ନବୀନ ମୋ ନେତା ଓ ମୁଁ ବିଜେଡି ସହ ଅଛି: ସୁବାସିନୀ ଜେନା

ଓଡ଼ିଆ ନ୍ୟୁଜ୍: ନବୀନ ମୋ ନେତା ଓ ମୁଁ ବିଜେଡି ସହ ଅଛି କହିଲେ ସୁବାସିନୀ ଜେନା।ରବୀନ୍ଦ୍ର ଜେନାଙ୍କ ପତ୍ନୀ ତଥା ବିଜେଡି ବିଧାୟିକା ସୁବାସିନୀ ଜେନାଙ୍କ ପ୍ରତିକ୍ରିୟା। ମୁଁ ଜଣେ ଶୃଙ୍ଖଳିତ କର୍ମୀ ଓ ଦଳର ନିର୍ଦ୍ଦେଶ ଅନୁସାରେ କାମ…

ଓଡ଼ିଶାରେ ମହିଳା ନେତୃତ୍ୱର ନୂଆ ଅଧ୍ୟାୟ |

ମିଶନ ଶକ୍ତି ବିଭାଗ ପକ୍ଷରୁ ପ୍ରଥମ ଥର ପାଇଁ ଆୟୋଜିତ କୋଣାର୍କ ଠାରେ ଛ ଦିନିଆ ‘ସୁଭଦ୍ରା ଶକ୍ତି ନେତୃତ୍ୱ ସମ୍ମିଳନୀ’ ସଫଳତାର ସହିତ ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ…

୨୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ, ଭିଜିଲାନ୍ସ ହାତରେ ଧରାପଡିଲେ ପୁଲିସ ଏଏସଆଇ |

ସୁନ୍ଦରଗଡ, ୧୨।୩ : ଚୋରା ମଦ ବେପାର ପାଇଁ ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ପୁଲିସ ଏଏସଆଇ। ଏଏସଆଇ ଜଣକ ହେଉଛନ୍ତି ବଡ଼ ଗାଁ ଥାନାର ଅରୁପା ନନ୍ଦ ଦାଶ। ଚୋରା ମଦ ବେପାର ପାଇଁ ୨୫ ହଜାର…

*ବଲାଙ୍ଗିର ଜିଲ୍ଲା ଭୀମଭୋଇ ମେଡ଼ିକାଲ କଲେଜ ଓ ହସପିଟାଲ ଅଡିଟୋରିୟମ ଠାରେ ଆର୍ନ୍ତଜାତୀୟ ମହିଳା ଦିବସ ପାଳିତ*

ଟିଟିଲାଗଡ ରୁ ଓଡ଼ିଶା ବ୍ୟୁରୋ ମୁଖ୍ୟ ସନ୍ତୋଷ କୁମାର ପଟ୍ଟନାୟକ ଙ୍କ ସହିତ ବଲାଙ୍ଗିର ରୁ ମୁନା ଗୌଡ଼ ଙ୍କ ରିପୋର୍ଟ୍ ଶ୍ରୀ କ୍ଷେତ୍ର ଲାଇଭ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ସ୍ଥାନୀୟ ଭୀମଭୋଇ…

ନକଲି ମଦ ଜବତ : ୩ ଗିରଫ

ଭୁବନେଶ୍ୱର, ୦୨/୦୩ : ବିହାର ଅଞ୍ଚଳର ୩ ବ୍ୟକ୍ତି ଏକ ଭଡାଘରେ ନକଲି ବିଦେଶୀ ମଦ ତିଆରି କରି ସ୍ଥାନୀୟ ଅଞ୍ଚଳରେ ବିକ୍ରି କରୁଥିବା ଅବକାରୀ ବିଭାଗ ତଦନ୍ତରୁ ଜଣା ପଡ଼ିଛି। ଗିରଫ ୩ ଜଣ ସ୍ଥାନୀୟ ବିଦେଶୀ ମଦ ଦୋକାନ…

