ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ କଣ୍ଟାବଣିଆ ଥାନା କମଳାଙ୍ଗ ଗ୍ରାମପଞ୍ଚାୟତ ରେ ଗଢି ରହିଥିବା ଜିଏମ୍ ଆର କମ୍ପାନୀ ଗଢି ରହିଛି ଆଉ ଗୋଟେଏସୋଲାର ପ୍ଲାଣ୍ଟ ଗଢିଚାଲିଛିଆରମ୍ଭରୁ ସେହି ସ୍ଥାନରେ ବଡବଡ ପଥର ରହିଛି ତାକୁ କିପରିଏହି,ଜେ ସିପି ଗାଡି ଦ୍ଵାରା ଆଉ କେଉଁ ଦ୍ଵାରା ଭାଙ୍ଗି ଖଣ୍ଡବିଖଣ୍ଡ କରି ଚାଲିଛି କାମ ହେଉଥିବାରୁ ତାହା ପାଇଁ କମ୍ପାନୀ କିଛି ସୁବିଧା ନକରି କିପରି କମ୍ପାନୀଏଠି କାମ କରି ଚାଲିଛି ଜିଏମଆରେ କମ୍ପାନୀରବୁଝାବୁଝି କରୁଥିବା ଏଠିକାର ଅଞ୍ଚଳରେ ଥିବାସୋଲାର କମ୍ପାନୀ କିଛି ସୁବିଧାନ କରି କିପରି କାମ କରିଚାଲିଛନ୍ତି ଜେସିବିଗାଡିଟି ପୁଡିଗଲା କାମ ହେଉଥିବା ସମୟରେ ଏହି ଗାଡିଟିଯାହାର ତାକୁ ଜିଏମ୍ଆରେ କମ୍ପାନୀ ଦେବ କାରଣଯଦି କମ୍ପାନୀ ପ୍ରଥମରୁ ଦମକଳଗାଡି ଓ ଅନ୍ୟେ ପ୍ରକାର ସୁବିଧା କରିପାରିଥାଆନ୍ତିl ସବୁ ପ୍ରକାର ସୁବିଧାନ କରିଏହିପରି ଗାଡିଟି ପୁଡି ଯାଇଛି ପୁଡିଯାଇଥିବା ସମୟରେ କମ୍ପାନୀ ଦମକଳ ଗାଡ଼ିଆସି ପହିଞ୍ଚିଛିଏହିପରି କରିଚାଲିଛି ଏଠି କମ୍ପାନୀ ଯେପରି ଲୋକମାନଙ୍କର ଭିଟାମାଟି ନେଇ ଶ୍ରମିକମାନଙ୍କୁ ଅଣ ଦେଖା କରୁଛି। ସେହିପରି ଖୁଲା ଖୁଲି ସେହିପରି ମନଇଛିI ଶାସନ କରିଚାଲିଛି। ଏଥିପ୍ରତି ପ୍ରଶାସନ ନା କେଉଁ ନେତା ମନ୍ତ୍ରୀ ନାଢେଙ୍କାନାଳ ଜିଲ୍ଲାରେ ମାଳମାଳ ନେତା ଅଛନ୍ତି କାହାରି ନଜରକୁ ଆସୁନାହିଁ କାହିଁକି ଏହି ପରି .ଜିଏମ୍ ଆରେ କମ୍ପାନୀ ଏକଛତ୍ର ଶାସନ କରିଚାଲିଛି ଏଠି ବାହାର ଲୋକଙ୍କୁ ଆଣି ଏଠିକାମ କରାଉଛି କାହିଁକି କମଳାଙ୍ଗ ଗ୍ରାମପଞ୍ଚାୟତରେ ନାହାନ୍ତି କି କାମ କରିବାପାଇଁ ଅଛନ୍ତି କାମ କରିବାପାଇଁ ଏହି ଅଞ୍ଚିଳକୁ ଅଣଦେଖା କରିଚାଲିଛି କାହାବାହୁବଳି ରେକେଉଁ ନେତା ମନ୍ତ୍ରୀ ପାଉଁଆର ରେ ଏକଛତ୍ର ଶାସନ କରିଚାଲିଛି ଆଜି ଯେଉଁ ଜେସିବିକାମକରୁଥିବା ଅଘଟଣ ଟି ଘଟିଛି ଏଥିପ୍ରତି କମ୍ପାନୀଦାଇରହିବ ଏଥିପ୍ରତି ତୁରନ୍ତୁ ଆଇନି ଅନୁସାରେ, ନିଆଯାଉ, ଢେଙ୍କାନାଳ ଜିଲ୍ଲାରେ ତହସିଲିଠାରୁ RIଓପ୍ରଶାସନ କାହିଁକିଏହି ଅଞ୍ଚଳବାସିଙ୍କୁ ଅଣଦେଖା କରି ଚାଲିଛନ୍ତି ନା ତାଙ୍କ ପାଖକୁ ନଜପଡୁନାହିଁ ନା ଖବର ପ୍ରସାରଣରେ ପହଞ୍ଚିପାରୁନାହିଁ ନା ଆଉ କିଛି ରହିଛି ଏଠି ଏଥିପ୍ରତି ତୁରନ୍ତୁଆଇନି ଅନୁସାରେ ନିଆଯାଉ
ଭିଡିଓ ଦେଖନ୍ତୁ :-

