆଧାରରେ, ରାୟଗଡ଼ା ଜିଲ୍ଲା ଗୁଡାରି…

ୟୁଏଆଇଏଲ୍‌ର ଉତ୍କଳ ହସପିଟାଲ ୪୭୦ ଗ୍ରାମରେ ସ୍ବାସ୍ଥ୍ୟ ସେବା, ୫୭ ହଜାର ଲୋକ ଲାଭାନ୍ବିତ ହୋଉଛନ୍ତି |

ରାୟଗଡ଼ା:-୧୨/୪ ଆଦିତ୍ୟ ବିର୍ଲା ଗ୍ରୁପ୍ର ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ୍‌ର ସହଯୋଗୀ ଆଲୁମି ନା କମ୍ପାନୀ ଉଚ୍ଚ ଉକ୍ ଳ ଇଣ୍ଟରନ୍ୟାସ୍ଟାଲ ଲି ମି ଟେଡ (ୟୁ ଏଆଇଏଲ୍) ପକ୍ଷରୁ ରାୟଗଡା ଜିଲ୍ଲାର ଟିକିରି  (ଓଷାପଡା) ଠାରେ ପରି ଚାଳିତ ଉତ୍କଳ ହସପିଟାଲ ଗ୍ରାମାଞ୍ଚଳରେ…

ସବୁ କଲେଜରେ ହେବ ICC |

ଭୁବନେଶ୍ୱର, ୧୧/୦୪: ସପ୍ତାହେ ଭିତରେ ସବୁ କଲେଜରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି- ICC ଗଠନ ପାଇଁ ନିର୍ଦ୍ଦେଶ। ଏନେଇ ସବୁ ସରକାରୀ, ବେସରକାରୀ, ଅନୁଦାନପ୍ରାପ୍ତ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ଆଞ୍ଚଳିକ ନିର୍ଦ୍ଦେଶାଳୟ ଶିକ୍ଷା ନିର୍ଦ୍ଦେଶକ। କମିଟି ଗଠନ ନ କଲେ…

ବିମାନର ଆଗ ସିଟ୍‌ରେ ମୃତ ପିଲାଙ୍କ ସ୍ମୃତି: ରକ୍ତ ଭିଜା ବ୍ୟାଗକୁ ସାଥିରେ ଅଛି ଫଟୋ

ତେହେରାନ, ୧୧/୦୪: ଇରାନ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଆଲୋଚନା ପାଇଁ ଇରାନର ଏକ ପ୍ରତିନିଧି ଦଳ ଇସଲାମାବାଦ ଯାଇଛନ୍ତି। ତେବେ ସେମାନଙ୍କ ବିମାନରେ ଏକ ବିଶେଷ ବ୍ୟବସ୍ଥା କରାଯାଇଥିଲା। ବିମାନର ଆଗ ସିଟ୍‌ରେ ଏକ ରକ୍ତ ଲାଗିଥିବା ସ୍କୁଲ୍ ବ୍ୟାଗ୍,…

ଭୁବନେଶ୍ୱରରୁ ଆତଙ୍କୀ ଗିରଫ

ଭୁବନେଶ୍ୱର, ୧୧/୦୪: ରାଜଧାନୀ ଭୁବନେଶ୍ବରରୁ ଆତଙ୍କବାଦୀ ଗିରଫ। କ୍ୟାପିଟାଲ ଥାନା ଅନ୍ତର୍ଗତ ୟୁନିଟ୍ ୬ ଅଞ୍ଚଳରୁ ଜଣେ ସନ୍ଦିଗ୍ଧ ଆତଙ୍କବାଦୀକୁ ଗିରଫ କରିଛି ଦିଲ୍ଲୀ ସ୍ପେଶାଲ ବ୍ରାଞ୍ଚ। ଉକ୍ତ ବ୍ୟକ୍ତି ଜଣକ ପାକିସ୍ତାନ ସହ ଲିଙ୍କରେ‌ ଥିଲେ।ସେ ୟୁନିଟ୍ ୬ ଅଞ୍ଚଳରେ…

ଆଜି ବିଶ୍ୱ ଛେନାପୋଡ଼ ଦିବସ |

ବିଶ୍ୱ ଛେନାପୋଡ଼ ଦିବସ:- ଛେନାପୋଡ଼ ଦିବସ ପ୍ରତିବର୍ଷ ଏପ୍ରିଲ ୧୧ ତାରିଖରେ ପାଳନ କରାଯାଏ। ଏହି ଦିବସ ଓଡ଼ିଶାର ପ୍ରସିଦ୍ଧ ମିଠା ଛେନାପୋଡ଼ର ସ୍ରଷ୍ଟା ସ୍ୱର୍ଗତ ସୁଦର୍ଶନ ସାହୁଙ୍କ ଜନ୍ମଦିନ ଉପଲକ୍ଷେ ପାଳନ କରାଯାଏ। ସେ ୧୯୩୧ ଏପ୍ରିଲ ୧୧ରେ ନୟାଗଡ଼…

ଟିଟିଲାଗଡ ପୌରପରିଷଦ ପକ୍ଷରୁ ଭାରତ ମଦିରତା ପେଟ୍ରୋଲ ପମ୍ପ ନିକଟରେ ଲସି ବଣ୍ଟନ |

ଟିଟିଲାଗଡ – ଟିଟିଲାଗଡ ମଦିରତା ଭାରତ ପେଟ୍ରୋଲ ପମ୍ପ ଛକ ଠାରେ ପୌର ପରିଷଦ ପକ୍ଷରୁ ଗ୍ରୀଷ୍ମ ଋତୁର ତିବ୍ରତାକୁ ଦୃଷ୍ଟିରେ ରଖି ଲସି ବଣ୍ଟନ ସହ ଜଳ ଛତ୍ରର ଶୁଭ ଉଦଘାଟନ କରାଗଲା। ସହରବାସୀଙ୍କ ସୁବିଧା ଓ ସ୍ୱାସ୍ଥ୍ୟ ସୁରକ୍ଷା…

error: Content is protected !!