ଏମିତି ଜୀବନ ଦେଇଛ ପ୍ରଭୁ ହେଦୁଃଖ ପରେ ଖାଲି ଦୁଃଖତଥାପି ମୋ ମନେ ଅବଶୋଷ ନାହିଁଦେଇନାହଁ ବୋଲି ସୁଖଆଦରି ନେଇଛି ଆଶିର୍ବାଦ ଭାବିଯାହାତ ଦେଇଛ ମୋତେଦୁଃଖର ପାହାଡ ଲଦି ଦିଅ ପଛେଡାକୁଥିବି ମୁହିଁ ତୋତେଜୟ ଶ୍ରୀ ଜଗନ୍ନାଥ🙏🏻🙏🏻ଲଖୁ ଲଖୁ ଲେଖି ଦେଲି…✍️
Your email address will not be published. Required fields are marked *
Comment *
Name *
Email *
Website
Save my name, email, and website in this browser for the next time I comment.