ୱାଶିଂଟନ ଡିସି, ୦୮/୦୪: ପ୍ରଥମ ବିଶ୍ୱଯୁଦ୍ଧ ୧୯୧୪ ମସିହାରେ ଆରମ୍ଭ ହୋଇ ୧୯୧୮ ପର୍ଯ୍ୟନ୍ତ ଚାଲିଥିଲା। ପ୍ରାରମ୍ଭରେ, ଯୁକ୍ତରାଷ୍ଟ୍ର ଏହି ଯୁଦ୍ଧରେ ସାମିଲ ହୋଇନଥିଲା, କିନ୍ତୁ ପରେ ତତ୍କାଳୀନ ଆମେରିକା ରାଷ୍ଟ୍ରପତି ଉଡ୍ରୋ ୱିଲସନ ବିଶ୍ୱଯୁଦ୍ଧରେ ସାମିଲ ହେବାକୁ ଘୋଷଣା କରିଥିଲେ,…
ନୂଆଦିଲ୍ଲୀ, ୦୮/୦୪: ତେହେରାନରେ ଥିବା ଭାରତୀୟ ଦୂତାବାସ ବୁଧବାର ଏକ ନୂଆ ପରାମର୍ଶ ଜାରି କରି ଇରାନରେ ରହୁଥିବା ନାଗରିକମାନଙ୍କୁ ଶୀଘ୍ର ଦେଶ ଛାଡିବାକୁ ଅନୁରୋଧ କରିଛି। ଉତ୍ତମ ସମନ୍ୱୟ ଏବଂ ଜରୁରୀକାଳୀନ ପରିସ୍ଥିତି ପାଇଁ କିଛି ହେଲ୍ପଲାଇନ୍ ନମ୍ବର ମଧ୍ୟ…
ଭୁବନେଶ୍ୱର, ୦୮/୦୪: ଭିଜିଲାନ୍ସ ଜାଲରେ ପଡ଼ିଲେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ। କେନ୍ଦ୍ରୀୟ ଜଳସେଚନ ସର୍କଲର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତିଙ୍କ ଘରେ ଚାଲିଛି ରେଡ୍। ଯନ୍ତ୍ରୀଙ୍କ ଭୁବନେଶ୍ବର ଜଗନ୍ନାଥ ବିହାର ସ୍ଥିତ ଘର ସମେତ ୬ଟି ସ୍ଥାନରେ ଏକକାଳୀନ…
ତେହେରାନ, ୦୮/୦୪: ୩୫ ଦିନର ସଂଘର୍ଷ ପରେ ଶେଷରେ ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧ ବିରତି ଘୋଷଣା କରାଯାଇଛି। ଇରାନ ଓ ଆମେରିକା ୧୪ ଦିନିଆ ଯୁଦ୍ଧ ଘୋଷଣା କରିଛନ୍ତି। ସାମୟିକ ଭାବରେ ଏହା ଅସ୍ତ୍ରବିରତି କରିବ। କିନ୍ତୁ ଆଞ୍ଚଳିକ…
ରାଉରକେଲା ରୁ ଓଡିଶା ବ୍ୟୟୁରୋ ମୁଖ୍ୟ ସନ୍ତୋଷ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଶ୍ରୀ କ୍ଷେତ୍ର ଲାଇଭ ରାଉରକେଲା ଚଳିତ ଅପ୍ରେଲ ୧୧ ଓ ୧୨ ତାରିଖ ଦୁଇଦିନ ଧରି ସେକ୍ଟର-୧୩ ମେଲଣ ପଡିଆରେ ଆୟୋଜିତ ହେବାକୁ ଯାଉଛି ରାଉରକେଲା ଦିବସ।…
ଓଡିଶା ବୁୟୌର ମୁଖ୍ୟ ସନ୍ତୋଷ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଶ୍ରୀ କ୍ଷେତ୍ର ଲାଇଭ ରାଉରକେଲା: ଦକ୍ଷତା, ସ୍ୱଚ୍ଛତା ଏବଂ ଶିକ୍ଷାଗତ ଉତ୍କର୍ଷତା ପ୍ରତି ଏହାର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଥିବା ଏକ ଐତିହାସିକ ସଫଳତାରେ, ବିଜୁ ପଟ୍ଟନାୟକ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ, ଓଡ଼ିଶାକୁ…
ଟିଟିଲାଗଡ଼ ରୁ ଓଡିଶା ବ୍ୟୟୁରୋ ମୁଖ୍ୟ ସନ୍ତୋଷ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଟିଟିଲାଗଡ଼….ଟିଟିଲାଗଡ଼ ବିଜୁ ଜନତାଦଳ ର କାର୍ଯ୍ୟାଳୟ ରେ ମଙ୍ଗଳବାର ଏକ ପ୍ରାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ ଏହି ବୈଠକ…
ଭବାନୀପାଟଣା, ୫/୪ (କିଶନ ଶର୍ମା)- ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ଥୁଆପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ଖଡିଛୁଆଁ ଓ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ କଳାହାଣ୍ଡି ପାୱାର ସଚିନ ପ୍ରକାଶ, ଜିଲ୍ଲା ଶିକ୍ଷା ଅଧିକାରୀ…
ଭୁବନେଶ୍ୱର, ୦୬/୦୪: LPGର କୌଣସି ସମସ୍ୟା ନାହିଁ ବୋଲି ସୂଚନା ଦେଇଛନ୍ତି ଯୋଗାଣ ସଚିବ ସଞ୍ଜୟ ସିଂ। ମାସକ ଭିତରେ LPGକୁ ନେଇ ଅନେକ ପଦକ୍ଷେପ ନିଆଯାଇଛି। LPG, ପେଟ୍ରୋଲ ଓ ଡିଜେଲର ରାଜ୍ୟରେ କୌଣସି ଅଭାବ ନାହିଁ। ୭୦% କମର୍ସିଆଲ…
ନୂଆଦିଲ୍ଲୀ, ୦୬/୦୪: ପଶ୍ଚିମବଙ୍ଗ, ଓଡ଼ିଶା, ତାମିଲନାଡୁ ଏବଂ ପଶ୍ଚିମବଙ୍ଗରୁ ରାଜ୍ୟସଭାକୁ ନିର୍ବାଚିତ ସାଂସଦମାନେ ରାଜ୍ୟସଭା ସଦସ୍ୟ ଭାବରେ ଶପଥ ଗ୍ରହଣ କରିଛନ୍ତି। ଏନସିପି-ଏସସିପି ମୁଖ୍ୟ ଶରଦ ପାୱାର, କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେ ଏବଂ ଡିଏମକେର ତିରୁଚି ଶିବଙ୍କ ସମେତ ନେତାମାନେ ଶପଥ…