ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା ଅର୍ଥନୈତିକ ଅପରାଧୀ ଆଇନ ୨୦୧୮ (FEO ଆଇନ)ର ବୈଧତାକୁ ଚ୍ୟାଲେଞ୍ଜ କରି ବୁଧବାର ବମ୍ବେ ହାଇକୋର୍ଟକୁ କହିଛନ୍ତି ଯେ ସେ ୟୁନାଇଟେଡ୍ କିଙ୍ଗଡମ୍ ରୁ କେବେ ଭାରତ ଫେରିବେ ସେନେଇ କୌଣସି ନିର୍ଦ୍ଦିଷ୍ଟ ତାରିଖ ଦେଇପାରିବେ…
ଟିଟିଲାଗଡ :(ସନ୍ତୋଷ ପଟ୍ଟନାୟକ )ବର୍ତ୍ତମାନ ଶିବରାତ୍ରି ଚାଲୁଥିବା ବେଳେ ଶିବରାତ୍ରି ଅବସର ରେ ଚାଲିଛି ଟିଟିଲାଗଡ ରେ ଶିବରାତ୍ରି ମେଳା |ଯେଉଁଠି ବିଦେଶୀ ମଦ ଦୋକାନ ବନ୍ଦ ଥିବା ବେଳେ ସେଠାରେ ଟିଟିଲାଗଡ଼ ରେଳ ଷ୍ଟେସନ ସମ୍ମୁଖରେ ଖୁଲମ ଖୁଲା ଭାବରେ…
ରାୟଗଡା ଜିଲ୍ଲାରେ ୩ଟି ସ୍ଥାନରେ ମାଓବାଦୀଙ୍କ ପୋଷ୍ଟରକୁ ନେଇ ଜିଲ୍ଲା ପୋଲିସ ଦ୍ବନ୍ଦ୍ବରେ ପଡ଼ିଥିଲା। ଗତ ଫେବୃଆରୀ ୭ ତାରିଖ ଜିଲାରେ ୧୫ ଜଣ ମାଓବାଦୀ ଆତ୍ମସମର୍ପଣ କରିବା ପରେ l ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ଲାଗିବା ପୁଲିସ ପାଇଁ ଏକ…
ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ ବେହେରା। ଏମିତି ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି ଅନୁଗୁଳ ଜିଲ୍ଲା ଖମାର ଥାନା ଅନ୍ତର୍ଗତ…
ନକଲି ଜର୍ଦ୍ଦା ସ୍କୁଟିରେ ବିକିବାକୁ ନେଉଥିବାବେଳେ ପୋଲିସ ଧରିଛି । ଭଦ୍ରକ ସହରାଞ୍ଚଳ ପୋଲିସ ଶୁକ୍ରବାର ଏଭଳି ଜଣେ ନକଲି ଜର୍ଦ୍ଦା ବେପାରୀକୁ ଗିରଫ କରିଛି ପୋଲିସ। ପରେ ପୋଲିସ ଅଭିଯୁକ୍ତର ଘର ଉପରେ ଚଢ଼ାଉ କରିଥିଲା । ୫ ଲକ୍ଷରୁ…
ରାୟଗଡା ଶ୍ରମିକ,ଆନ୍ଦୋଳନକାରୀ, ପୋଲିସ ଓ ସାମ୍ୱାଦିକ। ବିଭିନ୍ନ ଦାବି ନେଇ ଆଜି କେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ମଞ୍ଚ ଓ ସ୍ବାଧୀନ ଫେଡରେସନ୍ ସର୍ବଭାରତୀୟ ସ୍ତରରେ ବନ୍ଦ ଡାକରା ଦେଇଥିବା ବେଳେ ରାୟଗଡା ସହରର ଶିରିଗୁଡ଼ା ଛକରେ ଅନେକ ଯାନବାହାନ ଅଟକିଥିଲା,…
ଟିଟିଲାଗଡ – ଟିଟିଲାଗଡ ପୋଲିସ ଏକ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଏସ ଆଇ ତାରାବତି କିସାନଙ୍କ ନେତୃତ୍ୱରେ ଟିଟିଲାଗଡ ନିକଟସ୍ଥ ରାନାବନ୍ଧ ଗ୍ରାମର ବୃଷଭ ବେହେରାଙ୍କ ଚାଷ ଯୋଗ୍ୟ ଜମି ଭିତରେ ଥିବା ଅବୈଧ ଭାବେ ସଞ୍ଚିତ ବିସ୍ଫୋରକ ସାମଗ୍ରୀ…
ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଚୂଡାପାଲିସ୍ଥିତ ଏକ ଅଳଙ୍କାର ଦୋକାନରୁ ଲୁଟ୍ ଏବଂ ଡକାୟତି ଘଟଣାରେ ବଲାଙ୍ଗୀର ପୋଲିସ ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କ ମଧ୍ୟରେ ୬ ଜଣ ନୟାଗଡ଼ ଜିଲାର, ୩ ଜଣ ବଲାଙ୍ଗୀର ଜିଲାର ଏବଂ…
ପୁରୀ: ପୁରୀରେ ବୁଲିଲା ଖଣ୍ଡା। ସାମାନ୍ୟ କଥାକୁ କେନ୍ଦ୍ରକରି ଦୁଇଜଣ ଯୁବକଙ୍କୁ ଖଣ୍ଡାରେ ହାଣି ଆତଙ୍କ ସୃଷ୍ଟି କଲେ ଦୁର୍ବୁତ୍ତ। ପୁରୀ ମାଟିଆପଡା ଛକରେ ଘଟିଛି ଏଭଳି ଘଟଣା। ଦୁର୍ବୁତ୍ତଙ୍କ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଥିବା ବେଳେ ଅନ୍ୟ ଜଣେ…
ଓଡ଼ିଶା ବ୍ୟୁରୋ ମୁଖ୍ୟ ସନ୍ତୋଷ କୁମାର ପଟ୍ଟନାୟକ ଙ୍କ ସହିତ କଳାହାଣ୍ଡି ଜିଲ୍ଲା ପ୍ରତିନିଧି କିଶନ ଶର୍ମା ଙ୍କ ରିପୋର୍ଟ୍ ଶ୍ରୀ କ୍ଷେତ୍ର ଲାଇଭ ଜହ୍ଳାଦ ସ୍ବାମୀ ସାଙ୍ଗ ସହ ମିଶି ଗର୍ଭବତୀ ସ୍ତ୍ରୀକୁ ହତ୍ୟା ପରେ ଫାର୍ମ ହାଉସ ରେ…