Petrol Diesel Price: ବଢ଼ିବ ପେଟ୍ରୋଲ-ଡିଜେଲ୍ ଦାମ୍‌ ! ଏଭଳି ଚେତାବନୀ ଦେଲେ ଆରବିଆଇ ଗଭର୍ଣ୍ଣର

ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଉତ୍ତେଜନା ମଧ୍ୟରେ ଶକ୍ତି ସଙ୍କଟ ଉଗ୍ର ହେବାରେ ଲାଗିଛି । ଆଗକୁ ଦେଶରେ ପେଟ୍ରୋଲ-ଡିଜେଲ୍ର ଦାମ ବୃଦ୍ଧି ପାଇବ ବୋଲି ଆଶଙ୍କା ପ୍ରକାଶ ପାଇଛି । ପ୍ରଧାନମନ୍ତ୍ରୀ ମୋଦୀ ଶକ୍ତି ସଞ୍ଚୟ ପାଇଁ ଅପିଲ ବି କରିଛନ୍ତି…

୨୦ ତାରିଖରେ ଓଡ଼ିଶାରେ ବନ୍ଦ ରହିବ ସମସ୍ତ ଔଷଧ ଦୋକାନ

ଅନଲାଇନରେ ଔଷଧ ବିକ୍ରିକୁ ବିରୋଧ କରି ଆସୋସିଏସନ୍ ଏହି ନିଷ୍ପତି ନେଇଛି। ଡ୍ରଗ୍ ଆଣ୍ଡ୍ କସମେଟିକ ନିୟମ ଅନୁଯାୟୀ ଅନଲାଇନରେ ଔଷଧ ବିକ୍ରୟର କୌଣସି ପ୍ରାବଧାନ ନାହିଁ। କୋଭିଡ୍ ସମୟରେ ପରିସ୍ଥିତିକୁ ନଜରରେ ରଖି ଭାରତ ସରକାର ଜରୁରୀ ବିଜ୍ଞପ୍ତି ମାଧ୍ୟମରେ…

ଅନଲାଇନ ଟଙ୍କା ଇନଭେଷ୍ଟମେଣ୍ଟ ନାଁରେ ଲୋକଙ୍କୁ ଠକୁଥିଲେ, ମାଡ଼ି ବସିଲା ପୋଲିସ |

ଭୁବନେଶ୍ବର: ଠକୁଥିଲେ ମାଡ଼ି ବସିଲା ପୋଲିସ । ୫ ବଡ଼ ଧରଣର ସାଇବର ଲୁଟେରାଙ୍କୁ ବାନ୍ଧିଲା ପୋଲିସ । ଅନଲାଇନ ଟଙ୍କା ଇନଭେଷ୍ଟମେଣ୍ଟ ନାଁରେ ଲୋକଙ୍କୁ ଠକୁଥିବା ଏକ ସାଇବର ରାକେଟର ୫ ଜଣକୁ ଗିରଫ କଲା ସାଇବର ପୋଲିସ । ପୂର୍ବତନ…

ପ୍ରେମିକର ହତ୍ୟାକାରୀ ସାଜିଲା ପ୍ରେମିକା, ପିଟିପିଟି ମାରିଦେଲେ…

ନୂଆଦିଲ୍ଲୀ: ୬ ବର୍ଷର ପ୍ରେମ ସମ୍ପର୍କ । ବାହାହେବାକୁ ଦେଖାଇଲେ ସ୍ବପ୍ନ । ହେଲେ ଶେଷରେ ସେହି ପ୍ରେମିକା ସାଜିଲା ପ୍ରେମିକର ହତ୍ୟାର କାରଣ । ତରୁଣ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ । ପ୍ରେମିକା ଷଡ଼ଯନ୍ତ୍ରରେ ଏଭରି ଅଘଟଣ…

କଣ୍ଟାବାଞ୍ଜି ପୂର୍ବତନ ବିଧାୟକ ହାଜି ମହମ୍ମଦ ଆୟୁବ ଖାଁନ ହୃଦଘାତ ରେ ପରଲୋକ |

ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ପୂର୍ବତନ ବିଧାୟକ ହାଜି ମହମ୍ମଦ ଆୟୁବ ଖାଁନ ଙ୍କ ହୃଦଘାତରେ ମୃତୁବରଣ କରିଛନ୍ତି କଣ୍ଟାବାଞ୍ଜି ବାସି ତାଙ୍କର ଅକାଳ ବିୟୋଗ ରେ ବିଜୁ ଜନତା ଦଳ ଏବଂ ସାମର୍ଥକ ମର୍ମାହତ ହୋଇ ପଡିଛନ୍ତି, ବିଜୁ ଜନତା ଦଳ…

