ୱାରେଣ୍ଟିଙ୍କୁ ଗିରଫ ପରେ କୋର୍ଟ ଚାଲାଣ |

ଦିଗପହଣ୍ଡି,: ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ଟୁନା ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ କରି କୋର୍ଟ ଚାଲାଣ କରିଛି। ଏନେଇ ଦିଗପହଣ୍ଡି ଥାନା ଆଇଆଇସି କିଶୋର କୁମାର ସାମଲ କହିଛନ୍ତି। (ଜି.ଆର.…

ବନ୍ଦ ଦୈନିକ ବଜାର ପାଲଟିଛି ଅସାମାଜିକଙ୍କ ଆଡ୍ଡା ।

ଏଲଆଇସି କାର୍ଯ୍ୟାଳୟ ନିକଟ କୃଷକ ବଜାରକୁ ଗତ ୯ବର୍ଷ ତଳେ ସହର ମଧ୍ୟରେ ଥିବା ସଂଜୟ ଦୈନିକ ବଜାର ସ୍ଥାନାନ୍ତର ହୋଇଥିଲା। ଆମିଷ ବଜାର ସ୍ଥାନାନ୍ତର ନ ହୋଇ ସେଭଳି ସଂଜୟ ଦୈନିକବଜାର ମଧ୍ୟରେ ରହିଥିଲା। ବଜାର ମଧ୍ୟରେ ଥିବା ୩୦ଟି…

ପାଞ୍ଚ ଜଣ ଟ୍ରାକ୍ଟର ଚୋର ଗିରଫ |

ବଲାଙ୍ଗୀର ଜିଲ୍ଲା ରୁ ଚୋରି ହୋଇଥିବା ଟ୍ରାକ୍ଟରକୁ ଆନ୍ଧ୍ରପ୍ରଦେଶରୁ ଉଦ୍ଧାର କରିଛି ଲୋଇସିଂହା ପୋଲିସ। ବଲାଙ୍ଗୀର ଏସ୍‌ଡିପିଓଙ୍କ କାର୍ଯ୍ୟାଳୟଠାରେ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀ କରି ଚୋରି ସମ୍ପର୍କରେ ସବିଶେଷ ତଥ୍ୟ ରଖିଥିଲେ ଏସ୍‌ଡିପିଓ ସରୋଜ କୁମାର ଉପାଧ୍ୟାୟ। ଗତ ଅକ୍ଟୋବର…

ସ୍ପିଡ୍‌ ବାଇକର ମାନଙ୍କୁ ସାବାଡ଼ କରୁଛି ବଲାଙ୍ଗୀର ପୋଲିସ ଅପରେସନ ସୁପର |

ଦୁର୍ଘଟଣାରେ ସରକାରୀ ଆୟୁର୍ବେଦିକ କଲେଜର ଡାକ୍ତରୀ ଛାତ୍ରୀଙ୍କ ମୃତ୍ୟୁ ପରେ ଏବେ ଆକ୍ସନ ମୋଡ଼ରେ ବଲାଙ୍ଗୀର ଟାଉନ ପୋଲିସ । ବଲାଙ୍ଗୀର ସହରରେ ସ୍ପିଡ୍‌ ବାଇକରମାନଙ୍କୁ ସାବାଡ଼ କରିବା ପାଇଁ ପୋଲିସ ଅପରେସନ “ସୁପର” ଆରମ୍ଭ କରିଛି । ସୁପର ବାଇକ…

ରାଜଧାନୀରେ ପୁଣି ବୁଲିଲା ଖଣ୍ଡା, ଗୌତମ ନଗର ବସ୍ତିରେ ଖେଳାଇଲେ ଆତଙ୍କ |

ରାଜଧାନୀରେ ପୁଣି ବୁଲିଲା ଖଣ୍ଡା। ଦିନ ଦ୍ୱିପ୍ରହରରେ ବୁଲିଲା ଖଣ୍ଡା। ୬ଜଣ ଯୁବକ ମାସ୍କ ପିନ୍ଧି ଗୌତମ ବସ୍ତିରେ ଖେଳାଇଲେ ଆତଙ୍କ । ଏକାଧିକ ଲୋକଙ୍କୁ ଖଣ୍ଡାରେ ହାଣିଲେ। ଖଣ୍ଡା ଚୋଟରେ ଦୁଇଜଣ ଗୁରୁତର ହୋଇଛନ୍ତି। ଗାଡ଼ି ଓ ଘର ଭଙ୍ଗାରୁଜା…

