ଡାକିଲେ ନବୀନ, ଆସିଲେନି ୩ ବିଧାୟକ; ବିଜେଡିରେ ଅଦୃଶ୍ୟ ବିଭୀଷଣ କିଏ ?

ନବୀନଙ୍କ ନିର୍ଦ୍ଦେଶକୁ ଫୁ କରି ଉଡାଇ ଦେଲେ ବିଜେଡିର ୩ ବିଧାୟକ । ଦଳୀୟ ବୈଠକକୁ ଆସିଲେନି, ମକ୍ ପୋଲର ଟ୍ରେନିଂ ବି ନେଲେନି । ଯାହା ରାଜ୍ୟସଭା ନିର୍ବାଚନକୁ ରହସ୍ୟମୟ ଓ ରୋଚକ କରିଛି । ଦଳର ସବୁ ବିଧାୟକଙ୍କ…

ବଢୁଛି ଗ୍ରୀଷ୍ମ ପ୍ରବାହ ତାତି ରେ ଜଳୁଛି ଜଙ୍ଗଲ |

ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଉପଖଣ୍ଡ ରେ ଥିବା ଗନ୍ଧମାର୍ଦ୍ଦନ, ଥୁଟା, ବୁଢିକୁଢେର,ବାରପଟା, ଲରମ୍ଭା ଆଦି ଜଙ୍ଗଲରେ ପ୍ରତି ଦିନ ନିଆଁ ଲାଗିଥିବା ଦେଖିବାକୁ ମିଳୁଛି । ଏହି ନିଆଁରେ ଅନେକ ମୁଲ୍ୟବାନ ଗଛ ପୋଡି ପାଉଁଶ ହୋଇଯାଇଥିବା ବେଳେ ଅନେକ ଦୁର୍ମୁଲ୍ୟ…

ଘରେ ପଶି ମାରଣାସ୍ତ୍ର ଦେଖାଇ ସର୍ବସ୍ୱ ଲୁଟିନେଲେ ଦୁର୍ବୁର୍ତ୍ତ।

ରାୟଗଡା ସହରେ ଘଟିଛି ଅଭାବ ନିୟ ଘଟଣା ।ଘରେ ପଶି ବନ୍ଧୁକ ଦେଖାଇ ଲୁଟି ନେଲେ ସୁନା ଅଳଙ୍କାର ଓ ଆସବାବପତ୍ର ।ରାୟଗଡା ସହର ରିଙ୍ଗ ରୋଡ଼ ସ୍ଥିତ ଅଗ୍ନିଶମ କାର୍ଯ୍ୟାଳୟ ନିକଟରେ ଘଟିଛି ଏହିଭଳି ଘଟଣା।ପୂର୍ତ୍ତ ବିଭାଗ କର୍ମଚାରୀ ବସନ୍ତ…

ରାୟଗଡା ସହରରେ ଆଜି ସନ୍ଧ୍ୟାରେ ଏକ ଚଞ୍ଚଳକର ଘଟଣା ଘଟିଛି |

ରାୟଗଡା ରେଳଷ୍ଟେସନ୍ ନିକଟରେ ଜଣେ ଅଧ୍ୟାପକଙ୍କୁ ଆକ୍ରମଣ କରି ଲୁଟ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି।ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ରାପଡା ଜିଲ୍ଲାର ବାସିନ୍ଦା ୪୬ ବର୍ଷୀୟ ବଳରାମ ପରିଡା, ଯିଏ ରାୟଗଡା ସ୍ଥିତ ଏମଆଇଟିଏସ୍ କଲେଜ୍‌ର ଆଇଟି ବିଭାଗରେ ଲେକ୍ଚରାର ଭାବେ…

ପାରାଦୀପ ଇଫକୋ ପରିସରରେ ସଲ୍ ଫୁରିକ ଏସିଡି ପ୍ଲାଣ୍ଟ ଉଦଘାଟିତ |

ପାରାଦ୍ଵୀପ ଇଫକୋ ପରିସରରେ ସଲ ଫୁରିକ ଏସିଡି ପ୍ଲାଣ୍ଟ ଉଦଘାଟନ କରାଯାଇ ଥିବା ବେଳେ ଉଦଘାଟନୀ ଉତ୍ସବରେ ଭାରତ ସରକାରଙ୍କ ଗୃହ ମନ୍ତ୍ରୀ ଅମିତି ଶାହା ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ମାସିକ ୨୦୦୦ ଟନ କ୍ଷେମତା ବିଶିଷ୍ଟ ସଲ…

ଟିଟିଲାଗଡ଼ ବ୍ରାହ୍ମଣ ସମାଜ ପକ୍ଷରୁ ସାମୁହିକ ବ୍ରତୋପନୟନ କାର୍ଯ୍ୟକ୍ରମ ଜଗନ୍ନାଥ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି |

