ରାଜଧାନୀରେ ପୁଣି ବୁଲିଲା ଖଣ୍ଡା, ଗୌତମ ନଗର ବସ୍ତିରେ ଖେଳାଇଲେ ଆତଙ୍କ |

ରାଜଧାନୀରେ ପୁଣି ବୁଲିଲା ଖଣ୍ଡା। ଦିନ ଦ୍ୱିପ୍ରହରରେ ବୁଲିଲା ଖଣ୍ଡା। ୬ଜଣ ଯୁବକ ମାସ୍କ ପିନ୍ଧି ଗୌତମ ବସ୍ତିରେ ଖେଳାଇଲେ ଆତଙ୍କ । ଏକାଧିକ ଲୋକଙ୍କୁ ଖଣ୍ଡାରେ ହାଣିଲେ। ଖଣ୍ଡା ଚୋଟରେ ଦୁଇଜଣ ଗୁରୁତର ହୋଇଛନ୍ତି। ଗାଡ଼ି ଓ ଘର ଭଙ୍ଗାରୁଜା…

ଗ୍ରୀଷ୍ମ ଆରମ୍ଭରୁ ତାତି ଅସମ୍ଭାଳ; ଚଳିତ ବର୍ଷ ପ୍ରଥମ ଥର ପାଇଁ ୪୦ ଡ଼ିଗ୍ରୀ ଟପିଲା ତାପମାତ୍ରା |

ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ଅତିକ୍ରମ କରିଛି। ପଶ୍ଚିମ ଓଡ଼ିଶାର ଶିଳ୍ପ ସହର ଝାରସୁଗୁଡ଼ା ଏବେ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଚଳିତ…

ଭିଜିଲାନ୍ସ ଜାଲରେ ବଡ଼ଗାଁ ଥାନା ASI: ଢାବା ବ୍ୟବସାୟୀଙ୍କୁ ଗିରଫ ଭୟ ଦେଖାଇ ନେଉଥିଲେ ଲାଞ୍ଚ, ମାଡ଼ି ବସିଲା…

ପୁଣି ଜଣେ ପୋଲିସ ଅଧିକାରୀ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି। ମୋଟା ଅଙ୍କର ଲାଞ୍ଚ ନେଉଥିବା ସମୟରେ ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନାର ଏଏସ୍‌ଆଇ ଅରୂପାନନ୍ଦ ଦାସଙ୍କୁ ମାଡ଼ି ବସିଛି ଭିଜିଲାନ୍ସର ସ୍ବତନ୍ତ୍ର ଟିମ। ସୂଚନା ମୁତାବକ, ରାସ୍ତା ପାର୍ଶ୍ୱରେ ଥିବା…

ନବୀନ ମୋ ନେତା ଓ ମୁଁ ବିଜେଡି ସହ ଅଛି: ସୁବାସିନୀ ଜେନା

ଓଡ଼ିଆ ନ୍ୟୁଜ୍: ନବୀନ ମୋ ନେତା ଓ ମୁଁ ବିଜେଡି ସହ ଅଛି କହିଲେ ସୁବାସିନୀ ଜେନା।ରବୀନ୍ଦ୍ର ଜେନାଙ୍କ ପତ୍ନୀ ତଥା ବିଜେଡି ବିଧାୟିକା ସୁବାସିନୀ ଜେନାଙ୍କ ପ୍ରତିକ୍ରିୟା। ମୁଁ ଜଣେ ଶୃଙ୍ଖଳିତ କର୍ମୀ ଓ ଦଳର ନିର୍ଦ୍ଦେଶ ଅନୁସାରେ କାମ…

ଓଡ଼ିଶାରେ ମହିଳା ନେତୃତ୍ୱର ନୂଆ ଅଧ୍ୟାୟ |

ମିଶନ ଶକ୍ତି ବିଭାଗ ପକ୍ଷରୁ ପ୍ରଥମ ଥର ପାଇଁ ଆୟୋଜିତ କୋଣାର୍କ ଠାରେ ଛ ଦିନିଆ ‘ସୁଭଦ୍ରା ଶକ୍ତି ନେତୃତ୍ୱ ସମ୍ମିଳନୀ’ ସଫଳତାର ସହିତ ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ…