 ୧ କିଲୋ ସୁନା, ୪କିଲୋ ରୁପା ଅଳଂକାର ଜବତ |

 ଆଜି ଭଦ୍ରକ ପୁଲିସକୁ ଏକ ବଡ ସଫଳତା ମିଳିଛି। ଗତ କିଛି ମାସ ହେଲା ଭଦ୍ରକରେ ବିଭିନ୍ନ ଲୋକଙ୍କ ଘରେ ପଶି ଆନ୍ତଃରାଜ୍ୟ ଡକାୟତମାନେ ସୁନା ଗହଣା ଲୁଟ କରୁଥିଲେ। ପୁଲିସ ପକ୍ଷରୁ ଏହି ଲୁଟେରା ଓ ଡକାୟତ ଟିମକୁ ଗିରଫ…

ବିଜେପି ଦେବ ୩ ପ୍ରାର୍ଥୀ |

ରାଜ୍ୟସଭା ପାଇଁ ବିଜେପି ଦେବ ୩ ପ୍ରାର୍ଥୀ। ୫ ତାରିଖରେ ବିଜେପିର ୩ ପ୍ରାର୍ଥୀ ଭରିବେ ନାମାଙ୍କନ।ଆଜି ମୁଖ୍ୟମନ୍ତ୍ରୀ ଡାକିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଷ୍ପତ୍ତି। ୩ ପ୍ରାର୍ଥୀଙ୍କ ପାଇଁ ନାମାଙ୍କନ ପତ୍ରରେ ନିଆଗଲା ବିଧାୟକଙ୍କ ଦସ୍ତଖତ। ନାମାଙ୍କନ ସମୟରେ ଉପସ୍ଥିତ ରହିବାକୁ…

ଟିଟିଲାଗଡ଼ ଠାରେ ଆୟୋଜିତ ସୂର୍ଯ୍ୟମଣି ପାଢ଼ୀ ମେମୋରିଆଲ ବଡି ବିଲଡିଂ ଚାମ୍ପିଅନସିପରେ ଉତ୍କଳ ଶ୍ରୀ ୨୦୨୬ ହେଲେ ପୁରୀର ଜଗନ୍ନାଥ ଖୁଣ୍ଟିଆ |

ଟିଟିଲାଗଡ଼ – ସ୍ଥାନୀୟ ବାଳକ ହାଇସ୍କୁଲ ଖେଳ ପଡିଆରେ ସହିଦ ଜୀମନାସୀୟମ୍ ତରଫରୁ ରାଜ୍ୟ ସ୍ତରୀୟ ସୂର୍ଯ୍ୟମଣି ପାଢ଼ୀ ମେମୋରିଆଲ ବଡି ବିଲ୍ଡିଙ୍ଗ ଚାମ୍ପିଅନସିପ ଉଦଯାପିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ ବିଧାୟକ ଶ୍ରୀଯୁକ୍ତ ନବୀନ ଜୈନ,…

ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଚାରିଜଣ ଆହତ |

ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ଅଧିନସ୍ଥ ତୋଟାଗୁଡା ବୁଲାଣି ନିକଟରେ ଆଜି ଦିନରେ ଦ୍ରୁତଗତି ରେ ଆସି ବୁଲାଣି ରେ କାଟି ନ ପାରି ଭରସାମ୍ୟ ହରାଇ ଅଲଟିପୋଡ଼ିଲା l ସୂଚନା ଅନୁଯାଇ ଜେକେପୁର ଅଞ୍ଚଳ ର ପାଞ୍ଚଜଣଙ୍ ଶ୍ରମିକ…

(HPV) ଟୀକାକରଣ ରାୟଗଡାଜିଲ୍ଲା ମୁଖ୍ୟଚିକିତ୍ସାଳୟ ରେ ଉନ୍ମୋଚନ |

ରାୟଗଡା  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଜରାୟୁ ଗ୍ରୀବା କର୍କଟ ବା ସର୍ଭାଇକାଲ୍ କ୍ୟାନ୍ସର ଟୀକାକରଣ ର ଉନ୍ମୋଚନ ହୋଇଥିଲା ମୁଖ୍ୟ ଅତିଥିଭାବେ ସ୍ଥାନୀୟ ବିଧାୟକ ଆପୋଲ ସ୍ଵମୀ କାର୍ଡକା, ସଂlସଦ ସପ୍ତଗିରି ସଙ୍କର ଉଲାକା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ CDMO…

error: Content is protected !!