ଟିଟିଲାଗଡ଼ :(ସନ୍ତୋଷ ପଟ୍ଟନାୟକ )ଟିଟିଲାଗଡ ରେ ଦୀର୍ଘ 18 ବର୍ଷ ହେବ ଟିଟିଲାଗଡ଼ ବ୍ରାହ୍ମଣ ସମାଜ ତରଫରୁ ଏହି ସାମୁହିକ ବ୍ରତୋ ପନୟନ କାର୍ଯ୍ୟକ୍ରମ ହୋଇ ଆସୁଛି ଜଗନାଥ ମନ୍ଦିର ରେ ,ବଲାଙ୍ଗୀର କଳାହାଣ୍ଡି ସୋନପୁର ନୂଆପଡା ଆଦି ଜିଲ୍ଲା ସହିତ…

କବି ଟୁଲୁ ପଟ୍ଟନାୟକ ଙ୍କ ଲେଖା ରୁ ପଦେ

“ଶବ୍ଦର କୋଳାହଳ ଠାରୁ ଦୂରେ,ମନର ଅନୁଭବକୁ ଭରସା କରଲୋକମାନଙ୍କ ଭିଡ଼ରୁ ଅଳ୍ପ ଦୂରେ ରହିବାଓ ନିରବତାରେ ଡୁବିଯିବାକୌଣସି ଅଭାବ ନୁହେଁସେହି ନିରବତାର ଗଭୀରତାରେଜାଗ୍ରତ ହୁଏ ଆତ୍ମାର ପ୍ରଜ୍ଞାଯେଉଁଠାରେ ମନ ପାଏସତ୍ୟର ଅମୂଲ୍ୟ ଆଲୋକଲଖୁ ଲଖୁ ଲେଖି ଦେଲି

ଟୁଲୁ ପଟ୍ଟନାୟକ ଙ୍କ ଲେଖା ରୁ ପଦେ

ନିରବତା ହେଉଛି ସେଇ ଢାଲ, ଯାହା ଆମ ହୃଦୟକୁ ଶାନ୍ତ ରଖି ଆତ୍ମାକୁ ସୁରକ୍ଷିତ କରେଲଖୁ ଲଖୁ ଲେଖି ଦେଲି…✍️ଭଗବାନ ଆପଣଙ୍କୁ ସଦ ସୁରକ୍ଷିତ ରଖନ୍ତୁଏବଂ ସମସ୍ତଙ୍କ ଜୀବନକୁ ମଙ୍ଗଳମୟ କରନ୍ତୁ

ପାଞ୍ଚ ଜଣ ଟ୍ରାକ୍ଟର ଚୋର ଗିରଫ |

ବଲାଙ୍ଗୀର ଜିଲ୍ଲା ରୁ ଚୋରି ହୋଇଥିବା ଟ୍ରାକ୍ଟରକୁ ଆନ୍ଧ୍ରପ୍ରଦେଶରୁ ଉଦ୍ଧାର କରିଛି ଲୋଇସିଂହା ପୋଲିସ। ବଲାଙ୍ଗୀର ଏସ୍‌ଡିପିଓଙ୍କ କାର୍ଯ୍ୟାଳୟଠାରେ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀ କରି ଚୋରି ସମ୍ପର୍କରେ ସବିଶେଷ ତଥ୍ୟ ରଖିଥିଲେ ଏସ୍‌ଡିପିଓ ସରୋଜ କୁମାର ଉପାଧ୍ୟାୟ। ଗତ ଅକ୍ଟୋବର…

ସ୍ପିଡ୍‌ ବାଇକର ମାନଙ୍କୁ ସାବାଡ଼ କରୁଛି ବଲାଙ୍ଗୀର ପୋଲିସ ଅପରେସନ ସୁପର |

ଦୁର୍ଘଟଣାରେ ସରକାରୀ ଆୟୁର୍ବେଦିକ କଲେଜର ଡାକ୍ତରୀ ଛାତ୍ରୀଙ୍କ ମୃତ୍ୟୁ ପରେ ଏବେ ଆକ୍ସନ ମୋଡ଼ରେ ବଲାଙ୍ଗୀର ଟାଉନ ପୋଲିସ । ବଲାଙ୍ଗୀର ସହରରେ ସ୍ପିଡ୍‌ ବାଇକରମାନଙ୍କୁ ସାବାଡ଼ କରିବା ପାଇଁ ପୋଲିସ ଅପରେସନ “ସୁପର” ଆରମ୍ଭ କରିଛି । ସୁପର ବାଇକ…

error: Content is protected !!