ଟିଟିଲାଗଡ ମୁଖ୍ୟ ଡାକ୍ତର ଖାନା ରେ ଥିବା ରକ୍ତ ଭଣ୍ଡାର ରେ ରକ୍ତ ର ଅଭାବ ଦିନକୁ ଦିନ ବଢିବା ରେ ଲାଗି ଅଛି, ରୋଗୀ ମାନଙ୍କ ପାଇଁ ରକ୍ତ ମିଳୁ ନ ଥିବାରୁ କଂଗ୍ରେସ ବିଧାୟକ ପ୍ରାଥି ଦୁଃଖ ପ୍ରକାଶ କରି ଅଛନ୍ତି ଏବଂ ସବୁ ସ୍ଵଚ୍ଛା ସେବୀ ସଂଗଠନ ସଚେତନ ନାଗରିକ ମାନଙ୍କୁ ଅନୁରୋଧ କରି ଅଛନ୍ତି ରକ୍ତ ର ଅଭାବ ଅଛି ତେଣୁ ଛୋଟ ଛୋଟ ରକ୍ତ ଦାନ ଶିବିର କଲେ ରୋଗୀ ମାନେ ଉପକୃତ ହେବେ, ଟିଟିଲାଗଡ ରକ୍ତ ଭଣ୍ଡାର ର ରେ କେବଳ ୪୦୦ ୟୁନିଟ ରହି ପାରିବ ତେଣୁ ଛୋଟ ଛୋଟ ରକ୍ତ ଦାନ ଶିବିର କଲେ ଗର୍ଭବତୀ ମହିଳା ସିକିଲିଂ ମହିଳା ମାନେ ଉପକୃତ ହେବା ସହିତ ରକ୍ତଦାନ ମହତ୍ ଦାନ ହୋଇ ଥାଏ ତେଣୁ ଟିଟିଲାଗଡ ଉପଖଣ୍ଡ ରେ ଥିବା ଛାତ୍ର ସମାଜ ଯୁବ ସମାଜ କୁ ଅନୁରୋଧ କରି ଅଛନ୍ତି ଆଇନ ଜିବି ତଥା କଂଗ୍ରେସ୍ ବିଧାୟକ ପ୍ରାଥୀ ବୀରେନ୍ଦ୍ର ବାଗ ଏବଂ ତତ୍ କାଳ ରକ୍ତ ଦାନ କାଳେ ମଧ୍ୟ ଭଳ ହେବା ସହିତ ରକ୍ତ ଦାନ ଜିବନ ଦାନ ଏକ ମହାପୂଣ୍ୟ ଅଟେ, ବର୍ତ୍ତମାନ ସମୟରେ ପ୍ରତିଦିନ ରକ୍ତ ଦରକାର ହେଉ ଅଛି ଗର୍ଭବତୀ ଅବଂ ଶିକିଲିଂ ରୋଗୀ ଙ୍କ ପାଇଁ ତେଣୁ ସମସ୍ତ ସଂଘଠନ ଏବଂ ଯୁବ ସମାଜ କୁ ଅନୁରୋଧ କରି ଅଛନ୍ତି,
ଏହି ମହତ୍ କାମରେ ଯୋଗ ଦାନ କରିବା ସହିତ ଏକ ମୂଲ୍ୟବାନ ଜୀବନକୁ ବଞ୍ଚି ଯାଇ ପାରେ ବୋଲି ନିଜର ମତ ରଖି ଅଛନ୍ତି କଂଗ୍ରେସ୍ ବିଧାୟକ ପ୍ରାଥୀ ବୀରେନ୍ଦ୍ର ବାଗ |
