ଆସନ୍ତା ୧୪ ଜାନୁୟାରୀ ଶନିବାର ଦିନ ଶିବରାତ୍ରୀ ମେଳା ଅନୁଷ୍ଠିତ ହେବାକୁ ଯାଉ ଥିବା ବେଳ ୭ ଦିନ ପର୍ଯ୍ୟନ୍ତ ମେଳା ହେବାକୁ ଯାଉ ଥିବା ବେଳ ଷ୍ଟଲ ବଣ୍ଟନ କର୍ଯ୍ୟ କ୍ରମ୍ ଅନୁଷ୍ଟିତ ହେଇ ଯାଇ ଅଛି ଦଧିବାମନ ମନ୍ଦିର ଟ୍ରଷ୍ଟ ର ଏଲମେଣ୍ଟ କମିଟି ମେମ୍ବର ତଥା ବଣିକ ସଂଘ ର ସଭାପତି ଶମ୍ଭୁ ପ୍ରସାଦ ଗୋୟଲ, ଟିଟିଲାଗଡ ବିକାଶ ସେନା ସଭାପତି ଇଞ୍ଜିନିୟର ଅମ୍ଳାନ ଷଡଙ୍ଗୀ, ଦୁର୍ଯୋଧନ ସାହୁ, ଧୁବଲେ ଧଳ ବେହେରା, ରିଂକୁ ଦାସ, ଗୋପଲୁ ବେହେରା, ସନ୍ତୋଷ କୁମାର୍ ବାଗ, ଭୂପତି ବାରିକ, ସୁଧୀର ଅଗ୍ରୱାଲା, ଟିନୁ ଜୈନ, ତ୍ରିନାଥ ସରାଫ ଙ୍କ ସହିତ ଦାଧିବାମ ମନ୍ଦୀର ଟ୍ରଷ୍ଟ ର ଅନେକ କର୍ମ କର୍ତ୍ତା ଉପସ୍ଥିତ ରହି ଥିଲେ ଏବଂ ଶାନ୍ତି ଶୃଙ୍ଖଳା ସହିତ ଷ୍ଟଲ ବଣ୍ଟନ କାର୍ଯ୍ଯ କ୍ରମ କୁ ସଫାଲ୍ୟ ମଣ୍ଡିତ କରି ଥିଲେ,