୨୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ, ଭିଜିଲାନ୍ସ ହାତରେ ଧରାପଡିଲେ ପୁଲିସ ଏଏସଆଇ |

ସୁନ୍ଦରଗଡ, ୧୨।୩ : ଚୋରା ମଦ ବେପାର ପାଇଁ ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ପୁଲିସ ଏଏସଆଇ। ଏଏସଆଇ ଜଣକ ହେଉଛନ୍ତି ବଡ଼ ଗାଁ ଥାନାର ଅରୁପା ନନ୍ଦ ଦାଶ। ଚୋରା ମଦ ବେପାର ପାଇଁ ୨୫ ହଜାର…

*ବଲାଙ୍ଗିର ଜିଲ୍ଲା ଭୀମଭୋଇ ମେଡ଼ିକାଲ କଲେଜ ଓ ହସପିଟାଲ ଅଡିଟୋରିୟମ ଠାରେ ଆର୍ନ୍ତଜାତୀୟ ମହିଳା ଦିବସ ପାଳିତ*

ଟିଟିଲାଗଡ ରୁ ଓଡ଼ିଶା ବ୍ୟୁରୋ ମୁଖ୍ୟ ସନ୍ତୋଷ କୁମାର ପଟ୍ଟନାୟକ ଙ୍କ ସହିତ ବଲାଙ୍ଗିର ରୁ ମୁନା ଗୌଡ଼ ଙ୍କ ରିପୋର୍ଟ୍ ଶ୍ରୀ କ୍ଷେତ୍ର ଲାଇଭ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ସ୍ଥାନୀୟ ଭୀମଭୋଇ…

ନକଲି ମଦ ଜବତ : ୩ ଗିରଫ

ଭୁବନେଶ୍ୱର, ୦୨/୦୩ : ବିହାର ଅଞ୍ଚଳର ୩ ବ୍ୟକ୍ତି ଏକ ଭଡାଘରେ ନକଲି ବିଦେଶୀ ମଦ ତିଆରି କରି ସ୍ଥାନୀୟ ଅଞ୍ଚଳରେ ବିକ୍ରି କରୁଥିବା ଅବକାରୀ ବିଭାଗ ତଦନ୍ତରୁ ଜଣା ପଡ଼ିଛି। ଗିରଫ ୩ ଜଣ ସ୍ଥାନୀୟ ବିଦେଶୀ ମଦ ଦୋକାନ…

 ୧ କିଲୋ ସୁନା, ୪କିଲୋ ରୁପା ଅଳଂକାର ଜବତ |

 ଆଜି ଭଦ୍ରକ ପୁଲିସକୁ ଏକ ବଡ ସଫଳତା ମିଳିଛି। ଗତ କିଛି ମାସ ହେଲା ଭଦ୍ରକରେ ବିଭିନ୍ନ ଲୋକଙ୍କ ଘରେ ପଶି ଆନ୍ତଃରାଜ୍ୟ ଡକାୟତମାନେ ସୁନା ଗହଣା ଲୁଟ କରୁଥିଲେ। ପୁଲିସ ପକ୍ଷରୁ ଏହି ଲୁଟେରା ଓ ଡକାୟତ ଟିମକୁ ଗିରଫ…

ବିଜେପି ଦେବ ୩ ପ୍ରାର୍ଥୀ |

ରାଜ୍ୟସଭା ପାଇଁ ବିଜେପି ଦେବ ୩ ପ୍ରାର୍ଥୀ। ୫ ତାରିଖରେ ବିଜେପିର ୩ ପ୍ରାର୍ଥୀ ଭରିବେ ନାମାଙ୍କନ।ଆଜି ମୁଖ୍ୟମନ୍ତ୍ରୀ ଡାକିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଷ୍ପତ୍ତି। ୩ ପ୍ରାର୍ଥୀଙ୍କ ପାଇଁ ନାମାଙ୍କନ ପତ୍ରରେ ନିଆଗଲା ବିଧାୟକଙ୍କ ଦସ୍ତଖତ। ନାମାଙ୍କନ ସମୟରେ ଉପସ୍ଥିତ ରହିବାକୁ…

error: Content is protected !!