ଭିଜିଲାନ୍ସ ଜାଲରେ ବଡ଼ଗାଁ ଥାନା ASI: ଢାବା ବ୍ୟବସାୟୀଙ୍କୁ ଗିରଫ ଭୟ ଦେଖାଇ ନେଉଥିଲେ ଲାଞ୍ଚ, ମାଡ଼ି ବସିଲା…

ପୁଣି ଜଣେ ପୋଲିସ ଅଧିକାରୀ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି। ମୋଟା ଅଙ୍କର ଲାଞ୍ଚ ନେଉଥିବା ସମୟରେ ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନାର ଏଏସ୍‌ଆଇ ଅରୂପାନନ୍ଦ ଦାସଙ୍କୁ ମାଡ଼ି ବସିଛି ଭିଜିଲାନ୍ସର ସ୍ବତନ୍ତ୍ର ଟିମ। ସୂଚନା ମୁତାବକ, ରାସ୍ତା ପାର୍ଶ୍ୱରେ ଥିବା…

୨୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ, ଭିଜିଲାନ୍ସ ହାତରେ ଧରାପଡିଲେ ପୁଲିସ ଏଏସଆଇ |

ସୁନ୍ଦରଗଡ, ୧୨।୩ : ଚୋରା ମଦ ବେପାର ପାଇଁ ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ପୁଲିସ ଏଏସଆଇ। ଏଏସଆଇ ଜଣକ ହେଉଛନ୍ତି ବଡ଼ ଗାଁ ଥାନାର ଅରୁପା ନନ୍ଦ ଦାଶ। ଚୋରା ମଦ ବେପାର ପାଇଁ ୨୫ ହଜାର…

ବାଇକ ଉପରେ ଚଢିଗଲା ଚାଉଳ ଟ୍ରକ |

ବାଲିଆପାଳ, ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ଦଣ୍ତିକା ଛକ ନିକଟରେ ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ ଚାଉଳ ବୋଝେଇ ଟ୍ରକ ଜଣେ ବାଇକ ଆରୋହୀଙ୍କୁ ଧକ୍କା ଦେବା ସହ…

ରାଜକନିକା ଲଜ୍ଜା: ଛାତ୍ରୀକୁ ଗଣଦୁଷ୍କର୍ମ କଲେ ୪ ଶିକ୍ଷକ |

ଭୁବନେଶ୍ୱର, ୨୧/୦୨ : ପୁଣି ଥରେ ଗୁରୁ ନାଁରେ କଳଙ୍କ । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅଞ୍ଚଳରୁ ଏଭଳି ଏକ ଲଜ୍ଜାଜନକ ଖବର ଆସିଛି । ୪ ଜଣ ଶିକ୍ଷକ ଗୋଟିଏ ସପ୍ତମ ଶ୍ରେଣୀ ନାବାଳିକା ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରିଛନ୍ତି…

ଝାନ୍ସିରେ ଲୋମହର୍ଷଣକାରୀ ଘଟଣା: ବଡ଼ ଭାଇକୁ ହତ୍ୟା କରି ଅଗଣାରେ ପୋତିଦେଲା ସାନ ଭାଇ, ୯ ଦିନ ଧରି ଲାସ ଉପରେ ଶୋଉଥିଲା |

ଉତ୍ତରପ୍ରଦେଶର ଝାନ୍ସିରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ସମ୍ପତ୍ତି ଲୋଭ ଏବଂ ସାମାନ୍ୟ କଳହରୁ ଜଣେ ସାନ ଭାଇ ନିଜ ବଡ଼ ଭାଇକୁ ନିର୍ମମ ଭାବେ ହତ୍ୟା କରିଛି। କେବଳ ସେତିକି ନୁହେଁ, ହତ୍ୟା ପରେ ମୃତଦେହକୁ ଘରର ଅଗଣାରେ…

error: Content is protected !!