ଟିଟିଲାଗଡ ବଣିକ ସଂଘର ସଭାପତି ଭାବେ ନିର୍ଦ୍ୱନ୍ଦରେ ନିର୍ବାଚିତ – ଘୋଷଣା କଲେ ନିର୍ବାଚନ ଅଧିକାରି ଶ୍ରୀ ରାଧେଶ୍ୟାମ ଅଗ୍ରୱାଲ

ଟିଟିଲାଗଡ – ଟିଟିଲାଗଡ ବଣିକ ସଂଘର ନୂତନ କର୍ମକର୍ତ୍ତା ଚୟନ ପାଇଁ ଚଳିତ ବର୍ଷ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନ ପାଇଁ ରବିବାର ସକାଳେ ୧୦ ଟା ରୁ ଦ୍ୱିପହର ୨ ଟା ପର୍ଯ୍ୟନ୍ତ ଇଚ୍ଛୁକ ଥିବା ପ୍ରାର୍ଥୀ ମାନେ ନିଜ…

କଳାହାଣ୍ଡିର ବିଭିନ୍ନ ରେଳ ସମସ୍ୟା ସମ୍ପର୍କରେ ଆଲୋଚନା |

ଲାଞ୍ଜିଗଡ଼,୧୨/୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଗୋବର୍ଦ୍ଧନପୁର ପଞ୍ଚାୟତ ଅନ୍ତର୍ଗତ ରାମଚନ୍ଦ୍ରପୁର ପାସେଞ୍ଜର ହଲଟରେ ଟ୍ରେନ ରହଣୀ ଦାବି ନେଇ ରେଳଯାତ୍ରୀ ସଙ୍ଘ ରାମଚନ୍ଦ୍ରପୁର ଶାଖା ପକ୍ଷରୁ ସୋମବାର ସମ୍ବଲପୁର ରେଳ ମଣ୍ଡଳ ପ୍ରବନ୍ଧକଙ୍କୁ ଭେଟି ଏକ ଦାବିପତ୍ର…

ଟିଟିଲାଗଡ଼ ବଣିକ ସଙ୍ଘ ରେ ଶମ୍ଭୁ ପ୍ରସାଦ ଗୋୟଲ ନିର୍ବିରୋଧ ଅଧ୍ୟକ୍ଷ ଚୟନ”

ଟିଟିଲାଗଡ଼ ରୁ ଓଡିଶା ଵିୟୌର ମୁଖ୍ୟ ସନ୍ତୋଷ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଶ୍ରୀ କ୍ଷେତ୍ର ଲାଇଭ ତୃତୀୟ ଥର ପାଇଁ ନିର୍ବିରୋଧ ଭାବେ ଟିଟିଲାଗଡ଼ ବଣିକ ସଙ୍ଘର ଅଧ୍ୟକ୍ଷ ଭାବେ ଶମ୍ଭୁ ପ୍ରସାଦ ଗୋୟଲଙ୍କ ଚୟନ ସଂଘ ପାଇଁ ଗୌରବର…

ओम शांति प्रजापिता ब्रह्माकुमारी ईश्वरीय विश्वविद्यालय टिटिलागढ़ में 10 मईं को “मदर्स डे” और साथ-साथ सात दिवसीय “divine awareness समर कैंप” का समापन समारोह मनाया गया। *

टीटीलागढ़ से प्रमुख संवाद दाता संतोष कुमार पटनायक को रिपीट श्रीक्षेत्र लाइव मां ईश्वर के द्वारा दिया गया एक अमूल्य उपहार है, माँ नहीं होती तो संसार नहीं होता, मां…

ହାଇଓ୍ବା ଧକ୍କାରେ ବୃଦ୍ଧା ଗୁରୁତର, ଛିଣ୍ଡିଗଲା ଗୋଡ଼

କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଗାନ୍ଧୀ ଛକ ନିକଟରେ ବଡ଼ ଦୁର୍ଘଟଣା । ହାଇଓ୍ବା ଧକ୍କାରେ ଶାଗ ବିକାଳି ବୃଦ୍ଧା ଗୁରୁତର । ଶାଗ ବିକାଳି ବୃଦ୍ଧା ପରିଶ୍ରା କରିବାକୁ ଯିବାବେଳେ ଚଢ଼ିଗଲା ହାଇଓ୍ବା । ଛିଣ୍ଡିଗଲା ବୃଦ୍ଧାଙ୍କ ଡାହାଣ ଗୋଡ଼ ।…

error: Content is protected !!