*କୋକସରା ବ୍ଲକ ଅନ୍ତର୍ଗତ ମାଝୀଗୁଡା ପଞ୍ଚାୟତ କାଦୋପଡା କେନାଲ ପାଣି ରେ ଭାସୁ ଅଛି ବୃଦ୍ଧ ଙ୍କ ମୃତ ଦେହ*

କୋକସରା ରୁ ଓଡ଼ିଶା ବ୍ୟୁରୋ ମୁଖ୍ୟ ସନ୍ତୋଷ କୁମାର ପଟ୍ଟନାୟକ ରିପୋର୍ଟ୍ ଶ୍ରୀ କ୍ଷେତ୍ର ଲାଇଭ

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମାଝୀଗୁଡା ପଞ୍ଚାୟତ କାଦୋପଡା ନିକଟରେ ଥିବା ଉଠା ଜଳସେଚନ କେନାଲ ରେ ଆଜି ସକାଳେ ଜଣେ ବୃଦ୍ଧ ଙ୍କ ମୃତଦେହ ପାଣି ରେ ଭାସୁଥିବା ଅବସ୍ଥାରେ ଥିବା ଦେଖି ସ୍ଥାନୀୟ ଲୋକମାନେ ପୋଲିସ ଓ ଅଗ୍ନିଶ୍ରମ ବିଭାଗ

କୁ ଖବର ଦେଇଥିଲେ।ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଦମକଲ କର୍ମଚାରୀ କେନାଲ ରୁ ବୃଦ୍ଧ ଙ୍କ ଶବ ଉଦ୍ଧାର କରିଛନ୍ତି। ତେବେ ମୃତକ ଙ୍କ ପରିଚୟ ଅସ୍ପଷ୍ଟ ରହିଛି।କୋକସରା ପୋଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ କୋକସରା ସ୍ୱାସ୍ଥ୍ୟକେନ୍ଦ୍ର କୁ ପଠାଇବା ସହ  କୋକସରା ପୋଲିସ୍ ତଦନ୍ତ ଜାରି ରହିଥିବା ନେଇ ସୂଚନା ମିଳିଛି

Leave a Reply

Your email address will not be published. Required fields are marked *

error: Content is protected !!